ଖ୍ରୀଷ୍ଟୋଫର ଏକ୍କା: ଓଡ଼ିଆ ରାଜନୀତିଜ୍ଞ

ଖ୍ରୀଷ୍ଟୋଫର ଏକ୍କା (୨୭ ଜୁଲାଇ ୧୯୪୩ - ୧୮ ଅକ୍ଟୋବର ୨୦୦୮) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଏବଂ ଲୋକ ସଭାରେ ସାଂସଦ ଭାବରେ ଥରେ ଲେଖାଏଁ କାର୍ଯ୍ୟ କରିଥିଲେ । ୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ରାଜଗାଙ୍ଗପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୦ ଭାରତୀୟ ସାଧାରଣ ନିର୍ବାଚନରେ ସେ ସୁନ୍ଦରଗଡ଼ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୭ମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।

ଖ୍ରୀଷ୍ଟୋଫର ଏକ୍କା
ଖ୍ରୀଷ୍ଟୋଫର ଏକ୍କା: ଜନ୍ମ, ପରିବାର ଓ ଶିକ୍ଷା, ରାଜନୈତିକ ଜୀବନ, ମୃତ୍ୟୁ
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୪ – ୧୯୭୭
ପୂର୍ବ ଅଧିକାରୀଇଗ୍ନେସ ମାଝୀ
ପର ଅଧିକାରୀବ୍ରଜମୋହନ କିଷାନ
ନିର୍ବାଚନ ମଣ୍ଡଳୀରାଜଗାଙ୍ଗପୁର
ସାଂସଦ: ୭ମ ଲୋକ ସଭା
କାର୍ଯ୍ୟକାଳ
୧୯୮୦ – ୧୯୮୪
ନିର୍ବାଚନ ମଣ୍ଡଳୀସୁନ୍ଦରଗଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ(1943-07-27)୨୭ ଜୁଲାଇ ୧୯୪୩
ମୃତ୍ୟୁ୧୮ ଅକ୍ଟୋବର ୨୦୦୮(2008-10-18) (ବୟସ ୬୫)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀସେବସ୍ତିଆନା ଏକ୍କା
ବାପା/ବୋଉପାସ୍‌କାଲ୍ ଏକ୍କା (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ଖ୍ରୀଷ୍ଟୋଫର ଏକ୍କା ୧୯୪୩ ମସିହାର ଜୁଲାଇ ମାସ ୨୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପାସ୍‌କାଲ୍ ଏକ୍କା ଓ ପତ୍ନୀଙ୍କ ନାମ ସେବସ୍ତିଆନା ଏକ୍କା । ତାଙ୍କ ପୁଅ ରାଜେନ ଏକ୍କା ମଧ୍ୟ ଜଣେ ରାଜନୀତିଜ୍ଞ ।

ରାଜନୈତିକ ଜୀବନ

ଖ୍ରୀଷ୍ଟୋଫର ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଏବଂ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ସଦସ୍ୟ ଭାବରେ ଥରେ ଲେଖାଏଁ କାର୍ଯ୍ୟ କରିଥିଲେ ।

ମୃତ୍ୟୁ

ଖ୍ରିଷ୍ଟୋଫର ୨୦୦୮ ମସିହାର ଅକ୍ଟୋବର ମାସ ୧୮ ତାରିଖରେ ୬୫ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।

ଆଧାର

Tags:

ଖ୍ରୀଷ୍ଟୋଫର ଏକ୍କା ଜନ୍ମ, ପରିବାର ଓ ଶିକ୍ଷାଖ୍ରୀଷ୍ଟୋଫର ଏକ୍କା ରାଜନୈତିକ ଜୀବନଖ୍ରୀଷ୍ଟୋଫର ଏକ୍କା ମୃତ୍ୟୁଖ୍ରୀଷ୍ଟୋଫର ଏକ୍କା ଆଧାରଖ୍ରୀଷ୍ଟୋଫର ଏକ୍କାଓଡ଼ିଆ ଲୋକଓଡ଼ିଶା ବିଧାନ ସଭାରାଜଗାଙ୍ଗପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

🔥 Trending searches on Wiki ଓଡ଼ିଆ:

ଉତ୍କଳ ସମ୍ମିଳନୀଭାରତୀୟ ସଂଖ୍ୟା ପ୍ରଣାଳିଶାସ୍ତି (ଓଡ଼ିଆ କଥାଚିତ୍ର)ଉତ୍କଳ ଦୀପିକାଦେବସ୍ନାନ ପୂର୍ଣ୍ଣିମାଓଡ଼ିଶା ସରକାରଏମିସ ଲୋକପ୍ରସନ୍ନ କୁମାର ପଣ୍ଡାବୌଦ୍ଧ ଧର୍ମସ୍ତନଆକବରଟ୍ରାଲୋକିନୁମାବଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିମାସଫକୀର ମୋହନ ସେନାପତିକିଶୋରୀ ଚରଣ ଦାସଭାରତର ସଂସ୍କୃତିନନ୍ଦିନୀ ଶତପଥୀଫରିନା ଆଜାଦଆର୍ଯ୍ୟଭଟ୍ଟଦୀପକ ମିଶ୍ରଛାୟାପଥ୧ (ସଂଖ୍ୟା)୧ମ ଓଡ଼ିଶା ବିଧାନ ସଭାବୁଧଢେଙ୍କାନାଳଲୋକ ସଭାତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରଓପନ-ସୋର୍ସ ସଫ୍ଟୱେରଯୁକ୍ତରାଜ୍ୟଯୌନ ଉତ୍ପୀଡ଼ନଭାରତୀୟ ଡାକ ସେବାଗଡ଼ଜାତ କୃଷକଜାଭା (ପ୍ରୋଗ୍ରାମିଂ ଭାଷା)ଅପରେଟିଙ୍ଗ ସିଷ୍ଟମବିଶ୍ୱନାଥ କରଗର୍ଭାଶୟ ଅନ୍ତଃସ୍ତର କର୍କଟମାଁ ପୀତାମ୍ବର ମନ୍ଦିରଡାକ ମୁନସୀସ୍ତନ୍ୟପାୟୀଚାନ୍ଦ୍ରମାସରାମଚନ୍ଦ୍ର ମିଶ୍ରଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାହମିଦା ବାନୁ ବେଗମଗୋପାଳ କୃଷ୍ଣ ରଥକଟକଲକ୍ଷ୍ମୀ ପୁରାଣଚନ୍ଦ୍ରଶେଖର ରଥହେମନ୍ତ କୁମାର ଦାସପ୍ଲୀହାସୂର୍ଯ୍ୟବଂଶୀ ସୂରଜତପନ କୁମାର ପ୍ରଧାନଗୁରୁପ୍ରସାଦ ମହାନ୍ତିଲଘିଷ୍ଠ ସାଧାରଣ ଗୁଣିତକମହେନ୍ଦ୍ର ସିଂହ ଧୋନିଓ ଅନ୍ଧଗଳିକାଞ୍ଚି ଅଭିଯାନଅଷ୍ଟ୍ରିଆବିଶ୍ୱ ମ୍ୟାଲେରିଆ ଦିବସଗୋପବନ୍ଧୁ ଚୌଧୁରୀବନ୍ୟାଓଡ଼ିଆ ରାମାୟଣଶେୟାର ବଜାରସାରଳା ମନ୍ଦିରମାଲେସିଆବୀଣାପାଣି ମହାନ୍ତି୨୧🡆 More