ଖାଦ୍ୟ ଖଣିଜ ଲବଣ

ଖାଦ୍ୟ ଖଣିଜ ଲବଣ (ଖଣିଜ ଲବଣ ପୋଷକ) ସଜୀବ ପ୍ରାଣୀଙ୍କ ଦରକାରୀ ଏକ ପ୍ରକାର ରାସାୟନିକ ମୂଳ ପଦାର୍ଥକୁ ବୁଝାଏ । କାର୍ବନ, ହାଇଡ୍ରୋଜେନ, ନାଇଟ୍ରୋଜେନ ଓ ଅକ୍ସିଜେନ ବ୍ୟତିରେକ ଏହି ଲବଣ ପଦାର୍ଥ ଜୈବ ମୌଳିକ ପଦାର୍ଥରେ ଥାଏ । ଏହା ଖଣିଜ ସମ୍ପଦ ବିଷୟରେ ନ ହୋଇ ରାସାୟନିକ ମୌଳିକ ପଦାର୍ଥ ବିଷୟରେ ଆଲୋଚନା କରେ । ସାତୋଟି ଖଣିଜ ଲବଣ ମନୁଷ୍ୟ ଶରୀରରେ ଅଧିକ ପରିମାଣରେ ଥାଏ । ସେ ଗୁଡିକର ନାମ କ୍ୟାଲସିୟମ, ଫସଫରସ, ପୋଟାସିୟମ, ଗନ୍ଧକ, ସୋଡିୟମ, କ୍ଳୋରିନ ଓ ମ୍ୟାଗନେସିୟମ । ଏହା ବ୍ୟତୀତ ଜୀବନ ନିର୍ବାହ ନିମନ୍ତେ କିଛି ଚିହ୍ନ (Trace element) ମାତ୍ର ଖଣିଜ ଉପାଦାନ ସ୍ତନ୍ୟପାୟୀ ଜୀବ ଆବଶ୍ୟକ କରନ୍ତି । ସେ ଗୁଡିକର ନାମ: ଲୌହ (iron), କୋବାଲ୍ଟ (Cobalt), ତମ୍ବା (Copper), ଦସ୍ତା (Zinc), ମୋଲିବଡେନମ (Molibdenum), ଆୟୋଡିନ ([Iodine) ଓ ସେଲେନିୟମ (Slenium) ।

ସ୍ତନ୍ୟପାୟୀ ଜୀବଙ୍କ ନିମନ୍ତେ ୨୦ରୁ ଅଧିକ ଖାଦ୍ୟ ଲବଣ ଆବଶ୍ୟକ ହୁଏ । ବୋରୋନକ୍ରୋମିୟମ ଭଳି କେତେକ ପଦାର୍ଥ ଅତି ଚିହ୍ନ (Trace) ମାତ୍ର ପରିମାଣରେ ଆବଶ୍ୟକ ହୁଏ କିନ୍ତୁ ସଠିକ କାର୍ଯ୍ୟପ୍ରଣାଳୀ ଜଣା ନାହିଁ । ଆଉ କେତେକ ପଦାର୍ଥ ଯଥା ଆର୍ସେନିକ ଓ ସିଲିକନର କାର୍ଯ୍ୟ ପ୍ରଣାଳୀର ପ୍ରମାଣ ନାହିଁ ।

ଖାଦ୍ୟ ଖଣିଜ ଲବଣ
ଭିଟାମିନ ବି ୧୨ର ରାସାୟନିକ ଚିତ୍ର ଯେଉଁଥିରେ କୋବାଲ୍ଟ ଅଛି

ରାସାୟନିକ ମୌଳିକ ପଦାର୍ଥଦ୍ୱାରା ଗଠିତ ସାଧା ଯୌଗିକ ପଦାର୍ଥମାନଙ୍କୁ ନେଇ ଜୀବର ଶରୀର କାମ କରେ । ଖାଦ୍ୟରେ ଗ୍ରହଣ କରାଯାଉଥିବା ସମସ୍ତ ଯୌଗିକ ପଦାର୍ଥ ଶରୀରରେ ଶୋଷିତ ହେବା ନିମନ୍ତେ ଛୋଟ ଛୋଟ ପଦାର୍ଥରେ ପରିଣତ ହେବା ଆବଶ୍ୟକ । ଖାଦ୍ୟନଳୀରେ ଶୋଷଣ (Absorption) ନିମନ୍ତେ କେତେକ ପଦାର୍ଥ, ଯେ ଭଳି ବ୍ୟାକ୍ଟେରିଆଦ୍ୱାରା କୋବାଲ୍ଟ ଯୌଗିକ ପଦାର୍ଥରେ ପରିଣତ ହୁଏ । ବୈଜ୍ଞାନିକମାନେ ଅଧୁନା କ୍ଷୁଦ୍ରାଦପି କ୍ଷୁଦ୍ର ଅଣୁଜୀବଙ୍କର ଜୈବ ଖଣିଜ ଲବଣର ଜୀବ ଚକ୍ର ପରିବର୍ତ୍ତନ କରିବାରେ ସାହାଯ୍ୟକୁ ଅନୁଭବ ଓ ମୂଲ୍ୟାୟନ କରୁଛନ୍ତି ।

ସ୍ତନ୍ୟପାୟୀଙ୍କ ନିମନ୍ତେ ଅତ୍ୟାବଶ୍ୟକ ରାସାୟନିକ ମୌଳିକ ପଦାର୍ଥ

କେତେକ ଉତ୍ସ ଅନୁସାରେ ମନୁଷ୍ୟର ଜୈବ ରାସାୟନିକ ପ୍ରକ୍ରିୟାରେ ଗଠନ, କାର୍ଯ୍ୟ ତଥା ଇଲେକ୍ଟ୍ରୋଲାଇଟ ନିମନ୍ତେ ୧୬ ତି ମୌଳିକ ରାସାୟନିକ ପଦାର୍ଥ ଆବଶ୍ୟକ ହୁଏ । ଜୈବ ରସାୟନ, ସ୍ୱତନ୍ତ୍ର ଅପଟେକ ଓ ମେଟାବୋଲିଜ୍ମ ଅନୁଶୀଳନରୁ ଜଣା ଯାଉଛି ୨୬ଟି ମୌଳିକ ପଦାର୍ଥ ଶରୀର ଆବଶ୍ୟକ କରେ । ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କ କାର୍ଯ୍ୟ ପ୍ରଣାଳୀ ଏ ପର୍ଯ୍ୟନ୍ତ ଆବିଷ୍କାର ହୋଇ ପାରି ନାହିଁ ।
ପିରିଅଡ଼ିକ ଟେବୁଲରେ ଖାଦ୍ୟ ମୌଳିକ ଖଣିଜ ପଦାର୍ଥ

H   He
Li Be   B C N O F Ne
Na Mg   Al Si P S Cl Ar
K Ca Sc Ti V Cr Mn Fe Co Ni Cu Zn Ga Ge As Se Br Kr
Rb Sr Y Zr Nb Mo Tc Ru Rh Pd Ag Cd In Sn Sb Te I Xe
Cs Ba * Lu Hf Ta W Re Os Ir Pt Au Hg Tl Pb Bi Po At Rn
Fr Ra ** Lr Rf Db Sg Bh Hs Mt Ds Rg Cn Uut Fl Uup Lv Uus Uuo
 
  * La Ce Pr Nd Pm Sm Eu Gd Tb Dy Ho Er Tm Yb
  ** Ac Th Pa U Np Pu Am Cm Bk Cf Es Fm Md No
ଚାରୋଟି ଜୈବ ମୌଳିକ ପଦାର୍ଥ ପରିମାଣ ମୌଳିକ ପଦାର୍ଥ ଅତ୍ୟାବଶ୍ୟକ ଚିହ୍ନ ମୌଳିକ (trace element) ପଦାର୍ଥ ସ୍ତନ୍ୟପାୟୀଙ୍କଠାରେ ସମ୍ଭାବ୍ୟ ଗଠନ ଓ କାର୍ମିକ ଭୂମିକା

ଆଧାର

Tags:

ଅକ୍ସିଜେନଆୟୋଡିନକାର୍ବନକ୍ଳୋରିନକ୍ୟାଲସିୟମଗନ୍ଧକତମ୍ବାଦସ୍ତାନାଇଟ୍ରୋଜେନପୋଟାସିୟମଫସଫରସଲୌହସୋଡିୟମହାଇଡ୍ରୋଜେନ

🔥 Trending searches on Wiki ଓଡ଼ିଆ:

ଶ୍ରବଣ ( ରାମାୟଣ ର ଚରିତ୍ର )ଧର୍ମେନ୍ଦ୍ର ପ୍ରଧାନସମୀର ରଞ୍ଜନ ଦାଶହେମୋଫିଲିଆଲିମାଭୁବନେଶ୍ୱରମାଁ ପୀତାମ୍ବର ମନ୍ଦିରକୃଷ୍ଣବାଙ୍କୀଶନିବାରଓଡ଼ିଆ ସାହିତ୍ୟବରଗଛଓଡ଼ିଆ କାବ୍ୟ କବିତାଭାରତୀୟ ରିଜର୍ଭ ବ୍ୟାଙ୍କ ଗବର୍ନରବିଶ୍ୱ ଏଡ୍‌ସ ଦିବସଲକ୍ଷ୍ମୀକାନ୍ତ ମହାପାତ୍ରବଣଭୋଜି ବେଶକଟକ ଜିଲ୍ଲାହନୁମାନ ବାଟିକାଗଣନ ସଂଖ୍ୟା୫ ନଭେମ୍ବରପ୍ରଣବ ପ୍ରକାଶ ଦାସଚରକସ୍ତୁତି ଚିନ୍ତାମଣିଖାଦ୍ୟପୂର୍ଣ୍ଣଚ୍ଛେଦଅଂଶୁଘାତଉଦୟନାଥ ଷଡ଼ଙ୍ଗୀପାରମିତା ଶତପଥୀଭଦ୍ରକ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଅଷ୍ଟ୍ରେଲିଆପ୍ରାଣକୃଷ୍ଣ ପରିଜାଆଜାଦ ହିନ୍ଦ୍ ଫୌଜମନୋଜ ଦାସଲାଟିନ ଭାଷାବନ୍ୟାପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଜିନା ସାମଲଯାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଆ ସାହିତ୍ୟର ଇତିହାସରସଗୋଲାଭାରତୀୟ ସଂଖ୍ୟା ପ୍ରଣାଳିଓଡ଼ିଶା ବିଧାନ ସଭାପାର୍ବତୀଭଦ୍ରକଏଞ୍ଜେଲା ମେର୍କେଲ୍ଓଡ଼ିଆ ଭାଷାଫକୀର ମୋହନ ସେନାପତି୧୯୦୫କୋରାପୁଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଯୁକ୍ତରାଷ୍ଟ୍ର ଆମେରିକାଓମ'ଙ୍କ ନିୟମମନୋଜ ଦାସଙ୍କ କଥା ଓ କାହାଣୀପୁଷ୍ଟିସାର୨୧ଜାପାନ ସାଗରନବକଳେବରପଙ୍କଜ ଉଧାସଭାରତୀୟ ସମ୍ବିଧାନତାଳଧ୍ୱଜରାମଚନ୍ଦ୍ର ବେହେରାଓଡ଼ିଆବ୍ୟାସଦେବଉତ୍କଳ ବିଶ୍ୱବିଦ୍ୟାଳୟଦାମୋଦର ରାଉତଗୁରୁ ପ୍ରସାଦ ମହାନ୍ତିପଞ୍ଚସଖାସମର ସଲିମ ସାଇମନକୋଣାର୍କମୋନିକା ସେଲ୍ସଯକୃତବିଶ୍ୱନାଥ କରଛତୁ ତରକାରୀ🡆 More