କ୍ୟୁଆରପିଡ଼ିଆ

କ୍ୟୁଆରପିଡ଼ିଆ କ୍ୟୁ.

ଆର. କୋଡ଼">କ୍ୟୁ. ଆର. କୋଡ଼ ବ୍ୟବହାର କରି ବ୍ୟବହାରକାରୀଙ୍କୁ ତାଙ୍କ ଭାଷାରେ ଉଇକିପିଡ଼ିଆ ପ୍ରସଙ୍ଗ ଦେଖାଇବା ନିମନ୍ତେ ଏକ ମୋବାଇଲ ୱେବ ଭିତ୍ତିକ ବ୍ୟବସ୍ଥା । ଏକ ୟୁନିଫର୍ମ ରିସୋର୍ସ ଆଇଡେଣ୍ଟିଫାୟରକୁ (ୟୁଆରାଅଇ, URI) ଲିଙ୍କ କରି ସହଜରେ କ୍ୟୁ. ଆର. କୋଡ଼ ତିଆରି କରାଯାଇପାରିବ । ତେବେ କ୍ୟୁଆରପିଡ଼ିଆ ଅଧିକ ସୁବିଧା ଯୋଗାଇଦେଇଥାଏ । ଏହା ଉଇକିମିଡ଼ିଆ ୟୁକେର (WMUK) ମାଲିକାନାରେ ତାହାର ଏକ ସହ ପ୍ରକଳ୍ପ ଭାବେ ପରିଚାଳିତ ।

QRpedia (କ୍ୟୁଆରପିଡ଼ିଆ)
କ୍ୟୁଆରପିଡ଼ିଆ
ଏକ କ୍ୟୁଆରପିଡ଼ିଆ କୋଡ଼ରୁ ଏକ ୟୁଆରଏଲ ତିଆରି କରାଯାଇଛି: http://en.qrwp.org/QRpedia ଏହା ବ୍ୟାପକ ଭାବେ ଲୋଗୋ ଭାବେ ବ୍ୟବହୃତ
ସ୍କ୍ରିନସଟ
କ୍ୟୁଆରପିଡ଼ିଆ
କ୍ୟୁଆରପିଡ଼ିଆ ୱେବସାଇଟରୁ (http://en.qrwp.org/QRpedia) ଏକ କ୍ୟୁଆର କୋଡ଼ ଦେଖିହେବ
ୟୁ.ଆର.ଏଲqrpedia.org
ବ୍ୟବସାୟିକନା
ରେଜେଷ୍ଟ୍ରିକରଣନାହିଁ
ମିଳୁଥିବା ଭାଷାବହୁଭାଷୀ
କଣ୍ଟେଣ୍ଟ ଲାଇସେନ୍ସMIT License
ତିଆରି କରିଥିଲେ
  • ଟେରେନ୍ସ ଇଡ଼େନ
    * ରୋଜତ ବାମକିନ
ଆରମ୍ଭ କରାଯାଇଥିଲା୯ ଏପ୍ରିଲ ୨୦୧୧, ୬ ବର୍ଷ ଆଗରୁ (2011-04-09)
ଏବେକାର ସ୍ଥିତିଅନଲାଇନ

କ୍ୟୁଆରପିଡ଼ିଆ ଜଣେ ସ୍ୱେଚ୍ଛାସେବୀ ଉଇକିଆଳି ରୋଜର ବାମକିନଙ୍କଦ୍ୱାରା ଆରମ୍ଭ ହୋଇଥିଲା ଓ ଟେରେନ୍ସ ଇଡ଼େନଙ୍କଦ୍ୱାରା ଏହାର କୋଡ଼ ଲେଖାଯାଇ ଏହା ୨୦୧୧ ମସିହା ଏପ୍ରିଲ ମାସରେ ଅନାବରଣ କରାଯାଇଥିଲା । ଏହା ଅଧୁନା ଅଷ୍ଟ୍ରେଲିଆ, ବୁଲଗାରିଆ, ଚେକ ଗଣରାଜ୍ୟ, ଏଷ୍ଟୋନିଆ, ମାସିଡୋନିଆ, ସ୍ପେନ, ଭାରତ, ଯୁକ୍ତରାଜ୍ୟ, ଜର୍ମାନୀଯୁକ୍ତରାଷ୍ଟ୍ର ଆମେରିକାରେ ସଂଗ୍ରହାଳୟ ଓ ଅନ୍ୟାନ୍ୟ ଅନୁଷ୍ଠାନରେ ବ୍ୟବହୃତ ହେଉଛି । ଏହି ପ୍ରକଳ୍ପର ସୋର୍ସ କୋଡ଼ ଏମଆଇଟି ଲାଇସେନ୍ସରେ ରହିଛି ।

ଆଧାର

Tags:

କ୍ୟୁ. ଆର. କୋଡ଼

🔥 Trending searches on Wiki ଓଡ଼ିଆ:

ଧର୍ମେନ୍ଦ୍ର ପ୍ରଧାନମନୋଜ ଦାସଙ୍କ କଥା ଓ କାହାଣୀନବଗୁଞ୍ଜରଗର୍ଭାଶୟ କର୍କଟଆରିଷ୍ଟୋଟଲଯକୃତରାଧାନାଥ ରାୟରାବଣକମ୍ପ୍ୟୁଟରଫସ୍‌ଫରସବିଜୁ ପଟ୍ଟନାୟକସିନ୍ଧୁ ନଦୀଓଡ଼ିଶାର କଳାକବାଟଭୂଗୋଳମଧୁସୂଦନ ରାଓମୟୂରଭଞ୍ଜ ଜିଲ୍ଲାଆଲୋକଅଗ୍ନ୍ୟାଶୟ ଅକ୍ଷମତାଓଡ଼ିଶାଗୋପୀନାଥ ମହାନ୍ତିବୀର ସୁରେନ୍ଦ୍ର ସାଏହରେକୃଷ୍ଣ ମହତାବଖାଦ୍ୟଭାରତୀୟ ସ୍ୱାଧୀନତା ଆନ୍ଦୋଳନଇଣ୍ଡୋନେସିଆପ୍ରାଣୀଶାରଳା ପୁରସ୍କାରବିଶ୍ୱତାପନଗୌରୀଶଙ୍କର ରାୟଓଡ଼ିଆ ଖାଦ୍ୟହନୁମାନଗିରିଧର ଗମାଙ୍ଗଫକୀର ମୋହନ ସେନାପତିବେଣୁଧର ରାଉତଲକ୍ଷ୍ମୀକାନ୍ତ ମହାପାତ୍ରବ୍ରାଉଜରହେପାଟାଇଟିସମଦର ଟେରେସାଫେବୃଆରୀc3bn4ନରେନ୍ଦ୍ର ମୋଦୀଉତ୍କଳ ଦିବସପକୋଡ଼ାଦୀପକ ମିଶ୍ରଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଆ ସାହିତ୍ୟର ଇତିହାସଓଡ଼ିଶାର ମାପ ବ୍ୟବସ୍ଥାବନ୍ୟାପର୍ଫେନାଜାଇନଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସଶବ୍ଦ (ପଦ)ପଖିଆଟୁକୁନି ସାହୁଭାରତୀୟ ଜାତୀୟ କଂଗ୍ରେସପ୍ରେମମହାପାତ୍ର ନୀଳମଣି ସାହୁvji40ଜୟ ଜଗନ୍ନାଥଓଡ଼ିଆ ଖବରକାଗଜ ତାଲିକାକୁନ୍ତଳା କୁମାରୀ ସାବତରାଜ୍ୟ ସଭାଗୁରୁପ୍ରସାଦ ମହାନ୍ତିଦାସକାଠିଆଅମାବାସ୍ୟାର ଚନ୍ଦ୍ରସରସ୍ୱତୀ ସମ୍ମାନସିଦ୍ଧାନ୍ତ ମହାପାତ୍ର🡆 More