ଭିଜୁଆଲ ଏଡ଼ିଟର

ଭିଜୁଆଲ ଏଡ଼ିଟର ଉଇକିମିଡ଼ିଆ ଫାଉଣ୍ଡେସନ ଦ୍ୱାରା ଆରମ୍ଭ ହୋଇଥିବା ଏକ ସଫ୍ଟ୍ୱାର ଯାହା ଉଇକିପିଡ଼ିଆ (ତ‌ଥା ମିଡ଼ିଆଉଇକି ବ୍ୟବ‌ହାର କରୁଥିବା ଅନ୍ୟାନ୍ୟ ପ୍ରକଳ୍ପ) ନିମନ୍ତେ ଏକ ଭିଜୁଆଲ ସମ୍ପାଦକ (ଭିଜୁଆଲ ଏଡ଼ିଟର) । ଉଇକିଟେକ୍ଟ ସିଣ୍ଟାକ୍ସ (Wikitext syntax) ବ୍ୟବ‌ହାର ନ‌କରି ମଧ୍ୟ ସମ୍ପାଦକମାନେ ଉଇକିପିଡ଼ିଆ ସମ୍ପାଦନା କରିପାରିବେ । ଭିଜୁଆଲ ଏଡ଼ିଟରରେ ଏକ ୱାର୍ଡ଼ ପ୍ରସେସରରେ ଲେଖିବା ଭଳି ହୋଇଥାଏ, ଏଥିରେ ଟାଇପ କରିବା ସଙ୍ଗେ ସଙ୍ଗେ ସଜାଣି ହୋଇଯାଇଥାଏ ।

ଭିଜୁଆଲ ଏଡ଼ିଟର

ଉଇକିମିଡ଼ିଆ ଫାଉଣ୍ଡେସନ "ବିଟା" ସଂସ୍କରଣ‌ଟି ସମସ୍ତ ବ୍ୟବ‌ହାରକାରୀଙ୍କ (ଲଗ ଆଉଟ କରିଥିବା ଓ ଅଜଣା ସଭ୍ୟଙ୍କ ପାଇଁ ମଧ୍ୟ‌) ପାଇଁ ଜୁଲାଇ ୨୦୧୩ ସୁଦ୍ଧା ଭିଜୁଆଲ ଏଡ଼ିଟରଟିକୁ ସକ୍ରିୟ କରିବାର ଲକ୍ଷ ରଖିଛନ୍ତି । ଭିଜୁଆଲ ଏଡ଼ିଟରର ଏକ A/B ଟେଷ୍ଟ କରିବା ଆମର ଆଗାମୀ ଲକ୍ଷ । ଅଧିକ ଜାଣିବା ପାଇଁ ଏଠାରେ ପଢ଼ିପାରିବେ ।

ନିଜର ମତ-ଅଭିମତ ଦେବାପାଇଁ ଆଲୋଚନା ପୃଷ୍ଠାକୁ ଯାଆନ୍ତୁ ।

ଆଧାର

Tags:

ଉଇକିମିଡ଼ିଆ ଫାଉଣ୍ଡେସନ

🔥 Trending searches on Wiki ଓଡ଼ିଆ:

୨୯ ମାର୍ଚ୍ଚଶନିବିକ୍ରମ କେଶରୀ ଦେଓ୧୫୭୬ଭୀମ ଭୋଇବଲାଙ୍ଗୀରଆରବ ସାଗରରତି ରଞ୍ଜନ ମିଶ୍ରଓଡ଼ିଆ ଭାଗବତମହୁଲିଭୂମିକମ୍ପବାଇପୋଲାର ଡିଜଅଡରଓଡ଼ିଆ କାବ୍ୟ କବିତାଗୋପୀନାଥ ମହାନ୍ତିନେଲସନ ମଣ୍ଡେଲାଉଇକିପୋଥିଗୋବିନ୍ଦ ତ୍ରିପାଠୀଉଇକିମିଡ଼ିଆ ମୁଭମେଣ୍ଟରୀତା ସାହୁ୨୧ପଣ୍ଡୁ ଓଷାମୌଳିକ ସଂଖ୍ୟାସ୍ନେହସାରଭାନୁଜୀ ରାଓହାତଶ୍ରୀ ଅରବିନ୍ଦବୁଧବାରଷଠି ଓଷାମେଲାଟୋନିନଜାନକୀ ବଲ୍ଲଭ ପଟ୍ଟନାୟକପ୍ୟାରିସବିଧାନ ସଭା ସଭ୍ୟରାଜକନିକାଶିବ ଶଙ୍କର ସାହାଣୀସୁଶାନ୍ତ ସିଂହତୁଳସୀ ଚଉରାକରାଚୀମନୋଜ ଦାସଓଡ଼ିଆ ଭାଷା୧୪ ମାର୍ଚ୍ଚଓଡ଼ିଶାର ସଂସ୍କୃତିକଳିଙ୍ଗ ଯୁଦ୍ଧକନଫୁସିଅସବାଦନିର୍ମଳା (ଉପନ୍ୟାସ)ସାଲବେଗଭାରତୀୟ ସ୍ୱାଧୀନତା ଆନ୍ଦୋଳନଦକ୍ଷିଣ ଚୀନ ସାଗର୨୦୨୨ ଫିଫା ବିଶ୍ୱକପ୍ଅନୁରାଧା କୋଇରାଲାଦେଶଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନଶିମିଳିପାଳ ଜାତୀୟ ଉଦ୍ୟାନପରିଣାମଭାରତର ସଂସ୍କୃତି୧୭୦୧ତନ୍ଦ୍ରାଲୋକର ପ୍ରହରୀବିଶ୍ୱ ତମାଖୁହୀନ ଦିବସମିତ୍ରଭାନୁ ଗୌନ୍ତିଆଯକ୍ଷ୍ମାଓଡ଼ିଶାର କଳାପ୍ଲାଟିନମମହାତ୍ମା ଗାନ୍ଧୀଅଗଷ୍ଟସହୀରାକୁଦ ବନ୍ଧବନ୍ଧୁତାସୀସା🡆 More