ଆର୍ଟିଫିସିଆଲ ନ୍ୟୁରାଲ ନେଟୱର୍କ

ଲେଖା ଚାଲିଛି...

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ
ଗୁରୁତ୍ବପୂର୍ଣ ଲକ୍ଷ୍ୟଗୁଡିକ
ନଲେଜ ରିଜନିଂ
ପ୍ଲାନିଂ
ମେସିନ ଲର୍ଣିଂ
ନ୍ୟାଚୁରାଲ ଲାଙ୍ଗୁଏଜ ପ୍ରୋସେସିଂ
କମ୍ପ୍ୟୁଟର ଭିଜନ
ରୋବୋଟିକ୍ସ
ଆର୍ଟିଫିସିଆଲ ଜେନେରାଲ ଇଣ୍ଟେଲିଜେନ୍ସ
ପଦ୍ଧତିଗୁଡିକ
ସିମ୍ବଲିକ
ଡିପ ଲର୍ଣିଂ
ବାୟେସିଆନ ନେଟୱର୍କ
ଏଭୋଲ୍ଯୁସନାରୀ ଆଲଗୋରିଦମ
ଫିଲୋସଫି
ଏଥିକ୍ସ
ବଞ୍ଚିରହିବାର ଆଶଙ୍କା
ଟ୍ଯୁରିଙ୍ଗ ପରୀକ୍ଷା
ଚୀନ ଘର
ବନ୍ଧୁତ୍ବପୂର୍ଣ ଏଆଇ
ଇତିହାସ
ଘଟଣାବଳୀ
ପ୍ରଗତି
ଏଆଇ ଶୀତ
ପ୍ରଯୁକ୍ତି ବିଦ୍ୟା
ପ୍ରୟୋଗ
ପ୍ରକଳ୍ପ
ପ୍ରୋଗ୍ରାମିଂ ଭାଷା
ଗ୍ଲୋସରି
ଗ୍ଲୋସରି
ଆର୍ଟିଫିସିଆଲ ନ୍ୟୁରାଲ ନେଟୱର୍କ
ରଙ୍ଗୀନ ନ୍ୟୁରାଲ ନେଟୱର୍କ


ଆର୍ଟିଫିସିଆଲ ନ୍ୟୁରାଲ ନେଟୱର୍କ ବା କୁତ୍ରିମ ମସ୍ତିଷ୍କ ଜାଲ ହେଉଛି ଏକ କୁତ୍ରିମ ମସ୍ତିଷ୍କ ଯାହା ମନୁଷ୍ୟର ମସ୍ତିଷ୍କର ଅନୁସରଣ କରି ତିଆରି କରାହୋଇଛି । ଏହି ପ୍ରକାରର ଆଲଗୋରିଦମ ନିଜେ ନିଜେ ଦିଆଯାଇଥିବା ଚିନ୍ହିତ ତଥ୍ୟରୁ ଶିଖିଥାଏ, ଏହାକୁ ପ୍ରୋଗ୍ରାମ ବା ନିୟମ ଦେଇ ଶିଖେଇବାକୁ ପଡ଼ିନଥାଏ । ଉଦାହରଣ ସ୍ୱରୂପ ଯଦି ଆମେ ଏହି ନ୍ୟୁରାଲ ନେଟୱର୍କକୁ ଗୁଡ଼ିଏ ବିଲେଇ ଛବି ଦେଇ ଶଖିବାକୁ କହିବା କି ଏହି ସବୁ ବିଲେଇ, ତେବେ ଏହା ଅନ୍ୟ ଏକ ନୂଆ ବିଲେଇ ଛବି ଆଣି ଏହାକୁ ଦେଲେ ଏହି ନ୍ୟୁରାଲ ନେଟୱର୍କ ଜାଣିପାରେକି ସେହି ଛବିଟିର ବିଲେଇ ଅଛି ।

ପ୍ରଥମେ ଏ.ଏନ.ଏନ. ମଣିଷର ମସ୍ତିଷ୍କ ଭଳି ସବୁ ସମସ୍ୟା ସମାଧାନ କରିବା ନିମନ୍ତେ ଉଦ୍ୟମ କରାଯାଉଥିଲା, କିନ୍ତୁ ସମୟକ୍ରମେ ଏହା ଜୀବବିଜ୍ଞାନଠୁ ଦୂରେଇଯାଇ ଏବେ କେବଳ ନିର୍ଦ୍ଧିଷ୍ଟ କେତେକ କାମରେ ଧ୍ୟାନ କେନ୍ଦ୍ରୀଭୂତ କରୁଅଛି ।

ଇତିହାସ

ମଡେଲ

ଏକ କୃତ୍ରିମ ସ୍ନାୟବିକ ଜାଲତନ୍ତ୍ର(ନ୍ୟୂରାଲ ନେଟୱର୍କ)   କୃତ୍ରିମ ସ୍ନାୟୁ(ନ୍ୟୁରୋନ)ମାନଙ୍କୁ ନେଇ ତିଆରି ହୋଇଥାଏ । ଜୈବିକ ସ୍ନାୟୁମାନେ ଯେମିତି  ଆକ୍ସନ-ସିନାପ୍ସ-ଡେଣ୍ଡରାଇଟରେ ଯୋଡି ହେଇଥାନ୍ତି, ସେମିତି ପ୍ରତ୍ୟେକ କୃତ୍ରିମ ସ୍ନାୟୁ ଲିଙ୍କଦ୍ୱାରା ଅନ୍ୟ ସ୍ନାୟୁ ମାନଙ୍କ ସହ ଯୋଡି ହେଇଥାନ୍ତି। ପ୍ରତ୍ୟେକ ଲିଙ୍କର ୱେଟ  ଥାଏ, ଯାହା ଏକ ନ୍ୟୁରୋନର ଅନ୍ୟ ନ୍ୟୁରୋନକୁ ପ୍ରଭାବିତ କରିବାର କ୍ଷମତା ସ୍ଥିର କରେ ।

ପ୍ରକାରଭେଦ

ଆର୍ଟିଫିସିଆଲ ନ୍ୟୁରାଲ ନେଟୱର୍କ 
ରିକରେଣ୍ଟ ନ୍ୟୁରାଲ ନେଟୱର୍କ

ବିଭିନ୍ନ ପ୍ରକାରର ଏ.ଏନ.ଏନ. ଦେଖିବାକୁ ମିଳିଥାଏ, ତନ୍ମଧ୍ୟରୁ କିଛି ନିମ୍ନରେ ଦର୍ଶାଗଲା:

  • କନଭୋଲ୍ୟୁସନାଲ ନ୍ୟୁରାଲ ନେଟୱର୍କ
  • ରିକାରେଣ୍ଟ ନ୍ୟୁରାଲ ନେଟୱର୍କ
  • ଲଙ୍ଗ ଶର୍ଟ ଟର୍ମ ମେମୋରୀ
  • ଆର୍ଟିଫିସିଆଲ ନ୍ୟୁରାଲ ନେଟୱର୍କ 
    ଲଙ୍ଗ ଶର୍ଟ ଟର୍ମ ମେମୋରୀ

ସମାଲୋଚନା

ଆଧାର

Tags:

ଆର୍ଟିଫିସିଆଲ ନ୍ୟୁରାଲ ନେଟୱର୍କ ଇତିହାସଆର୍ଟିଫିସିଆଲ ନ୍ୟୁରାଲ ନେଟୱର୍କ ମଡେଲଆର୍ଟିଫିସିଆଲ ନ୍ୟୁରାଲ ନେଟୱର୍କ ପ୍ରକାରଭେଦଆର୍ଟିଫିସିଆଲ ନ୍ୟୁରାଲ ନେଟୱର୍କ ସମାଲୋଚନାଆର୍ଟିଫିସିଆଲ ନ୍ୟୁରାଲ ନେଟୱର୍କ ଆଧାରଆର୍ଟିଫିସିଆଲ ନ୍ୟୁରାଲ ନେଟୱର୍କ

🔥 Trending searches on Wiki ଓଡ଼ିଆ:

କୁନ୍ତଳା କୁମାରୀ ସାବତଆଲ୍‌କା ୟାଗ୍ନିକ୍‌ରାଜେନ୍ଦ୍ର କିଶୋର ପଣ୍ଡାଓଡ଼ିଆ ଭାଷାଓଡ଼ିଶାର ମାପ ବ୍ୟବସ୍ଥା୫ ଡିସେମ୍ବରଗୁରୁ ନାନକଶିଶୁ ସାହିତ୍ୟଭାରତୀୟ ରାଜ୍ୟ ଗୁଡ଼ିକର ପ୍ରତୀକଜାମ୍ମାଲାମାଦୁଗୁଲୋମିଟାପାଇଡସବୁ ମାୟାରେ ବାୟାଗୋପାଳ ଛୋଟରାୟସାଳନ୍ଦୀ ନଦୀଶ୍ରୀକ୍ଷେତ୍ର ଦେବାଦେବୀପୁରୀଭାଷାଅସହଯୋଗ ଆନ୍ଦୋଳନସ୍ନେହସାରଆତ୍ମହତ୍ୟାପାର୍କିନ୍‌ସନ୍ ରୋଗଭାରତର ପ୍ରଧାନମନ୍ତ୍ରୀବେଲଯକୃତଛବିଳ ମଧୁ ବର୍ଣ୍ଣବୋଧ୨୪୪ଗୁଗଲବିଶ୍ୱ ଆଜମା ଦିବସରବି ସିଂଶ୍ରୀରାମ ପଣ୍ଡାବାଲିଗୁଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଆ କଥାଚିତ୍ର ଜଗତଜୀବସାରଛାତ୍ରବୃତ୍ତିଯାଯାବର (୧୯୭୫ର କଥାଚିତ୍ର)ଖୋର୍ଦ୍ଧା ଜିଲ୍ଲାଓଡ଼ିଆ ଉଇକିପିଡ଼ିଆମହାଭାରତଭାରତୀୟ ସମ୍ବିଧାନଓଡ଼ିଶାର ଲୋକନୃତ୍ୟବିଷଥାଇରଏଡରେବତୀ (କ୍ଷୁଦ୍ରଗଳ୍ପ)ଜ୍ୟୋତିର୍ଲିଙ୍ଗପିତ୍ତକୋଷଜ୍ଞାନପୀଠ ପୁରସ୍କାର୧୨୦୦ଜୁଲିଅସ ସିଜରଶୁଚିତ୍ୱନରେନ୍ଦ୍ର ମୋଦୀଟକ୍‌ସୋପ୍ଲାଜମୋସିସ୍ବ୍ରଜନାଥ ବଡ଼ଜେନାତେନ୍ତୁଳିଦିଲିପ କୁମାର ରାୟଓଡ଼ିଶାର ଜୈବ ବିବିଧତାଜାନକୀ ବଲ୍ଲଭ ପଟ୍ଟନାୟକଓଡ଼ିଆସମାଜ (ଖବରକାଗଜ)ଛାରପୋକ୧୨ ଜୁଲାଇଗୋବିନ୍ଦ ତ୍ରିପାଠୀଦକ୍ଷିଣ ଆମେରିକାଖଣ୍ଡପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କଟକ ଚଣ୍ଡୀ ମନ୍ଦିରମହିମା ଧର୍ମଗୋପବନ୍ଧୁ ଦାସ🡆 More