ଆଦିକନ୍ଦ ସେଠୀ: ଓଡ଼ିଆ ରାଜନୀତିଜ୍ଞ

ଆଦିକନ୍ଦ ସେଠୀ (୧ ଜାନୁଆରୀ ୧୯୫୨ - ୨୨ ସେପ୍ଟେମ୍ବର ୨୦୨୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୨୦୦୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଛତ୍ରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଆଦିକନ୍ଦ ସେଠୀ
ଆଦିକନ୍ଦ ସେଠୀ: ଜନ୍ମ ପରିବାର ଓ ଶିକ୍ଷା, ରାଜନୈତିକ ଜୀବନ, ମୃତ୍ୟୁ
ବିଧାୟକ: ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୪
ପୂର୍ବ ଅଧିକାରୀନାଗି ରେଡ୍ଡୀ ନାରାୟଣ ରେଡ୍ଡୀ
ପର ଅଧିକାରୀପ୍ରିୟାଂଶୁ ପ୍ରଧାନ
ନିର୍ବାଚନ ମଣ୍ଡଳୀଛତ୍ରପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1952-01-01)୧ ଜାନୁଆରୀ ୧୯୫୨
ମୃତ୍ୟୁ୨୨ ସେପ୍ଟେମ୍ବର ୨୦୨୨(2022-09-22) (ବୟସ ୭୦)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ କମ୍ୟୁନିଷ୍ଟ ପାର୍ଟି
ଜୀବନ ସାଥୀଶୈଳବାଳା ସେଠୀ
ବାପା/ବୋଉଦଣ୍ଡପାଣି ସେଠୀ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ ପରିବାର ଓ ଶିକ୍ଷା

ଆଦିକନ୍ଦ ୧୯୫୨ ମସିହାର ଜାନୁଆରୀ ୧ ତାରିଖରେ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ମାଲୁଦ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦଣ୍ଡପାଣି ସେଠୀ ଓ ପତ୍ନୀଙ୍କ ନାମ ଶୈଳବାଳା ସେଠୀ ।

ରାଜନୈତିକ ଜୀବନ

ଆଦିକନ୍ଦ ଓଡ଼ିଶା ରାଜନୀତିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।

ମୃତ୍ୟୁ

ଆଦିକନ୍ଦ ସେଠୀ ୨୦୨୨ ମସିହାର ସେପ୍ଟେମ୍ବର ୨୨ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା ।

ଆଧାର

Tags:

ଆଦିକନ୍ଦ ସେଠୀ ଜନ୍ମ ପରିବାର ଓ ଶିକ୍ଷାଆଦିକନ୍ଦ ସେଠୀ ରାଜନୈତିକ ଜୀବନଆଦିକନ୍ଦ ସେଠୀ ମୃତ୍ୟୁଆଦିକନ୍ଦ ସେଠୀ ଆଧାରଆଦିକନ୍ଦ ସେଠୀଓଡ଼ିଆ ଲୋକଓଡ଼ିଶା ବିଧାନ ସଭାଛତ୍ରପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

🔥 Trending searches on Wiki ଓଡ଼ିଆ:

ଅଷ୍ଟ୍ରେଲିଆଟୋକିଓଭାରତର ନଦୀ ସମୂହର ତାଲିକାବ୍ରାଉଜରଭାରତ ସରକାରଲଣ୍ଡନଗୁଗଲସମ୍ବଲପୁରଆଶୁତୋଷ ପରିଡ଼ାଆରିଷ୍ଟୋଟଲଆପେଣ୍ଡିସାଇଟିସବାଇଶି ପାହାଚଭାରତର ଜାତୀୟ ପତାକାରସଗୋଲାନଅତୁଣ୍ଡୀକଳାହାଣ୍ଡି ଜିଲ୍ଲାଉଦୟନାଥ ଷଡ଼ଙ୍ଗୀମହୁc3bn4ଭ୍ୟାକୁମ୍ କ୍ଲିନର୍ତରୁଣକାନ୍ତି ମିଶ୍ରଓଡ଼ିଆ ଭ୍ରମଣ ସାହିତ୍ୟଚିନ୍ତାମଣି ବେହେରାଉଇକିଅଭିଧାନଆକବରଓଡ଼ିଆ କବି ମାନଙ୍କର ତାଲିକାଓଡ଼ିଆ ସାହିତ୍ୟରକ୍ତଦେବସ୍ନାନ ପୂର୍ଣ୍ଣିମାବିଜୟ ମିଶ୍ରରେବତୀ (କ୍ଷୁଦ୍ରଗଳ୍ପ)ମନୋଜ ଦାସଙ୍କ କଥା ଓ କାହାଣୀଖଡ଼ଗପୁରଅଚ୍ୟୁତ ଗୋକୁଳ ନାୟକଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସମଧୁସୂଦନ ରାଓବାରବାଟି ଦୁର୍ଗଅଷ୍ଟ୍ରିଆଭାରତର ସଂସଦମୁମ୍ବାଇପରୀକ୍ଷାଓଡ଼ିଶାମଦର ଟେରେସାସାରଳା ଦାସଉଇକିପିଡ଼ିଆକୋଣାର୍କ ସୂର୍ଯ୍ୟ ମନ୍ଦିରକଟକ ଜିଲ୍ଲାଓଡ଼ିଶାର ଇତିହାସନରେନ୍ଦ୍ର ମୋଦୀକୃଷ୍ଣଶ୍ରବଣ ( ରାମାୟଣ ର ଚରିତ୍ର )ଲୋକ ସଭାନଅଙ୍କ ଦୁର୍ଭିକ୍ଷମହାପାତ୍ର ନୀଳମଣି ସାହୁଯାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସମୀର ରଞ୍ଜନ ଦାଶବାମାଚରଣ ମିତ୍ରଧନୁ (ରାଶି)ମହାରାଷ୍ଟ୍ରରାମଚନ୍ଦ୍ର ବେହେରା୧୯୦୫ଭୂମିକମ୍ପ୨୯ ମାର୍ଚ୍ଚଉପନିଷଦକାଳିନ୍ଦୀ ଚରଣ ପାଣିଗ୍ରାହୀ୨୫ ଅପ୍ରେଲଗୌରୀଶଙ୍କର ରାୟ🡆 More