ଆଠଗଡ଼ ଗଡ଼ଜାତ ରାଜ୍ୟ: ଗଡ଼ଜାତ ରାଜ୍ୟ

ଆଠଗଡ଼଼ ଇଂରେଜ ଶାସନ ସମୟର ଏକ ଗଡ଼ଜାତ/ଦେଶୀୟ ରାଜ୍ୟ । ଏହି ରାଜ୍ୟ ଶ୍ରୀ କରଣ ନିଳାଦ୍ରୀ ବେବର୍ତ୍ତା ପଟନାଏକଙ୍କଦ୍ୱାରା ଖ୍ରୀ.ଅ.

୧୧୭୮ରେ ସ୍ଥାପିତ ହୋଇଥିଲା । ଏହାର ରାଜଧାନୀ ଆଠଗଡ଼ ସହର ଥିଲା । ଏହା ୧୯୫୦ ମସିହାରେ ଭାରତ ସହିତ ମିଶିଥିଲା । ୧୯୪୯ ମସିହାରେ ଆଠଗଡ଼ କଟକ ଜିଲ୍ଲାର ଅନ୍ତର୍ଭୁକ୍ତ ହୋଇଥିଲା ।

ଇତିହାସ

ଏହି ରାଜ୍ୟର ପ୍ରତିଷ୍ଠାତା କରଣ ଜାତିର କରଣ ନାରାୟଣ ବାଓତ୍ତ ପଟ୍ଟନାୟକ | ଆଠଗଡର ରଜଗୁରୁ ଗଡ (ରାଣୀ ମହଲ) ନିକଟରେ ବାସ କରନ୍ତି | ବ୍ରିଟୀଶ୍ ଶାସନ କାଳରେ ଆଠଗଡ ଓଡ଼ିଶାର ପ୍ରତିକ୍ରିୟାଶୀଳ ରାଜ୍ୟମାନଙ୍କ ମଧ୍ୟରେ ଅନ୍ୟତମ ଥିଲା |

ଆଠଗଡର ଶାସକ

  • ୧୬୮୧ - ୧୭୦୯ କରଣ ନାରାୟଣ ବାଓତ୍ତ ପଟ୍ଟନାୟକ
  • ୧୭୦୯ - ୧୭୪୧ କରଣ ରାମ କୃଷ୍ଣ ବାଓତ୍ତ ପଟ୍ଟନାୟକ
  • ୧୭୪୧ - ୧୭୭୧ କରଣ ଦେବିଆ ସିଂହ ବାଓତ୍ତ ପଟ୍ଟନାୟକ
  • ୧୭୭୧ - ୧୮୨୧ କରଣ ଗୋପିନାଥ ବାଓତ୍ତ ପଟ୍ଟନାୟକ
  • ୧୮୨୧ - ୧୮୨୫ କରଣ କୃଷ୍ଣ ଚନ୍ଦ୍ର ବାଓତ୍ତ ପଟ୍ଟନାୟକ
  • ୧୮୨୫ - ୧୮୩୭ କରଣ ରାମ ଚନ୍ଦ୍ର ବାଓତ୍ତ
  • ୧୮୩୭ - ୧୮୬୨ କରଣ ଭୁବନେଶ୍ୱର ବାଓତ୍ତ ପଟ୍ଟନାୟକ
  • ୧୮୬୨ - ୧୮୬୯ କରଣ ଜଗୁନାଥ ବାଓତ୍ତ ପଟ୍ଟନାୟକ ୨ (୧୮୬୯)
  • ୧୮୬୯ - ୧୮୯୩ କରଣ ଭାଗିରଥି ବାଓତ୍ତ ପଟ୍ଟନାୟକ (୧୮୪୪ - ୧୮୯୩)
  • ୧୮୯୩ - ୨୫ ଜାନୁଆରୀ ୧୮୯୬ କରଣ ରଘୁନାଥ ବାଓତ୍ତ ପଟ୍ଟନାୟକ (୧୮୬୫ - ୧୮୯୬)
  • ୨୫ ଜାନୁଆରି ୧୮୯୬ – ୨୨ ଜୁନ୍ ୧୯୧୮ କରଣ ବିଶ୍ୱନାଥ ବାଓତ୍ତ ପଟ୍ଟନାୟକ (୧୮୮୫ - ୧୯୧୮)
  • ୨୫ ଜାନୁଆରି ୧୮୯୬ - ୧୯୦୮ .... -ଉତ୍ତରାଧିକାରୀମାନେ
  • ୨୨ ଜୁନ୍ ୧୯୧୮ – ୧୫ ଅଗଷ୍ଟ ୧୯୪୭ କରଣ ରଘୁନାଥ ବାଓତ୍ତ ପଟ୍ଟନାୟକ (୧୯୦୯ - ....)
  • ୨୨ ଜୁନ୍ ୧୯୧୮ - ୫ ସେପ୍ଟେମ୍ବର ୧୯୩୨ .... -ଉତ୍ତରାଧିକାରୀମାନେ

ଆଧାର

20°32′N 85°37′E / 20.53°N 85.62°E / 20.53; 85.62 ଛାଞ୍ଚ:Princely states of the Eastern States Agency

ଛାଞ୍ଚ:India-hist-stub ଛାଞ୍ଚ:Cuttack-geo-stub

Tags:

🔥 Trending searches on Wiki ଓଡ଼ିଆ:

ଆଖୁଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନଇତିହାସତୃପ୍ତି ଦାସଗୋଦର ରୋଗଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପନବକଳେବରଅନନ୍ତ ବାସୁଦେବ ମନ୍ଦିରଓଡ଼ିଶାର ଇତିହାସଗୋପାଳ ଛୋଟରାୟଟାହିଆଲାଗି ବେଶଶ୍ରୀରାଧାଦେବସ୍ନାନ ପୂର୍ଣ୍ଣିମାଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଭକ୍ତ ଚରଣ ଦାସହରିପ୍ରସାଦ ଚୌରାଶିଆଉଇକିପିଡ଼ିଆ ସମୂହର ତାଲିକାବୈଷ୍ଣବ ପାଣିମହେନ୍ଦ୍ର ସିଂହ ଧୋନିଯାଜପୁର ଜିଲ୍ଲାଉଦ୍ଭିଦ ବିଜ୍ଞାନମାର୍ଚ୍ଚvji40ଶିବମାଣବସା ଗୁରୁବାରଯଦୁମଣି ମହାପାତ୍ରସମୟ (କାଳ)ଭୂଗୋଳବାରବାଟି ଦୁର୍ଗପ୍ରସନ୍ନ କୁମାର ପଣ୍ଡାହାଡ଼ଫୁଟିନବଯୌବନ ବେଶପଞ୍ଚସଖାହେମୋଫିଲିଆଓଡ଼ିଆ ଖବରକାଗଜ ତାଲିକାପରିବେଶ୨୦୧୨ଆରିଷ୍ଟୋଟଲଦୁର୍ଗା ପୂଜାଅଚ୍ୟୁତ ନାୟକଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସଏ. ପି. ଜେ. ଅବଦୁଲ କଲାମଶ୍ରବଣ ( ରାମାୟଣ ର ଚରିତ୍ର )ଭଦ୍ରକହମିଦା ବାନୁ ବେଗମବିରିୟାନୀଉତ୍କଳ ବ୍ରାହ୍ମଣଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିସଂକ୍ରାନ୍ତିପଖାଳପାରମିତା ଶତପଥୀଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରୋହିତ ଶର୍ମାଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସ୍ତୁତି ଚିନ୍ତାମଣିଜମ୍ମୁ ତୱି ରେଳ ଷ୍ଟେସନଯାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଚିଲିକା (ବହୁବିକଳ୍ପ)ଫେବୃଆରୀ ୨୯ଓଡ଼ିଶାର ଜିଲ୍ଲାମାନଙ୍କର ତାଲିକା୧୬୬୫ମହମ୍ମଦ ମୋକିମ୍ଚନ୍ଦ୍ରଶେଖର ରଥପ୍ରତାପରୁଦ୍ର ଦେବବିରାଟ କୋହଲୀ🡆 More