ଆଟାଜାନାଭିର

ଆଟାଜାନାଭିର (ଇଂରାଜୀ ଭାଷାରେ Atazanavir, ଏକ ବିକ୍ରୟ ନାମ ରେୟାଟାଜ) ଏକ ଆଣ୍ଟିରେଟ୍ରୋଭାଇରାଲ ଔଷଧ (antiretroviral medication) ଯାହା ଏଚଆଇଭି/ଏଡସ ରୋଗର ଚିକିତ୍ସା ଓ ପ୍ରତିଷେଧ ନିମନ୍ତେ ବ୍ୟବ‌ହୃତ ହୁଏ । ଅନ୍ୟାନ୍ୟ ଆଣ୍ଟିରେଟ୍ରୋଭାଇରାଲ ଔଷଧ ସ‌ହିତ ଦେବାକୁ ସୁପାରିସ କରାଯାଏ । ଇଞ୍ଜେକସନ ଛୁଞ୍ଚି ଆଘାରର ପ୍ରତିଷେଧ ନିମନ୍ତେ ଏହା ଦିଆଯାଇପାରେ । ଦିନ‌କୁ ଥରେ ଏହା ପାଟିରେ ଦିଆଯାଏ ।

ଆଟାଜାନାଭିର
ଆଟାଜାନାଭିର
ଆଟାଜାନାଭିର
Clinical data
Pronunciation/ˌæ.tə.ˈzæ.nə.vɪər/, A-tə-ZA-nə-vir
Trade namesReyataz, Evotaz, others
AHFS/Drugs.commonograph
MedlinePlusa603019
Pregnancy
category
  • AU: B2
  • US: B (No risk in non-human studies)
Routes of
administration
By mouth
ATC code
Legal status
Legal status
  • UK: POM (Prescription only)
  • US: ℞-only
Pharmacokinetic data
Bioavailability60-68%
Protein binding86%
MetabolismLiver (CYP3A4-mediated)
Elimination half-life6.5 hours
ExcretionFecal and kidney
Identifiers
IUPAC name
  • methyl N-[(1S)-1-{[(2S,3S)-3-hydroxy-4-[(2S)-2-[(methoxycarbonyl)amino]-3,3-dimethyl-N'-{[4-(pyridin-2-yl)phenyl]methyl}butanehydrazido]-1-phenylbutan-2-yl]carbamoyl}-2,2-dimethylpropyl]carbamate
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
NIAID ChemDB
ECHA InfoCard100.243.594 Edit this at Wikidata
Chemical and physical data
FormulaC38H52N6O7
Molar mass704.856 g/mol
3D model (JSmol)
SMILES
  • O=C(OC)N[C@H](C(=O)N[C@@H](Cc1ccccc1)[C@@H](O)CN(NC(=O)[C@@H](NC(=O)OC)C(C)(C)C)Cc3ccc(c2ncccc2)cc3)C(C)(C)C
InChI
  • InChI=1S/C38H52N6O7/c1-37(2,3)31(41-35(48)50-7)33(46)40-29(22-25-14-10-9-11-15-25)30(45)24-44(43-34(47)32(38(4,5)6)42-36(49)51-8)23-26-17-19-27(20-18-26)28-16-12-13-21-39-28/h9-21,29-32,45H,22-24H2,1-8H3,(H,40,46)(H,41,48)(H,42,49)(H,43,47)/t29-,30-,31+,32+/m0/s1 checkY
  • Key:AXRYRYVKAWYZBR-GASGPIRDSA-N checkY
 ☒NcheckY (what is this?)  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ମୁଣ୍ଡବଥା, ଅଇ, ଜଣ୍ଡିସ୍, ପେଟ ଯନ୍ତ୍ରଣା, ନିଦ୍ରାହୀନତାଜ୍ୱର ଇତ୍ୟାଦି ଲକ୍ଷଣ ଦେଖାଯାଏ । ସାଂଘାତିକ ପ୍ରତିକ୍ରିୟା ମଧ୍ୟରେ ଏରିଥେମା ମଲ୍ଟିଫର୍ମ (erythema multiforme) ଭଳି ରାସ ଓ ଉଚ୍ଚ ରକ୍ତ ଶର୍କରା (high blood sugar) ଇତ୍ୟାଦି ଲକ୍ଷଣ ଦେଖାଯାଏ । ଗର୍ଭାବସ୍ଥାରେ ଏହା ନିରାପଦ ଜଣାଯାଏ । ଏହା ପ୍ରୋଟିଏଜ ଇନହିବିଟର (protease inhibitor ବା PI)) ଶ୍ରେଣୀର ଔଷଧ ଓ ଏଚଆଇଭି ପ୍ରୋଟୋଏଜ (HIV protease) ଅବରୋଧ କରି କାମ କରେ ।

ସନ ୨୦୦୩ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଆଟାଜାନାଭିର ସ୍ୱୀକୃତ ହୋଇଥିଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏନାହିଁ । ବିକାଶଶୀଳ ଦେଶମାନଙ୍କରେ ଏହାର ମାସିକ ଖର୍ଚ୍ଚ ପ୍ରାୟ ୧୫.୭୨ ଆମେରିକୀୟ ଡଲାର । ସନ ୨୦୧୫ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ମାସିକ ଖର୍ଚ୍ଚ ପ୍ରାୟ ୨୦୦ ଆମେରିକୀୟ ଡଲାର ।

ଆଧାର

Tags:

en:antiretroviral medicationଏଚଆଇଭି/ଏଡସ

🔥 Trending searches on Wiki ଓଡ଼ିଆ:

ଗଡ଼ଜାତ କୃଷକସାଇକେଲଚିଲିକା (ବହୁବିକଳ୍ପ)ଅଷ୍ଟ୍ରେଲିଆବିଦ୍ୟୁତପ୍ରଭା ଦେବୀଯୁକ୍ତରାଜ୍ୟମୁକ୍ତିକାନ୍ତ ମଣ୍ଡଳଲୋକ ସଭାଇଣ୍ଡୋନେସିଆସୌରୀନ୍ଦ୍ର ବାରିକକାହ୍ନୁଚରଣ ମହାନ୍ତିଅସହଯୋଗ ଆନ୍ଦୋଳନଓଡ଼ିଶା ପ୍ରିମିଅର ଲିଗବୈକୁଣ୍ଠନାଥ ପଟ୍ଟନାୟକଟିଣସୋନପୁର ରାଜ୍ୟ୧୬୬୫ରାଜାରାଣୀ ମନ୍ଦିରଜର୍ମାନୀପ୍ରାଣକୃଷ୍ଣ ପରିଜାକଖାରୁ ଫୁଲ ଭଜାଟ୍ରାପିଜିଅମଶାରଳା ପୁରସ୍କାରକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବମହାତ୍ମା ଗାନ୍ଧୀମୟୂରଭଞ୍ଜ ଜିଲ୍ଲାପ୍ରସନ୍ନ କୁମାର ପଣ୍ଡାବାଇଶି ପାହାଚବର୍ଷାପୂର୍ଣ୍ଣଚ୍ଛେଦଗୋପାଳକୃଷ୍ଣ ପଟ୍ଟନାୟକଓଡ଼ିଆ ଭାଷାଅନନ୍ତ ବାସୁଦେବ ମନ୍ଦିରସମ୍ବଲପୁର ଜିଲ୍ଲାସ୍ତନ୍ୟପାୟୀଓଡ଼ିଆ କଥାଚିତ୍ର ଜଗତଆମ୍ବକୋରାପୁଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଚନ୍ଦନ ଯାତ୍ରାବଡ଼ ଏରାମହାରାଷ୍ଟ୍ରଯୌନ ସମ୍ଭୋଗମାଲେସିଆନନ୍ଦିଘୋଷଉପନିଷଦc3bn4ବିନ୍ଦୁଦାମୋଦର ରାଉତଜଗନ୍ନାଥଙ୍କ ଧୂପବ୍ୟଞ୍ଜନ ବର୍ଣ୍ଣଖାରବେଳସମୟ (କାଳ)ରାସାୟନିକ ମୌଳିକପାକ୍ରିଟିନିବନିତ୍ୟାନନ୍ଦ ଶତପଥୀଗୋପାଳ କୃଷ୍ଣ ରଥଶ୍ରୀପ୍ରଥମ ବିଶ୍ୱଯୁଦ୍ଧଗୋଦର ରୋଗଲକ୍ଷ୍ମୀପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଫରିନା ଆଜାଦସଚ୍ଚିଦାନନ୍ଦ ରାଉତରାୟଓଡ଼ିଆ ଭାଷା ଆନ୍ଦୋଳନପାରମିତା ଶତପଥୀଶ୍ରୀରାଧାଅଲାରନାଥ ମନ୍ଦିରଶରତ କୁମାର ମହାନ୍ତିମାଟିର ମଣିଷଏଣ୍ଡୋମେଟ୍ରିଓସିସଜାଭା (ପ୍ରୋଗ୍ରାମିଂ ଭାଷା)🡆 More