ଅଶୋକ ଚନ୍ଦ୍ର ପଣ୍ଡା: ଓଡ଼ିଆ ରାଜନୀତିଜ୍ଞ

ଅଶୋକ ଚନ୍ଦ୍ର ପଣ୍ଡା (ଜନ୍ମ: ୧୬ ଅପ୍ରେଲ ୧୯୫୪) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ଅଶୋକ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ତଥା ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଭୁବନେଶ୍ୱର ଏକାମ୍ର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୪ଶ, ୧୫ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଅଶୋକ ଚନ୍ଦ୍ର ପଣ୍ଡା
ଅଶୋକ ଚନ୍ଦ୍ର ପଣ୍ଡା: ଜନ୍ମ, ପରିବାର ଓ ଶିକ୍ଷା, ରାଜନୈତିକ ଜୀବନ, ଆଧାର
ବିଧାୟକ: ୧୪ଶ, ୧୫ଶ, ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ଏବେଯାଏଁ
ନିର୍ବାଚନ ମଣ୍ଡଳୀଭୁବନେଶ୍ୱର (ଏକାମ୍ର)
ବ୍ୟକ୍ତିଗତ ସବିଶେଷ
ଜନ୍ମ (1954-04-16) ୧୬ ଅପ୍ରେଲ ୧୯୫୪ (ବୟସ ୭୦)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀପ୍ରିୟଦର୍ଶିନୀ ପଣ୍ଡା
ବାପା/ବୋଉଘନଶ୍ୟାମ ପଣ୍ଡା (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ଅଶୋକ ଚନ୍ଦ୍ର ପଣ୍ଡା ୧୯୫୪ ମସିହାର ଅପ୍ରେଲ ମାସ ୧୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଘନଶ୍ୟାମ ପଣ୍ଡା ଏବଂ ପତ୍ନୀଙ୍କ ନାମ ପ୍ରିୟଦର୍ଶିନୀ ପଣ୍ଡା । ଅଶୋକଙ୍କ ଶିକ୍ଷାଗତ ଯୋଗ୍ୟତା ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ।

ରାଜନୈତିକ ଜୀବନ

ଅଶୋକ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ତଥା ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି ।

ବିଧାନ ସଭା ସଭ୍ୟ ବିବରଣୀ

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୨୦୦୯ ୨୦୧୪ ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା ଭୁବନେଶ୍ୱର (ଏକାମ୍ର) ବିଜୁ ଜନତା ଦଳ
୨୦୧୪ ୨୦୧୯ ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା ଭୁବନେଶ୍ୱର (ଏକାମ୍ର) ବିଜୁ ଜନତା ଦଳ
୨୦୧୯ - ସଭ୍ୟ, ୧୬ଶ ଓଡ଼ିଶା ବିଧାନ ସଭା ଭୁବନେଶ୍ୱର (ଏକାମ୍ର) ବିଜୁ ଜନତା ଦଳ

ଆଧାର

Tags:

ଅଶୋକ ଚନ୍ଦ୍ର ପଣ୍ଡା ଜନ୍ମ, ପରିବାର ଓ ଶିକ୍ଷାଅଶୋକ ଚନ୍ଦ୍ର ପଣ୍ଡା ରାଜନୈତିକ ଜୀବନଅଶୋକ ଚନ୍ଦ୍ର ପଣ୍ଡା ଆଧାରଅଶୋକ ଚନ୍ଦ୍ର ପଣ୍ଡା

🔥 Trending searches on Wiki ଓଡ଼ିଆ:

ବିଶ୍ୱନାଥ କରକାନ୍ଦଣା ଗୀତରେବତୀ (କ୍ଷୁଦ୍ରଗଳ୍ପ)ଇଣ୍ଡୋନେସିଆଅମରପୋଇନରେନ ପଲେଇଶଙ୍ଖସମୀର ରଞ୍ଜନ ଦାଶଚନ୍ଦ୍ରଶେଖର ରଥବେଣୁଧର ରାଉତଧରିତ୍ରୀଶ୍ରବଣା (ନକ୍ଷତ୍ର)ଗୋଦାବରୀଶ ମିଶ୍ରପାଟଦେଇରାୟଗଡ଼ା ଜିଲ୍ଲାଲିନକ୍ସକର୍ଣ୍ଣବାଇଶି ପାହାଚଶବ୍ଦ (ପଦ)ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାହାଡ଼ଫୁଟିମହାରାଷ୍ଟ୍ରଗାୟତ୍ରୀବାଳା ପଣ୍ଡାନୃସିଂହ ଚରଣ ପଣ୍ଡାବିଜୁ ପଟ୍ଟନାୟକନୀଳିମା ଆଜୀମସ୍ୱର ବର୍ଣ୍ଣଢମଣା ସାପଭୈରବଅନୁ ଚୌଧୁରୀମାଦଳା ପାଞ୍ଜିଉତ୍କଳ ଦୀପିକାଅଟଳ ପେନସନ ଯୋଜନାତାରିଣୀ ମନ୍ଦିରବଙ୍ଗଳାଦେଶଏଟାୱାରବୀନ୍ଦ୍ରନାଥ ଠାକୁରସିପାହୀ ବିଦ୍ରୋହନଅଙ୍କ ଦୁର୍ଭିକ୍ଷପ୍ରତାପରୁଦ୍ର ଦେବଚୋଡ଼ଗଙ୍ଗ ଦେବପ୍ରାଣବନ୍ଧୁ କରସୁରେଶ ପୂଜାରୀଫ୍ରୋଭାଟ୍ରିପଟାନଯୀଶୁନିଝୁମ ରାତିର ସାଥୀ (୨୦୧୭)ପର୍ଯ୍ୟାୟ ସାରଣୀ (ବୃହତ ସଂସ୍କରଣ)ଜ୍ଞାନପୀଠ ପୁରସ୍କାରପର୍ଯ୍ୟାୟ ସାରଣୀପୁରୀତାଳଧ୍ୱଜବିଶ୍ୱ ବୌଦ୍ଧିକ ସମ୍ପଦ ଦିବସଫକୀର ମୋହନ ସେନାପତିସୁରେନ୍ଦ୍ର ମହାନ୍ତିଓଡ଼ିଶାର ଇତିହାସବ୍ୟଞ୍ଜନ ବର୍ଣ୍ଣଜୟ ଜଗନ୍ନାଥତରଳ ଝାଡ଼ାକେଦାରନାଥ ମନ୍ଦିରନବ ଚରଣ ମାଝିମଇ ଦିବସଚବିଶ ଗୁରୁଅକ୍ଷାଂଶସୁବର୍ଣ୍ଣପୁର ଜିଲ୍ଲାମଧୁମେହରାମଶଙ୍କର ରାୟଶୈଳବାଳା ଦାସ🡆 More