ଅମରେଶ ବିଶ୍ୱାଳ: ଓଡ଼ିଆ ସାହିତ୍ୟିକ ଓ ସାମ୍ବାଦିକ

ଅମରେଶ ବିଶ୍ୱାଳ (ଜନ୍ମ : ୧୩ ଜୁନ ୧୯୭୨) ଜଣେ ଓଡ଼ିଆ ସାହିତ୍ୟିକ ଓ ସାମ୍ବାଦିକ । ସେ ଗଳ୍ପ, ପ୍ରବନ୍ଧ ଓ ଉପନ୍ୟାସ ଆଦି ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗରେ ରଚନା କରିଛନ୍ତି । ସେ ଓଡ଼ିଶା ଟେଲିଭିଜନରେ ଆଉଟପୁଟ ଏଡିଟର ଭାବରେ କାର୍ଯ୍ୟରତ । ସେ ଯାଜପୁର ଜିଲ୍ଲାର ଯାଜପୁର ରୋଡ଼ ସନ୍ନିକଟ ରାଛିପୁର ଗ୍ରାମରେ ସେ ୧୯୭୨ ମସିହାରେ ଜନ୍ମଗ୍ରହଣ କରିଥିଲେ ।

ଅମରେଶ ବିଶ୍ୱାଳ
ଜନ୍ମ (1972-06-13) ୧୩ ଜୁନ ୧୯୭୨ (ବୟସ ୫୧)
ବୃତ୍ତି(ସମୂହ)ସାହିତ୍ୟିକ, ସାମ୍ବାଦିକ
ପୁରସ୍କାରରାଜଧାନୀ ପୁସ୍ତକ ମେଳା ପୁରସ୍କାର

ରଚନାବଳୀ

  • ଅବକ୍ଷୟମୁଖୀ ଜାତୀୟ ଚରିତ୍ର (ପ୍ରବନ୍ଧ, ୨୦୦୧)
  • ବୟସ୍କ ଲୋକର ସମୟ (ଗଳ୍ପ, ୨୦୦୮)
  • ସ୍ପେଶାଲ ରିପୋର୍ଟ (ଗଳ୍ପ, ୨୦୧୨)
  • ତୁମରି ପରି ଝିଅଟିଏ (କିଶୋର ଜୀବନୀ, ୨୦୧୩)
  • ମଧ୍ୟବିତ୍ତ (ଉପନ୍ୟାସ, ୨୦୧୪)
  • ସଁବାଳୁଆର ସ୍ୱପ୍ନ (ଗଳ୍ପ, ୨୦୧୪)
  • ସା-ରେ-ଗା-ମା-ପା (ମିଳିତ ଗଳ୍ପ ସଂକଳନ)
  • ଚାଇନାର ଚରିତ୍ର (ଭ୍ରମଣ ଉପନ୍ୟାସ)
  • ପ୍ରଣତିର ପ୍ରେମିକମାନେ
  • ପାପ
  • ପ୍ରେମିକାର ସାନ ଭଉଣୀ
  • ଶେଷ ଦୃଷ୍ୟ
  • ଛୋଟ ଛୋଟ ଜୀବନ

ପୁରସ୍କାର ଓ ସମ୍ମାନ

  • ମନ୍ଥନ ଯୁବ ପ୍ରତିଭା ପୁରସ୍କାର, ୨୦୦୦
  • ରାଜଧାନୀ ପୁସ୍ତକ ମେଳା ପୁରସ୍କାର, ୨୦୦୧ (ପ୍ରବନ୍ଧ)
  • ରାଜଧାନୀ ପୁସ୍ତକ ମେଳା ପୁରସ୍କାର ୨୦୧୦ (ଗଳ୍ପ)
  • ବିରୂପା ସାହିତ୍ୟ ସଂସଦ ପୁରସ୍କାର ୨୦୧୦
  • ଲେଖାଲେଖି ଯୁବ ଗାଳ୍ପିକ ପୁରସ୍କାର ୨୦୧୦
  • ଟାଇମ୍ ପାସ୍ ବୁକର ପୁରସ୍କାର ୨୦୧୨
  • ଚିନ୍ତାମଣି ବେହେରା ଗଳ୍ପ ସମ୍ମାନ ୨୦୧୩
  • ଶିହରଣ କଥା ସମ୍ମାନ ୨୦୧୩
  • କବିଶେଖର ଚିନ୍ତାମଣି ସ୍ମାରକୀ ସମ୍ମାନ ୨୦୧୩
  • ପଶ୍ଚିମା ଉପନ୍ୟାସ ପୁରସ୍କାର ୨୦୧୫
  • ଜଗଦୀଶ ଯୁବ ସମ୍ମାନ ୨୦୧୫,
  • କଥାକଳିକା ଯୁବ ପୁରସ୍କାର ୨୦୧୬
  • ଭୁବନେଶ୍ୱର ପୁସ୍ତକ ମେଳା ସାହିତ୍ୟ ପୁରସ୍କାର - ୨୦୧୭ (ମଧ୍ୟବିତ୍ତ ଉପନ୍ୟାସ ପାଇଁ)
  • କହ୍ନେଇ କଥା ପୁରସ୍କାର - ୨୦୧୯ (କହ୍ନେଇ କଥା ସଂସଦଦ୍ୱାରା ପ୍ରଦତ୍ତ)

ଆଧାର

Tags:

ଓ ଟିଭିଓଡ଼ିଆ ଭାଷାଓଡ଼ିଆ ସାହିତ୍ୟଯାଜପୁର ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ଖୋର୍ଦ୍ଧାଅଗ୍ନ୍ୟାଶୟ ଅକ୍ଷମତାସୁଭାଷ ଚନ୍ଦ୍ର ବୋଷଧାମରା ବନ୍ଦରକୁକୁରବିନୋଦ ଚନ୍ଦ୍ର ନାୟକଛେନା ମୁଡୁକିରମାକାନ୍ତ ପଣ୍ଡାଶବ୍ଦ (ପଦ)୨୧ ଅପ୍ରେଲପଠାଣି ସାମନ୍ତବେଣୁଧର ରାଉତପାରାଦୀପ ବନ୍ଦରଶ୍ରୀନିବାସ ରାମାନୁଜନଜହ୍ନିଓଷାତାମିଲ ଭାଷାଭଗବତୀ ଚରଣ ପାଣିଗ୍ରାହୀରମେଶ ପ୍ରସାଦ ପାଣିଗ୍ରାହୀଧାମରାକୃଷ୍ଣଚନ୍ଦ୍ର ପାଣିଗ୍ରାହୀରାଜେନ୍ଦ୍ର ନାରାୟଣ ସିଂହଦେଓରବି କାନୁନଗୋସଚିନ ତେନ୍ଦୁଲକରଓଡ଼ିଶାର ଭୂଗୋଳ୧୯ ଅପ୍ରେଲରଥଯାତ୍ରାଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଓଡ଼ିଆ ଭାଗବତଅଚ୍ୟୁତ ସାମନ୍ତବିଶ୍ୱତାପନକାଳୀଚରଣ ପଟ୍ଟନାୟକ୮ ଅପ୍ରେଲଭାରତୀୟ ଦଣ୍ଡ ସଂହିତା, ୧୮୬୦ଲକ୍ଷ୍ମୀକାନ୍ତ ମହାପାତ୍ରଇସଲାମ ଧର୍ମବସନ୍ତ କୁମାରୀ ପଟ୍ଟନାୟକଜଗନ୍ନାଥ ଦାସଗୁଣ୍ଡିଚା ମନ୍ଦିରରମାଦେବୀ ଚୌଧୁରୀଟୀକା ଗୋବିନ୍ଦ ଚନ୍ଦ୍ରବ୍ରଜନାଥ ବଡ଼ଜେନାଉଇକିପିଡ଼ିଆକ୍ୟୁ. ଆର. କୋଡ଼ଗୋବିନ୍ଦ ତ୍ରିପାଠୀଭିତରକନିକା ଜାତୀୟ ଉଦ୍ୟାନସୌଭାଗ୍ୟ କୁମାର ମିଶ୍ରଚାଣକ୍ୟସମ୍ବଲପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସରଳା ଦେବୀଭୀମ ଭୋଇସୁନାବେଶଅନ୍ନପୂର୍ଣ୍ଣା ମହାରଣାପରମାନନ୍ଦ ଆଚାର୍ଯ୍ୟହୃଷୀକେଶ ପଣ୍ଡାମନୋଜ ଦାସରାଜା ରାମମୋହନ ରାୟଅଶୋକାଷ୍ଟମୀଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଅହଲ୍ୟା (ଓଡ଼ିଆ କଥାଚିତ୍ର)ରାସନ କାର୍ଡ଼ (ଭାରତ)ଚନ୍ଦନ ଯାତ୍ରାଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସଜାତୀୟ ଖାଦ୍ୟ ସୁରକ୍ଷା ନୀତି ୨୦୧୩ନୂଆ ଦିଲ୍ଲୀଅୟେନ୍ଦ୍ରୀ ଲୱନିୟା ରାୟଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଶ୍ରୀ ଦେବ ରାମେଶ୍ଵର ମନ୍ଦିରପାର୍କିନ୍‌ସନ୍ ରୋଗବୁଧବାରମହାତ୍ମା ଗାନ୍ଧୀରୋମୀୟ ସାମ୍ରାଜ୍ୟ🡆 More