ଅଞ୍ଜଳି ଆବ୍ରୋଲ: ଭାରତୀୟ ଅଭିନେତ୍ରୀ

ଅଞ୍ଜଳି ଆବ୍ରୋଲ ଜଣେ ଭାରତୀୟ ଅଭିନେତ୍ରୀ ଯିଏକି ହିନ୍ଦୀ ଦୂରଦର୍ଶନ ଧାରାବାହିକ ରାଜା କି ଆଏଗି ବାରାତରେ ତାଙ୍କ ଅଭିନୀତ ଭୂମିକା ପାଇଁ ଜଣାଶୁଣା ଅଞ୍ଜଳି ୨୦୦୮ ମସିହାରେ କପିଲ ନିର୍ମଳଙ୍କ ସହିତ ନାଚ୍ ବଲିଆ ୪ରେ ଅଂଶଗ୍ରହଣ କରିଥିଲେ । ସେ ୨୦୧୩ ମସିହାରେ ସିଂ ସାବ୍ ଦି ଗ୍ରେଟ୍ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ।

ଅଞ୍ଜଳି ଆବ୍ରୋଲ
ଅଞ୍ଜଳି ଆବ୍ରୋଲ: ପେଷା, ଆଧାର, ବାହାର ଲିଙ୍କ୍
ସିଂ ସାହେବ ଦି ଗ୍ରେଟ୍‌ ଫିଲ୍ମର ଅଡ଼ିଓ ରିଲିଜ୍ ବେଳେ ଅଞ୍ଜଳି
ଜନ୍ମ
ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୧୦୦୮–୨୦୧୯

ପେଷା

୨୦୦୮ ମସିହାରେ, ୧୫ ବର୍ଷ ବୟସରେ, ଅଞ୍ଜଳି ଷ୍ଟାର୍ ପ୍ଲସ୍‌ରେ ପ୍ରସାରିତ ଧାରାବାହିକ ରାଜା କି ଆଏଗି ବାରାତ୍‌ ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ । ସେ ସିଂ ସାବ୍ ଦି ଗ୍ରେଟ ଜରିଆରେ କଥାଚିତ୍ରରେ ଅଭିନୟ କରିବା ଆରମ୍ଭ କରିଥିଲେ, ଯେଉଁଥିରେ ସେ ସୀମର୍ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୀତ ଧାରାବାହିକ/ଅଂଶଗ୍ରହଣ କରିଥିବା ଟିଭି କାର୍ଯ୍ୟକ୍ରମ

ବର୍ଷ କାର୍ଯ୍ୟକ୍ରମ ଭୂମିକା ମନ୍ତବ୍ୟ ଆଧାର
୨୦୦୮–୨୦୧୦ ରାଜା କେ ଆଏଗି ବାରାତ୍ ରାଣୀ ଯୁଧିଷ୍ଠିର ସିସୋଦିଆ ମୁଖ୍ୟ ନାୟିକା
୧୦୦୮–୨୦୦୯ ନାଚ୍ ବାଲିୟେ ୪ ପ୍ରତିଯୋଗୀ କପିଲ ନିର୍ମଳଙ୍କ ସହିତ
୨୦୧୧ ଛାଜେ ଛାଜେ କା ପ୍ୟାର୍ ଡିମ୍ପି ସେହଗଲ୍ / ଡିମ୍ପି ଧ୍ରୁବ ତ୍ରିପାଠୀ
୨୦୧୨–୨୦୧୩ ଦେବୋଁ କେ ଦେବ୍ ମହାଦେବ ମୀନାକ୍ଷୀ
୨୦୧୬ ବକ୍ସ କ୍ରିକେଟ୍ ଲିଗ୍ ୨ ପ୍ରତିଯୋଗୀ ମୁମ୍ବାଇ ଟାଇଗରର ଖେଳାଳି

ଅଭିନୀତ କଥାଚିତ୍ର

ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ
୨୦୧୩ ସିଂ ସାବ୍ ଦି ଗ୍ରେଟ୍ ସୀମର
୨୦୧୯ ଜଙ୍କସନ୍ ବାରଣାସୀ ଅଞ୍ଜଳି

ଆଧାର

ବାହାର ଲିଙ୍କ୍

Tags:

ଅଞ୍ଜଳି ଆବ୍ରୋଲ ପେଷାଅଞ୍ଜଳି ଆବ୍ରୋଲ ଆଧାରଅଞ୍ଜଳି ଆବ୍ରୋଲ ବାହାର ଲିଙ୍କ୍ଅଞ୍ଜଳି ଆବ୍ରୋଲଅଭିନେତ୍ରୀ (ନାରୀ କଳାକାର)

🔥 Trending searches on Wiki ଓଡ଼ିଆ:

ସଚ୍ଚିଦାନନ୍ଦ ରାଉତରାୟବୃହସ୍ପତିଓଡ଼ିଶା ବିଧାନ ସଭା୧୫୭୯ପ୍ରଣବ ପ୍ରକାଶ ଦାସଆଚାର୍ଯ୍ୟ ହରିହରଗୌତମ ବୁଦ୍ଧ୧୫୫୨ଏ. ପି. ଜେ. ଅବଦୁଲ କଲାମମନ୍ମଥ ନାଥ ଦାସ୧୩୮୪ସ୍ୱାମୀ ବିବେକାନନ୍ଦଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟବକ୍ସି ଜଗବନ୍ଧୁପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଅଯୁଗ୍ମ ସଂଖ୍ୟାଦଣ୍ଡ ନାଟଦୀପାବଳୀଜୁନଟୁଇଟରଉଇକିମିଡ଼ିଆ ଫାଉଣ୍ଡେସନରମାଦେବୀ ଚୌଧୁରୀସିଲଡେନାଫିଲରାମଚନ୍ଦ୍ର ମିଶ୍ରଗୋବିନ୍ଦ ଚନ୍ଦ୍ର ଉଦ୍‌ଗାତାଅର୍ଜୁନ ଗଛଛାନ୍ଦବିଶ୍ୱତାପନମନମୋହନ ସାମଲରାମକୃଷ୍ଣ ନନ୍ଦଅଷ୍ଟ୍ରେଲିଆ (ମହାଦେଶ)ଚେକ୍ ଗଣରାଜ୍ୟଓଡ଼ିଶାର ସଂସ୍କୃତି୧୬ଶ ଲୋକ ସଭାକନ୍ଧମାଳ ଜିଲ୍ଲାମୋଗଲ ସାମ୍ରାଜ୍ୟବଲାଙ୍ଗୀରଗଣିତଫକୀର ମୋହନ ସେନାପତିବୀଜାଣୁବନମାଳୀ ଦାସ୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନରତ୍ନାକର ଚଇନିରାଷ୍ଟ୍ରୀୟ ପେନସନ ପ୍ରଣାଳୀଓଡ଼ିଶାର ଦୋଳଯାତ୍ରାଇଲନ ମସ୍କଦେଶ୧୪୯୬କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସଓଡ଼ିଆ ଭାଷାଅମୃତାୟନବିଜୁ ଜନତା ଦଳଓପନ-ସୋର୍ସ ସଫ୍ଟୱେରଭାରତୀୟ ସ୍ୱାଧୀନତା ଆନ୍ଦୋଳନପଣ୍ଡୁ ଓଷାସୁରେଶ କୁମାର ରାଉତରାୟୱିଲିଅମ ସେକ୍ସପିଅରରାଧାପ୍ରଧାନମନ୍ତ୍ରୀ ଜନଧନ ଯୋଜନାଖାରବେଳ ସ୍ୱାଇଁଇରା ମହାନ୍ତିସେସିଲିଆ ପେଇନ-ଗାପୋସ୍ଚକିନଓଡ଼ିଆ କବି ମାନଙ୍କର ତାଲିକାହେଲୋ ନେଟୱର୍କପ୍ୟାରିସ🡆 More