ଅଗସ୍ତ୍ୟ: ୨୦୧୬ର ଓଡ଼ିଆ କଥାଚିତ୍ର

ଅକ୍ଷୟ ପରିଜା ପ୍ରଯୋଜନା କେ.

ଏମ. କ୍ରିଷ୍ଣାଙ୍କ ନିର୍ଦ୍ଦେଶନାରେ ଓଡ଼ିଆ ଚଳଚ୍ଚିତ୍ର ଅଗସ୍ତ୍ୟ ୨୦୧୬ ମସିହାରେ ମୁକ୍ତିଲାଭ କରିଥିଲା । ଏହି ସିନେମାର ମୁଖ୍ୟ ଭୂମିକାରେ ଅନୁଭବ ମହାନ୍ତିଙ୍କୁ ଦେଖିବାକୁ ମିଳିଥିଲା । ଗୀତଗୁଡ଼ିକ ସୂଚାରୁରୂପେ ସଜାଇବାର ଦାୟିତ୍ୱ ନେଇଥିଲେ ପ୍ରେମ ଆନନ୍ଦ । ୨୦୧୪ ମସିହାରେ କନଡ଼ ଭାଷାରେ ନିର୍ମିତ ହୋଇଥିବା ଉଗ୍ରମ୍ ଚଳଚ୍ଚିତ୍ରର କାହାଣୀକୁ ରୂପାନ୍ତରିତ କରାଯାଇ ଏହା ତିଆରି କରାଯାଇଛି ।

ଅଗସ୍ତ୍ୟ
ନିର୍ଦ୍ଦେଶକକେ. ଏମ. କ୍ରିଷ୍ଣା
ପ୍ରଯୋଜକଅକ୍ଷୟ କୁମାର ପରିଜା
ସଂଳାପଡଃ ନିର୍ମଳ ନାୟକ
ମୂଳ ଆଧାରଉଗ୍ରମ୍
କଳାକାରଅନୁଭବ ମହାନ୍ତି, ଝିଲିକ୍ ଭଟ୍ଟାଚାର୍ଯ୍ୟ, ଆକାଶ ଦାସନାୟକ, ମିହିର ଦାସ, ପ୍ରିୟଙ୍କା ପଟ୍ଟନାୟକ, ମୀନକେତନ, ସଲିଲ ମିତ୍ର
ସଙ୍ଗୀତପ୍ରେମ ଆନନ୍ଦ
ସମ୍ପାଦକଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ
୧୨ ଜୁନ ୨୦୧୬
ଦେଶଅଗସ୍ତ୍ୟ: ଅଭିନୟରେ, ଗୀତ ଓ ସଙ୍ଗୀତ, ଆଧାର ଭାରତ
ଭାଷାଓଡ଼ିଆ

ଅଭିନୟରେ

ଓଡ଼ିଆଚଳଚ୍ଚିତ୍ର ଅଗସ୍ତ୍ୟରେ ଅଭିନୟ କରିଥିବା ପ୍ରମୁଖ କଳାକାରମାନ ହେଲେ :

ଗୀତ ଓ ସଙ୍ଗୀତ

ଏହି ଚଳଚ୍ଚିତ୍ରରେ ସର୍ବମୋଟ ୫ଟି ଗୀତ ଥିବାବେଳେ ସଂଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଥିଲେ ପ୍ରେମ ଆନନ୍ଦସୁବ୍ରତ ସ୍ୱାଇଁ ଏବଂ ଅରୁଣ ମନ୍ତ୍ରୀ ଗୀତ ରଚନା କରିଛନ୍ତି । ହ୍ୟୁମାନ ସାଗର, ବିଷ୍ଣୁମୋହନ କବି, ସତ୍ୟଜିତ, ଆଶୁତୋଷ, ପ୍ରଜ୍ଞା ଓ ଶିଶୁ କଣ୍ଠଶିଳ୍ପୀ ଆର୍ୟାନ ଗୀତଗୁଡ଼ିକୁ ଗାଇଛନ୍ତି । ତେବେ ପ୍ରଥମ ଥର ପାଇଁ ଇଣ୍ଡିଆନ୍ ଆଇଡଲ୍‌ ଜୁନିୟର୍ ବିଜେତା ଅନନ୍ୟା ଶ୍ରୀତମ ନନ୍ଦ ଏହି ଫିଲ୍ମରେ କଣ୍ଠଦାନ କରିଛନ୍ତି ।

ଗୀତ ରଚନା କଣ୍ଠଦାନ
ଅଗସ୍ତ୍ୟ ଅରୁଣ ମନ୍ତ୍ରୀ ହ୍ୟୁମାନ ସାଗର୍, ବିଷ୍ଣୁ, ଶ୍ରୀଚରଣ, ସତ୍ୟଜିତ, ସଂଗ୍ରାମ, ଆଶୁତୋଷ
ଧୀରେ ଧୀରେ ଭଲ ପାଇଗଲି ସୁବ୍ରତ ସ୍ୱାଇଁ ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ
ରାମାରାମା ଏ ଝିଅଟା ଅରୁଣ ମନ୍ତ୍ରୀ ପ୍ରଜ୍ଞା, ଆର୍ଯ୍ୟନ, ଆଶୁତୋଷ ମହାନ୍ତି, ହ୍ୟୁମାନ ସାଗର
ଛୋଟଛୋଟ ଏଇ ମନ ତଳେ ସୁବ୍ରତ ସ୍ୱାଇଁ ଅନନ୍ୟା ଶ୍ରୀତମ ନନ୍ଦ

ଆଧାର

ବାହାର ଆଧାର

Tags:

ଅଗସ୍ତ୍ୟ ଅଭିନୟରେଅଗସ୍ତ୍ୟ ଗୀତ ଓ ସଙ୍ଗୀତଅଗସ୍ତ୍ୟ ଆଧାରଅଗସ୍ତ୍ୟ ବାହାର ଆଧାରଅଗସ୍ତ୍ୟଅନୁଭବ ମହାନ୍ତିଓଡ଼ିଆ ଭାଷାପ୍ରେମ ଆନନ୍ଦ

🔥 Trending searches on Wiki ଓଡ଼ିଆ:

ଉପେନ୍ଦ୍ର ଭଞ୍ଜରେଭେନ୍ସା ବିଶ୍ୱବିଦ୍ୟାଳୟପ୍ରଦୂଷଣମହାଭାରତଶଙ୍ଖଓଡ଼ିଶାର ଇତିହାସମଙ୍ଗଳା ମନ୍ଦିରସାରଦା ଦେବୀସିଷ୍ଟର ଶ୍ରୀଦେବୀଯାଯାବର (୧୯୭୫ର କଥାଚିତ୍ର)ଅଞ୍ଜଳି କିସ୍କୁଲୋକ ସଭାମହାତ୍ମା ଗାନ୍ଧୀଓଷାବଳଭଦ୍ର ମାଝୀନରେନ୍ଦ୍ର ମୋଦୀଉର୍ବଶୀ୧୩୮୪ମିତ୍ରଭାନୁ ଗୌନ୍ତିଆଗାୟତ୍ରୀ ସରାଫସ୍ୱିଡେନକମ୍ବୋଡ଼ିଆକ୍ରିଏଟିଭ କମନ୍ସହରେକୃଷ୍ଣ ମହତାବରବୀନ୍ଦ୍ରନାଥ ଠାକୁରପାଣିଭାରତର ରାଷ୍ଟ୍ରପତିଇନ୍ଦ୍ରସିପ୍ରା ମଲ୍ଲିକଦିନନୂଆଖାଇକୁନ୍ତଳା କୁମାରୀ ସାବତସ୍ନେହସାରଅମାବାସ୍ୟାର ଚନ୍ଦ୍ରବନ୍ଦେ ଉତ୍କଳ ଜନନୀଅକ୍ଷାଂଶରାମାୟଣ (ବହୁବିକଳ୍ପ)ଅଖିଳ ମୋହନ ପଟ୍ଟନାୟକନନ୍ଦ କିଶୋର ବଳଓଡ଼ିଆ କବି ମାନଙ୍କର ତାଲିକାଓଡ଼ିଆ ଭାଷା ଆନ୍ଦୋଳନନାଟୋପାକିସ୍ତାନହୃଷୀକେଶ ମଲ୍ଲିକଉଇକିପିଡ଼ିଆ ସମୂହର ତାଲିକାକଇଁସାରିବିଶ୍ୱନାଥ କରକ୍ରିଷ୍ଟୀନା ଅଖିବାପରମାଣୁ କ୍ରମାଙ୍କସାଧାରଣ ଆପେକ୍ଷିକ ତତ୍ତ୍ୱଅଣ୍ଡକୋଷ ଯନ୍ତ୍ରଣାପ୍ୟାରିସହେପାଟାଇଟିସବାଇପୋଲାର ଡିଜଅଡରନାରୀବାଦଗୋଦାବରୀଶ ମିଶ୍ରକୁଷ୍ଠ୨୭ ମାର୍ଚ୍ଚଅସିତ ମହାନ୍ତିଜବାହରଲାଲ ନେହେରୁଅଷ୍ଟ୍ରେଲିଆ ଆଦିମ ଅଧିବାସୀସ୍ୱାମୀ ବିବେକାନନ୍ଦଉଇକିପାଠାଗାରକରୁଣାକର କରଭାରତ ଛାଡ଼ ଆନ୍ଦୋଳନବ୍ରାହ୍ମ ସମାଜ🡆 More