ଅକ୍ଷୟ କପୁର: ଭାରତୀୟ ଅଭିନେତା

ଅକ୍ଷୟ କପୁର (ଜନ୍ମ: ୧୮ ସେପ୍ଟେମ୍ବର ୧୯୮୦; ଜନ୍ମନାମ: ସ୍ୱପ୍ନିଲ ଗୋହିଲ) ଜଣେ ଭାରତୀୟ ଅଭିନେତା । ସେ ହିନ୍ଦୀ, ତେଲୁଗୁ ଆଦି କଥାଚିତ୍ରରେ ଅଭିନୟ କରିଛନ୍ତି ।

ଅକ୍ଷୟ କପୁର
ଅକ୍ଷୟ କପୁର: ଜୀବନୀ, ଅଭିନୀତ କଥାଚିତ୍ର, ଆଧାର
ଜନ୍ମ (1980-09-18) ୧୮ ସେପ୍ଟେମ୍ବର ୧୯୮୦ (ବୟସ ୪୩)
ବୃତ୍ତିଅଭିନେତା
ସକ୍ରିୟ ବର୍ଷ୨୦୦୪–୨୦୧୩
ବୈବାହିକ-ସାଥୀସିନ୍ଥିଆ ଜାକବ

ଜୀବନୀ

୧୯୮୦ ମସିହାର ସେପ୍ଟେମ୍ବର ୧୮ ତାରିଖରେ ସେ ଭାରତରେ ଜନ୍ମଗ୍ରହଣ କରିଥିଲେ ଓ ୬ ମାସ ବୟସରେ ଆମେରିକାକୁ ସ୍ଥାନାନ୍ତରିତ ହୋଇଥିଲେ । ତାଙ୍କର ପିଲାଦିନ ଓ କିଶୋର ଅବସ୍ଥା ନ୍ୟୁ ଜର୍ସିର ପିଟ୍ସଗ୍ରୋଭରେ କଟିଥିଲା । ବ୍ରୋଡ୍‌ୱେ ପ୍ଲେସ୍‌ର କିଛି ନାକଟରେ ଅଭିନୟ କରିବା ସହିତ ସେ ଥିଏଟର ଅଭିନୟର ପ୍ରଶିକ୍ଷଣ ନେଇଥିଲେ । ଏହା ପରେ ସେ ହିନ୍ଦୀ କଥାଚିତ୍ର ଜଗତରେ ସେ କାମ କରିବା ଆରମ୍ଭ କରିଥିଲେ ।

୨୦୦୪ ମସିହାରେ ରୋମାଣ୍ଟିକ୍ କମେଡ଼ି ପପ୍‌କର୍ଣ୍ଣ ଖାଓ! ମସ୍ତ ହୋ ଜାଓ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥଲେ । ୨୦୦୬ ମସିହାରେ, ସେ ତାଙ୍କର ଦ୍ୱିତୀୟ ହିନ୍ଦୀ କଥାଚିତ୍ର ଅଲାଗରେ ଅଭିନୟ କରିଥିଲେ, ଯାହାକି ପାଉଡର ନାମକ ଏକ ଆମେରିକୀୟ ଇଂରାଜୀ କଥାଚିତ୍ରର ରିମେକ୍ ଥିଲା । ଏଥିରେ ସେ ଅସାଧାରଣ ଅଲୌକିକ ଶକ୍ତି ଥିବା ଏବଂ ସମଗ୍ର ଶରୀରରେ କେଶ ନଥିବା ବ୍ୟକ୍ତିଙ୍କ ଭୂମିକାରେ ଅଭିନୟ କରିଥିଲେ । ଯଦିଓ ଉଭୟ କଥାଚିତ୍ର ବକ୍ସ ଅଫିସରେ ସଫଳତା ପାଇନଥିଲା, ତଥାପି ସମୀକ୍ଷକଙ୍କଦ୍ୱାରା ପ୍ରଶଂସା କରାଯାଇଥିଲା ।

ସେ ଏ ବିଉଟିଫୁଲ୍ ମାଇଣ୍ଡ୍... ଅଫ୍ ଗ୍ଲାଡିଏଟର୍ ନାମକ ଏକ କ୍ଷୁଦ୍ର ଚଳଚ୍ଚିତ୍ରରେ ଅଭିନୟ କରିଥିଲେ, ଯାହାକି ଓସ୍କାର ପୁରସ୍କାର ବିଜେତା କଥାଚିତ୍ର ଏ ବିଉଟିଫୁଲ୍ ମାଇଣ୍ଡ୍ଗ୍ଳାଡିଏଟର୍‌ର ସ୍ପୁଫ୍ ଥିଲା । ୨୦୦୯ ମସିହାରେ, ସେ କଲ୍ କିସ୍‌ନେ ଦେଖାରେ ଏକ ଛୋଟ ଭୂମିକାରେ କାମ କରିଥିଲେ ।

ଅଭିନୀତ କଥାଚିତ୍ର

ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ
୨୦୦୧ ଆଟୁ ଆମେରିକା ଇଟୁ ଇଣ୍ଡିଆ ତେଲୁଗୁ କଥାଚିତ୍ର
୨୦୦୪ ପପ୍‌କର୍ଣ୍ଣ ଖାଓ! ମସ୍ତ ହୋ ଜାଓ ରାହୁଲ ମାଲହୋତ୍ରା
ଏ ବିଉଟିଫୁଲ୍ ମାଇଣ୍ଡ୍... ଅଫ୍ ଗ୍ଲାଡିଏଟର୍ ପ୍ରେମିକ କ୍ଷୁଦ୍ର ଚଳଚ୍ଚିତ୍ର
୨୦୦୬ ଅଲଗ୍ ତେଜସ୍ ରସ୍ତୋଗୀ
୨୦୦୮ ସ୍ପ୍ରିଙ୍ଗ୍ ବ୍ରୋକ୍ ଫ୍ରାଙ୍କ୍
ମୁଝେ ରଙ୍ଗ ଦେ
୨୦୦୯ ଏକ: ଦି ପାୱାର୍ ଅଫ୍ ଶକ୍ତି ପୁରଣ ସିଂ
ଫାଷ୍ଟ ଫର୍‌ୱାର୍ଡ଼ିଂ ସନି
କଲ୍ କିସ୍‌ନେ ଦେଖା କବୀର
ଥ୍ରୀ - ଲଭ୍, ଲାଇଜ୍ ଆଣ୍ଡ୍ ବିଟ୍ରେୟାଲ୍ ରାଜୀବ ଦତ୍ତ
୨୦୧୨ ଇଟ୍‌ସ୍ ରକିଂ: ଦର୍ଦ-ଏ-ଡିସ୍କୋ ରକି ସିଂହ
୨୦୧୩ ଏନ୍‌ମି ରାମ ଗୋବର୍ଦ୍ଧନ

ଆଧାର

ବାହାର ଆଧାର

Tags:

ଅକ୍ଷୟ କପୁର ଜୀବନୀଅକ୍ଷୟ କପୁର ଅଭିନୀତ କଥାଚିତ୍ରଅକ୍ଷୟ କପୁର ଆଧାରଅକ୍ଷୟ କପୁର ବାହାର ଆଧାରଅକ୍ଷୟ କପୁର

🔥 Trending searches on Wiki ଓଡ଼ିଆ:

ଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାଗୌତମ ବୁଦ୍ଧପଣା ସଂକ୍ରାନ୍ତିଚୀନବାଞ୍ଛାନିଧି ମହାନ୍ତିନୃସିଂହହାତୀଅଶୋକ (ଗଛ)ଶୁଭ ବିବାହଭରତ (ରାମାୟଣ)୨୯ ଅପ୍ରେଲକାଳିନ୍ଦୀ ଚରଣ ପାଣିଗ୍ରାହୀwiki.phtmlପଦାର୍ଥଭାରତର ଜାତୀୟ ପତାକାଶ୍ରୀରାମ ପଣ୍ଡାବ୍ରାଉଜରବୁଢ଼ୀଠାକୁରାଣୀ ମନ୍ଦିରବିଭୂତି ପଟ୍ଟନାୟକଜୟପୁର, କୋରାପୁଟଜାପାନରାମଇଂରାଜୀ ଭାଷା୨୯ ମାର୍ଚ୍ଚଦଗ୍ଧଓଡ଼ିଶାର ପଞ୍ଚାୟତ ସମିତି ତାଲିକାରାମଚନ୍ଦ୍ର ବେହେରାବଡ଼ ଭାଉଜଇଣ୍ଡୋନେସିଆପାରଦଜ୍ୟୋତିର୍ଲିଙ୍ଗଜୋଆନ ଅଫ ଆର୍କକରଣ (ଜାତି)ତପସ୍ୱିନୀଓଡ଼ିଶାର ଭୂଗୋଳଘିମିରିଉଇକିମିଡ଼ିଆ ମୁଭମେଣ୍ଟତ୍ରିପୁରା ମିଶ୍ରଢେଙ୍କାନାଳ ଜିଲ୍ଲାଓଡ଼ିଆ ନାଟକବିଶ୍ୱର ବ୍ୟସ୍ତତମ ବନ୍ଦରଛ ମାଣ ଆଠ ଗୁଣ୍ଠଶୈଳବାଳା ଦାସଢେଙ୍କାନାଳରାଜ୍ୟ ସଭାକଇଁଛଗୀତଗୋବିନ୍ଦନବଯୌବନ ବେଶପ୍ରିୟା ବଦଲାନିକୃଷ୍ଣଚନ୍ଦ୍ର ପାଣିଗ୍ରାହୀମୋହନ ସୁନ୍ଦର ଦେବ ଗୋସ୍ୱାମୀକାଶ୍ମୀରଓଡ଼ିଆ ଚଉତିଶାତାଜମହଲଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟଲୋକ ସଭା୨୨ ଫେବୃଆରୀକାଗଜପଣସହେଲିକୋବ୍ୟାକ୍ଟର ପାଇଲୋରିଡଲାରଦାମୋଦର ରାଉତସୀତା ବିବାହଅଭିରାମ ପରମହଂସଗୁରୁନଇ ଆରପାରିଓଡ଼ିଆ ରାମାୟଣଟ୍ରାବେକ୍ଟେଡିନଜୀବନସାଥୀ🡆 More