ଅଂଶୁମାନ ଜୋଶୀ: ଭାରତୀୟ ଅଭିନେତା

ଅଂଶୁମାନ ଯୋଶୀ ଜଣେ ଭାରତୀୟ ଅଭିନେତା ଯିଏକି ମୁଖ୍ୟତଃ ମରାଠୀ କଥାଚିତ୍ର ଜଗତରେ କାମ କରନ୍ତି । ସେ ୨୦୧୧ ମସିହାରେ ଶାଲା ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ ।୨୦୨୩ ମସିହାରେ ସେ ମାଲାୟାଲମ୍ କଥାଚିତ୍ର ଥ୍ୟାଙ୍କମ୍‌ରେ ମଧ୍ୟ ଅଭିନୟ କରିଛନ୍ତି । ଏହି କଥାଚିତ୍ରଟିରେ ସେ ଜଣେ ମରାଠୀ ପୋଲିସ୍ ଅଧିକାରୀ ଭୂମିକାରେ ଅଭିନୟ କରିଥିଲେ ।

ଅଂଶୁମାନ ଜୋଶୀ
ଜନ୍ମ (1995-03-26) ୨୬ ମାର୍ଚ୍ଚ ୧୯୯୫ (ବୟସ ୨୯)
କୋହ୍ଲାପୁର
ବୃତ୍ତିଅଭିନେତା
ସକ୍ରିୟ ବର୍ଷ୨୦୦୯–ଏବେଯାଏଁ

ଅଭିନୟ ଜୀବନ

ଜୋଶୀ କିଶୋର ବୟସରୁ ଅଭିନୟ କରିବା ଆରମ୍ଭ କରିଥିଲେ । ସେ ବୀରେନ୍ଦ୍ର ବାଲସାଙ୍ଗକରଙ୍କ ନିର୍ଦ୍ଦେଶିତ ବୋଲପାଟଣାଚା ମୁକନାୟକ: ବିଷ୍ଣୁପନ୍ତ ଦାମଲେରେ ବଷ୍ଣୁପନ୍ତ ଦାମଲେ ଭୂମିକାରେ ଅଭିନୟ କରିଥିଲେ । ସେ କଥାଚିତ୍ର ବ୍ୟତୀତ କିଛି ନାଟକରେ ମଧ୍ୟ ଆଭିନୟ କରୁଛନ୍ତି ।

ଅଭିନୀତ କଥାଚିତ୍ର

  • ଶାଲା (୨୦୧୧, ମରାଠୀ)
  • ମାହିସ୍ (୨୦୧୨, ମରାଠୀ)
  • ପୁରଣପୋଲି (କ୍ଷୁଦ୍ର ଚଳଚ୍ଚିତ୍ର)
  • ଫଟୋକପି (୨୦୧୬, ମରାଠୀ)
  • ଫୁଣ୍ଟ୍ରୁ (୨୦୧୬, ମରାଠୀ)
  • ଫାଷ୍ଟର୍ ଫେନେ (୨୦୧୭, ମରାଠୀ)
  • କାରୱାଁ (୨୦୧୮, ହିନ୍ଦୀ)
  • ଥ୍ୟାଙ୍କମ୍ (୨୦୨୩, ମାଲାୟାଲମ୍)

ପୁରସ୍କାର

  • ୧୦ମ ପୁଣେ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ୨୦୧୨–୨୦୧୩ରେ ସ୍ୱତନ୍ତ୍ର ଜୁରୀ ପୁରସ୍କାର
  • ଶାଲା ପାଇଁ ଏସୀୟ ଚଳଚ୍ଚିତ୍ର ମହୋତ୍ସବ କୋହ୍ଲାପୁର ୨୦୧୧–୨୦୧୨ରେ ଶ୍ରେଷ୍ଠ ଶିଶୁ କଳାକାର ପୁରସ୍କାର
  • ମହାରାଷ୍ଟ୍ର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ୨୦୧୨ରେ ସ୍ୱତନ୍ତ୍ର ଜୁରୀ ପୁରସ୍କାର
  • ୨୦୧୨ରେ ଜୀ ଗୌରବ ପୁରସ୍କାର
  • ଶ୍ରେଷ୍ଠ ଶିଶୁ କଳାକାର ଭାବରେ ଭି. ଶାନ୍ତାରାମ ପୁରସ୍କାର ୨୦୧୨

ଆଧାର

ବାହାର ଲିଙ୍କ୍

Tags:

ଅଂଶୁମାନ ଜୋଶୀ ଅଭିନୟ ଜୀବନଅଂଶୁମାନ ଜୋଶୀ ପୁରସ୍କାରଅଂଶୁମାନ ଜୋଶୀ ଆଧାରଅଂଶୁମାନ ଜୋଶୀ ବାହାର ଲିଙ୍କ୍ଅଂଶୁମାନ ଜୋଶୀମରାଠୀ ଭାଷା

🔥 Trending searches on Wiki ଓଡ଼ିଆ:

ବୁଢ଼ୀଠାକୁରାଣୀ ମନ୍ଦିରଗୋଦାବରୀଶ ମିଶ୍ରପ୍ରଶାନ୍ତ କୁମାର ମୁଦୁଲିସୂଚନା ଅଧିକାର ଆଇନ ୨୦୦୫ଯୋଗସୌଭାଗ୍ୟ କୁମାର ମିଶ୍ରଢେଙ୍କାନାଳ ଜିଲ୍ଲାଓଡ଼ିଆ ଭ୍ରମଣ ସାହିତ୍ୟପ୍ରତିଭା ଶତପଥୀଚିନ୍ତାମଣି ବେହେରାମହାଦେଶକାଳୀଚରଣ ପଟ୍ଟନାୟକମନୋରଞ୍ଜନ ସେଠୀରଞ୍ଜିତା ନାୟକବିଶ୍ୱ ନୃତ୍ୟ ଦିବସକଟକଇରା ମହାନ୍ତିପଣା ସଂକ୍ରାନ୍ତିଗୋପୀନାଥ ମହାନ୍ତିଧାତୁପ୍ରଧାନ ପୃଷ୍ଠାବୈକୁଣ୍ଠନାଥ ପଟ୍ଟନାୟକମୁସଲମାନଓଡ଼ିଶାର ସାମୁଦ୍ରିକ ବାଣିଜ୍ୟର ଇତିହାସବଡ଼ ଭାଉଜ୧୯୯୪କ୍ୟୁ. ଆର. କୋଡ଼ଦଶାବତାରପଞ୍ଚତନ୍ତ୍ରଲସିଫକୀର ମୋହନ ସେନାପତିଲାଟିନ ଭାଷାଡିମେନ୍ସିଆନରେନ୍ଦ୍ର ମୋଦୀ୭ ମାର୍ଚ୍ଚରୋନାଲ୍ଡ ରେଗନଜହ୍ନିଓଷାବଦ୍ରୀନାଥ ମନ୍ଦିରଫୋଷ୍ଟାମାଟିନିବହର ପଟ୍ଟନାୟକଭୀମ ଭୋଇଦାମୋଦର ରାଉତଶ୍ରୀରାମ ପଣ୍ଡାକଳିଙ୍ଗ, ଭାରତଏମିତି ଭାଇ ଜଗତେ ନାହିଁଶାନ୍ତନୁ କୁମାର ଆଚାର୍ଯ୍ୟଶ୍ରୀରାଧାଓଡ଼ିଶାର ଇତିହାସକେଉଁ ଦୁନିଆରୁ ଆସିଲ ବନ୍ଧୁବିଶ୍ୱତାପନସମୁଦ୍ରପାଟଦେଇକାଗଜବ୍ରାଉଜରବିରାଜ ଦାଶଚଉଷଠି ଯୋଗିନୀ ମନ୍ଦିର, ହୀରାପୁରରଜରାମ ନବମୀଓଡ଼ିଶାର କଳାକୋରାଖଇଉଇକିପିଡ଼ିଆ ସମୂହର ତାଲିକାସଖୀ କଣ୍ଢେଇ ନାଚଘରମନୋରମା ମହାପାତ୍ରଓଡ଼ିଶାର ପଞ୍ଚାୟତ ସମିତି ତାଲିକା୫ ଅଗଷ୍ଟଚିଲିକା ହ୍ରଦକରଡି୮ ଅପ୍ରେଲମହାତ୍ମା ଗାନ୍ଧୀଥିଓଟେପାପରଶୁରାମ🡆 More