ସୌଦାମିନୀ ନନ୍ଦ: ଓଡ଼ିଆ ଅନୁବାଦକ

ସୌଦାମିନୀ ନନ୍ଦ, ଜଣେ ଓଡ଼ିଆ ସାହିତ୍ୟିକା । ଧରମବୀର ଭାରତୀଙ୍କର ହିନ୍ଦୀ ପୁସ୍ତକ ଅନ୍ଧା ୟୁଗକୁ ଓଡ଼ିଆରେ ଅନୁବାଦ କରି ସେ ୨୦୦୩ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।

ସୌଦାମିନୀ ନନ୍ଦ
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (ଅନୁବାଦ) ୨୦୦୩

ରଚନାବଳୀ

  • ଅନ୍ଧଯୁଗ - ୨୦୦୧ (କେନ୍ଦ୍ର ସାହିତ୍ୟ ଏକାଡେମୀ)
  • ସୂର୍ଯ଼୍ୟାଭିସାର - ୧୯୮୨
  • ଜଳଜ୍ୟୋତ୍ସ୍ନାର ମାୟା - ୨୦୧୨ (କଟକ ଷ୍ଚୁଡେଣ୍ଚସ୍ ଷ୍ଟୋର)
  • କବିକଳ୍ପ - ୧୯୯୭ (ଆର୍ଯ୍ୟ ପ୍ରକାଶନ)
  • କବି ପ୍ରବେଶ - ୨୦୦୩ (ପଞ୍ଚସଖା ପ୍ରକାଶନ)
  • ଅବାକ ସୁନ୍ଦରୀ - ୨୦୦୧ (ପଞ୍ଚସଖା ପ୍ରକାଶନ)
  • ଅତଳରୁ ଅନ୍ତରୀକ୍ଷ - ୨୦୦୮ (ବିଦ୍ୟାଭାରତୀ କଟକ)
  • ବିଳମ୍ବିତ ଲୟ - ୧୯୯୪ (ବିନୟ କୁମାର ନନ୍ଦ)
  • ସ୍ୱର ଶୃଙ୍ଗାର - ୧୯୯୫ (ବିଦ୍ୟାପୁରୀ କଟକ)
  • କବିତାର ଅନ୍ତରାଳରେ କବି - ୨୦୦୮ (ସମ୍ଭିତ ପଟ୍ଟନାୟକ)
  • ମୟୂରାଙ୍କିତ ବଂଶୀ - ୨୦୧୪ (ଶଶିପ୍ରଭା ସାମନ୍ତରାୟ)
  • ଅଜାଙ୍କ ହାତୀ - ୨୦୦୩ (କେନ୍ଦ୍ର ସାହିତ୍ୟ ଏକାଡେମୀ)

ସମ୍ମାନ ଓ ପୁରସ୍କାର

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (ଅନୁବାଦ) - ୨୦୦୩ (ଅନ୍ଧଯୁଗ ପାଇଁ)
  • ସତ୍ୟବାଦୀ ସାହିତ୍ୟ ଓ ସାରସ୍ୱତ ସମ୍ମାନ (ପ୍ରବନ୍ଧ) - ୧୯୯୮
  • ଝଙ୍କାର ପୁରସ୍କାର - ୨୦୧୪

ଆଧାର

Tags:

ଓଡ଼ିଆ ଭାଷାକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା

🔥 Trending searches on Wiki ଓଡ଼ିଆ:

ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟଷଡ଼ଭୁଜଦାମୋଦର ରାଉତଓଡ଼ିଆ କବି ମାନଙ୍କର ତାଲିକାଯଶୋବନ୍ତ ଦାସଭୁବନେଶ୍ୱରମାଇନ ଟୁଡ଼ୁପ୍ୟାରିସମାଳିକା୧୩୯୧୨୦୨୨ ଫିଫା ବିଶ୍ୱକପ୍ଭାରତର ଜାତୀୟ ପ୍ରତୀକହରପ୍ପା ସଭ୍ୟତାବୀର ସୁରେନ୍ଦ୍ର ସାଏଶ୍ୱେତସାରକାବୋଟେଗ୍ରାଭିର/ରିଲପିଭିରିନଗୌତମ ବୁଦ୍ଧଭୂଗୋଳବ୍ରାହ୍ମଣୀ ନଦୀଷଠି ଓଷା୧୬୯୫କମ୍ପ୍ୟୁଟର ବିଜ୍ଞାନଶାନ୍ତନୁ କୁମାର ଆଚାର୍ଯ୍ୟଲଳିତା (୧୯୪୯ର ସିନେମା)ଆରବ ସାଗରମିଶେଲ ଓବାମାଜୁଲିଅସ ସିଜରମାଣବସା ଗୁରୁବାରକୌଶଲ୍ୟା ବନ୍ଧସିପାହୀ ବିଦ୍ରୋହମାଉସଲିଓନେଲ୍ ମେସିନମିତା ଅଗ୍ରୱାଲପ୍ରଧାନମନ୍ତ୍ରୀ ଜନଧନ ଯୋଜନାକବି ସମ୍ରାଟ ଉପେନ୍ଦ୍ର ଭଞ୍ଜନବକଳେବରଗୋଦାବରୀଶ ମିଶ୍ରଅଶୋକାଷ୍ଟମୀପୋଟଳ ଆଳୁ କସାକୋଇଲି ଚଉତିଶାଦ୍ୱିତୀୟ ବିଶ୍ୱଯୁଦ୍ଧମିତ୍ରଭାନୁ ଗୌନ୍ତିଆଭୂମିକମ୍ପ୧୬ ମାର୍ଚ୍ଚକିଶୋରୀ ଚରଣ ଦାସଅନୁରାଧା କୋଇରାଲାଉଇକିପୋଥିଶୁଚିତ୍ୱଅର୍କ କେଶରୀ ଦେଓଗୁରୁପ୍ରସାଦ ମହାନ୍ତିଧର୍ମେନ୍ଦ୍ର ପ୍ରଧାନଲାଟିନ ଭାଷାଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟପାଇକ ବିଦ୍ରୋହପାର୍ବତୀ ଘୋଷଓଡ଼ିଶାର ଦୋଳଯାତ୍ରାଭାରତୀୟ ଜାତୀୟ କଂଗ୍ରେସସୋନାକ୍ଷୀ ସିହ୍ନାହେପାଟାଇଟିସ ବିଜୋଆନ ଅଫ ଆର୍କମାଟିବିରାଡ଼ି ସାପଚେତନ ଭଗତଆତପଦାହଦେବଦୀପାବଳିଇଂରାଜୀ ଭାଷାନ୍ୟାସନାଲ ଆଲୁମିନିୟମ କମ୍ପାନି🡆 More