ଶାଲିନୀ ଅରୋଡ଼ା: ଭାରତୀୟ ଅଭିନେତ୍ରୀ

ଶାଲିନୀ ଅରୋଡ଼ା (ଜନ୍ମ: ୯ ନଭେମ୍ବର ୧୯୭୧) ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି । ସେ ଆର୍ଯ୍ୟମାନ – ବ୍ରହ୍ମାଣ୍ଡ କା ୟୋଦ୍ଧାରେ ପାପ ଶକ୍ତି ରକ୍ଷିନ୍ଦ୍ରା ଓ ଜୟ ଜବାନ ଜୟ କିଷାନ (୨୦୧୫)ରେ ଲାଲ ବାହାଦୁର ଶାସ୍ତ୍ରୀଙ୍କ ମାଆଙ୍କ ଭୂମିକାରେ ଅଭିନୟ କରିଥିଲେ ।

ଶାଲିନୀ ଅରୋଡ଼ା
ଜନ୍ମ (1971-11-09) ୯ ନଭେମ୍ବର ୧୯୭୧ (ବୟସ ୫୨)
ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ

ଜୀବନୀ

ଶାଲିନୀ ୧୯୭୧ ମସିହାର ନଭେମ୍ବର ୯ ତାରିଖରେ ଉତ୍ତର ପ୍ରଦେଶଲକ୍ଷ୍ନୌଠାରେ ଜନ୍ମଗ୍ରହଣ କରିଥିଲେ । ସେ ୨୦୦୨ ମସିହାରେ ହିନ୍ଦୀ ଦୂରଦର୍ଶନ ଧାରାବାହିକରେ କାମ କରିବା ଆରମ୍ଭ କରିଥିଲେ ।

ଅଭିନୀତ ଧାରାବାହିକ

ବର୍ଷ ଧାରାବାହିକ/କାର୍ଯ୍ୟକ୍ରମ ଭୂମିକା ମନ୍ତବ୍ୟ
୨୦୦୨ ଆର୍ଯ୍ୟମାନ – ବ୍ରହ୍ମାଣ୍ଡ କା ୟୋଦ୍ଧା ପାପ ଶକ୍ତି ରକ୍ଷିନ୍ଦ୍ରା
୨୦୦୯-୧୧ ପବିତ୍ର ରିସ୍ତା
୨୦୧୦-୧୧ ଗୀତା ମନୋରମା ଭଗତ
୨୦୧୧-୧୨ ପୁଲୱା ଠାକୁରାଇନ୍
୨୦୧୩ ପବିତ୍ର ବନ୍ଧନ ପିଉସୀ ମାଆ
୨୦୧୪ ମଧୁବାଲା – ଏକ୍ ଇସ୍କ ଏକ୍ ଜୁନୁନ୍ ବିଜଲି ଖୁଶୱାଃ
୨୦୧୫ ଦିୟା ଔର୍ ବାତି ହମ୍‌ ଯଶୋଦା
୨୦୧୬-୧୭ ଏକ୍ ଶ୍ରୀଙ୍ଗାର୍-ସ୍ୱାଭିମାନ୍ ଆଶା ରାଥୋଡ଼
୨୦୧୭ ୱୋଃ ଅପନା ସା ଶ୍ରଦ୍ଧା ଖୁରାନା ଜିନ୍ଦଲ
୨୦୧୮ ଇସ୍କ ସୁଭାନ ଆଲାଃ ସଲମା ବୈଗ ସିଦିକ୍କି
୨୦୧୯ ନଜର୍ ଜୟା ରାଥୋଡ଼ ଖାନ୍ନା
୨୦୨୩-ଏବେଯାଏଁ ତୋସେ ନୈନା ମିଲାଇ କେ ପ୍ରଭା

ଅଭିନୀତ କଥାଚିତ୍ର

ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ
୨୦୦୩ ଜମିନ୍
୨୦୦୪ ମୁସ୍କାନ୍
୨୦୧୫ ଜୟ ଜୱାନ ଜୟ କିଷାନ ରାମଦୁଲାରି ଦେବୀ
୨୦୧୬ ଫୁଦ୍ଦୁ

ଆଧାର

ବାହାର ଆଧାର

Tags:

ଶାଲିନୀ ଅରୋଡ଼ା ଜୀବନୀଶାଲିନୀ ଅରୋଡ଼ା ଅଭିନୀତ ଧାରାବାହିକଶାଲିନୀ ଅରୋଡ଼ା ଅଭିନୀତ କଥାଚିତ୍ରଶାଲିନୀ ଅରୋଡ଼ା ଆଧାରଶାଲିନୀ ଅରୋଡ଼ା ବାହାର ଆଧାରଶାଲିନୀ ଅରୋଡ଼ାଲାଲ ବାହାଦୁର ଶାସ୍ତ୍ରୀ

🔥 Trending searches on Wiki ଓଡ଼ିଆ:

ଟୋକିଓମାଲେସିଆଭଦ୍ରକ ଜିଲ୍ଲାବ୍ରାଉଜରଓଡ଼ିଆ ସାହିତ୍ୟହେମଲତା ମାନସିଂହଜାହାଙ୍ଗୀରଦୀନକୃଷ୍ଣ ଦାସରେଶମ ପଥଗିରିଧର ଗମାଙ୍ଗଶୈଳବାଳା ଦାସମୁକ୍ତିକାନ୍ତ ମଣ୍ଡଳକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଲସିସାରଳା ମନ୍ଦିରକାଗଜଜୟ ଜଗନ୍ନାଥଭାଷାଫରିନା ଆଜାଦବାଇଶି ପାହାଚବୀର ସୁରେନ୍ଦ୍ର ସାଏଭାରତର ନଦୀ ସମୂହର ତାଲିକାଲୋକ ସଭାଗଙ୍ଗାଧର ମେହେରଭୂମିକମ୍ପତ୍ରିଭୁଜଅଣ୍ଡା୧୯ ମାର୍ଚ୍ଚଚିନ୍ତାମଣି ବେହେରା୨୦୧୨ଦ୍ଵାରକାଧୀଶ ମନ୍ଦିରକାଞ୍ଚି ଅଭିଯାନଜୁନକବାଟଯକୃତ୨୭ ଜୁନଅଭିରାମ ପରମହଂସଓଡ଼ିଆ କଥାଚିତ୍ର ଜଗତମହୁପାକ୍ରିଟିନିବଦାଶରଥି ଦାସମନୋରଞ୍ଜନ ଦାସନନ୍ଦନକାନନ ଜୀବ ଉଦ୍ୟାନସବ୍ୟସାଚୀ ମିଶ୍ରପାର୍ବତୀଭୁବନେଶ୍ୱରସାରଳା ଦାସରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେପିଙ୍କି ପ୍ରଧାନରାମଚନ୍ଦ୍ର ବେହେରାଅଂଶୁଘାତନେଲସନ ମଣ୍ଡେଲାଜିନା ସାମଲମାଣବସା ଗୁରୁବାରମଟର ସାଇକେଲଭାରତୀୟ ଜାତୀୟ କଂଗ୍ରେସମେସିନ ଲର୍ଣ୍ଣିଙ୍ଗ୍ପ୍ରଣବ ପ୍ରକାଶ ଦାସଉପନିଷଦପାଇକ ଆଖଡ଼ାସୁନାଦୀପା ସାହୁ (୧୯୮୫ ଜନ୍ମ)ୟୁକ୍ରେନଛାନ୍ଦବ୍ରଜନାଥ ରଥଜ୍ଞାନକୋଷକଣ୍ଡୋମଅଚ୍ୟୁତାନନ୍ଦ ଦାସଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଓଡ଼ିଶୀବିରଳା ମନ୍ଦିର, କୋଲକାତାହନୁମାନଧରିତ୍ରୀ (ଖବରକାଗଜ)ଗୋପାଳ ଛୋଟରାୟବଳଦେବଜୀଉ ମନ୍ଦିର🡆 More