ରାଜୀବ ଗାନ୍ଧୀ ଇକ୍ୱିଟି ସଞ୍ଚୟ ଯୋଜନା

ରାଜୀବ ଗାନ୍ଧୀ ଇକ୍ୱିଟି ସଞ୍ଚୟ ଯୋଜନା ବା ଆରଜିଇଏସଏସ ହେଉଛି ଭାରତର ଏକ ଆୟକର ଛାଡ଼ ଯୋଜନା ଯାହା ୨୦୧୨-୧୩ କେନ୍ଦ୍ରୀୟ ଆର୍ଥିକ ବଜେଟରେ ଉପସ୍ଥାପନା କରାଯାଇଥିଲା । ସାଧାରଣ ଖୁଚୁରା ନିବେଶକାରୀମାନଙ୍କୁ ଶେୟାର ବଜାର ପ୍ରତି ଆକର୍ଷିତ କରିବାକୁ ଏହି ଯୋଜନା ୨୧ ସେପ୍ଟେମ୍ବର ୨୦୧୨ରେ ତତ୍କାଳୀନ କେନ୍ଦ୍ର ଅର୍ଥ ମନ୍ତ୍ରୀ, ପି ଚିଦାମ୍ବରମ ଘୋଷଣା କରିଥିଲେ । ନାନାଦି ସର୍ତ୍ତାବଳୀ ଯୋଗୁଁ ଯୋଜନାଟି ଲୋକପ୍ରିୟ ହୋଇନପାରିବାରୁ ୨୦୧୮-୧୯ ଆର୍ଥିକ ବର୍ଷରୁ ଏହି ଯୋଜନାଟିକୁ ହଟାଇଦିଆଯାଇଛି ।


ଯୋଗ୍ୟତା

ଏହି ଯୋଜନାରେ ଆୟକର ଛାଡ଼଼ ପାଇବାକୁ ନିମ୍ନଲିଖିତ ସର୍ତ୍ତବଳୀ ମାନିବାକୁ ପଡ଼ିବ:

  • ରିହାତିକାରୀ ଭାରତୀୟ ନାଗରିକ ହୋଇଥିବା ଆବଶ୍ୟକ ।
  • ରିହାତିକାରୀଙ୍କର ବାର୍ଷିକ ଆୟ ୧୨ ଲକ୍ଷରୁ ଅଧିକ ହୋଇନଥିବ ।
  • ୨୩ ନଭେମ୍ବର ୨୦୧୨ ପୂର୍ବରୁ ରିହାତିକାରୀଙ୍କର ଡିମାଟ ଖାତା ନଥିବା ଆବଶ୍ୟକ କିମ୍ବା ଥିଲେ ମଧ୍ୟ କିଛି ଟ୍ରେଡ଼ କରିନଥିବା ଦରକାର ।
  • ୩ ବର୍ଷ ପର୍ଯ୍ୟନ୍ତ ଲକ-ଇନ ସମୟସୀମା ଥିଲା ।

ସୁବିଧା

ଏହି ଯୋଜନାଟିରେ ସର୍ବାଧିକ ୫୦,୦୦୦ ଟଙ୍କାର ଆୟ ଉପରେ କର ଛାଡ଼଼ ହୋଇପାରୁଥିଲା । ହିସାବ କଲେ ମୂଳ ଆୟ ଉପରେ ସର୍ବାଧିକ ୫୧୫୦ ଟଙ୍କାର ଆୟକର ଛାଡ଼଼ ମିଳୁଥିଲା ।

ଆଧାର

Tags:

ଭାରତ

🔥 Trending searches on Wiki ଓଡ଼ିଆ:

ଅଖିଳ ମୋହନ ପଟ୍ଟନାୟକପଖିଆକବିସୂର୍ଯ୍ୟ ବଳଦେବ ରଥଓଡ଼ିଆ ଭାଗବତନେପଚୁନ୪ ଇଡିଅଟସ୍ନାରୀବାଦନମିତା ଅଗ୍ରୱାଲଇରା ମହାନ୍ତିମାୟାଧର ମାନସିଂହରଥଗୋପବନ୍ଧୁ ଦାସଆଲୋକଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିସଂକ୍ରାନ୍ତିପୂରଣବାଚକ ସଂଖ୍ୟା୨୧ନିତ୍ୟାନନ୍ଦ ଶତପଥୀଛାନ୍ଦଦୀପା ସାହୁ (୧୯୮୫ ଜନ୍ମ)ପଲଉଆପେଣ୍ଡିସାଇଟିସଅଷ୍ଟ୍ରେଲିଆଶାରଳା ପୁରସ୍କାରମାସସୁନାମଙ୍ଗଳୁ ଚରଣ ବିଶ୍ୱାଳଭାନୁମତୀ (ଦୁର୍ଯୋଧନଙ୍କ ପତ୍ନୀ)ହରିପ୍ରସାଦ ଚୌରାଶିଆପଞ୍ଚସଖା୧୯୮୪ମଟର ସାଇକେଲଉତ୍କଳ ଦୀପିକାବେଣୁଧର ରାଉତଓପନ-ସୋର୍ସ ସଫ୍ଟୱେରପୁରୀ୨୮ ଫେବୃଆରୀକୋଷ୍ଠକାଠିନ୍ୟବିଶ୍ୱନାଥ କରରାମାୟଣଲାଟିନ ଭାଷାବ୍ରଜରାଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବେଲଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାମହାରାଷ୍ଟ୍ରଆଜାଦ ହିନ୍ଦ୍ ଫୌଜକାଟୁଲୁ ରବି କୁମାରସମୟ (କାଳ)ଇନ୍ଦିରା ଗାନ୍ଧୀସାରଳା ମନ୍ଦିରଜଣ୍ଡିସ୍ଭୂମିକମ୍ପହନୁମାନ ବାଟିକାଓଡ଼ିଶାର କଳା୭ (ସଂଖ୍ୟା)ଉଦୟନାଥ ଷଡ଼ଙ୍ଗୀରାକ୍ଷୀ ପୂର୍ଣ୍ଣିମାହନୁମାନ ଚାଳିଶାଚିଲିକା (କବିତା)କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଉଦ୍ଭିଦ ବିଜ୍ଞାନପୁଷ୍ଟିସାରହେମଲତା ମାନସିଂହଆଉରଙ୍ଗଜେବସୋନାଲ ମାନସିଂହକୃଷ୍ଣପ୍ରସାଦ ମିଶ୍ରଆର୍ଯ୍ୟଭଟ୍ଟରାସେଶ୍ୱରୀ ପାଣିଗ୍ରାହୀବାମାଚରଣ ମିତ୍ର🡆 More