ମାରିଆମ ଭଟ୍ଟାଳିଳ

ମାରିଆମ ଭଟ୍ଟାଳିଳ (29 ଜାନୁଆରୀ 1954 - 25 ଫେବୃଆରୀ 1995 ) ) ଜଣେ ଭାରତୀୟ ରୋମାନ କଥୋଲିକ ଧର୍ମ ଯାଜିକା ତଥା ସମାଜ ସେବିକା ଥିଲେ । ସେ ଫ୍ରାନସିସକାନ କ୍ଲାରିଷ୍ଟ ସମଷ୍ଟିରେ ରହି ଦରିଦ୍ରମାନଙ୍କ ସେବା ଇନ୍ଦୋରଠାରେ ଡାଇସେସରେ କରୁଥିଲା । ତାଙ୍କର ଧାର୍ମିକ ନାମ ରାଣୀ ମାରିଆ ରହିଥିଲା ଓ ସେ ଜଣେ ନନ ହୋଇଥିଲେ ।

Servant of God
Mariam Vattalil
F.C.C.
Religious
Born(1954-01-29)୨୯ ଜାନୁଆରୀ ୧୯୫୪
Pulluvazhy, Ernakulam district, Travancore-Cochin (now Kerala), India
Died୨୫ ଫେବୃଆରୀ ୧୯୯୫(1995-02-25) (ବୟସ ୪୧)
Nachanbore Hill, Indore, Madhya Pradesh, India
Venerated inRoman Catholic Church
AttributesReligious habit
Patronage
  • Aid workers
  • Missionaries

ତାଙ୍କର ସେବାକୁ ପ୍ରବେଶ 2003 ମସିହାରେ ହେଇ ତାଙ୍କୁ " ଭଗବାନଙ୍କ ସେବିକା : ଉପାଧିଷ୍ଠ କରାଯାଇଥିଲା । 

ଜୀବନୀ 

ଭଟ୍ଟାଳିଳ  ଙ୍କ ପିତା ପାଇଲି ଓ ମାତା ଏଲିସବା ଭିତ୍ତଳିଳ ଥିଲେ । ସେ କେରଳ ରାଜ୍ୟରେ 1954 ମସିହାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ବପ୍ତିଜମ ସେଣ୍ଟ ଥୋମାସ ଚର୍ଚରେ 5 , ଫେବ୍ରୁୟାରୀରେ ହେଇଥିଲା । ସେ ମାଧ୍ଯମିକ ଶିକ୍ଷା ସମାପ୍ତ କଳା ପରେ ଫ୍ରାନସିକାନ କ୍ଲାରେଟ ଗୋଷ୍ଠୀରେ ଯୋଗଦାମ କରି 'ରାଣୀ ମାରୀୟା' ନାମ ଗ୍ରହଣ କରିଥିଲେ , ସେ ତାଙ୍କର ଚୁଡାନ୍ତ ପ୍ରତିଙ୍ଗ୍ୟା 22 ମଯ 1980ରେ ଗହନ କରିଥିଲେ । 

ଭଟ୍ଟାଳିଳ ବିଜନୋରଠାରେ 1975ରେ ସେବା କଲେ ଓ ସେଣ୍ଟ ମାରି କାନଭେଣ୍ଟରେ 1992 ମସିହା ଯାଏ ରହିବା ପରେ ଉଦୟନଗରକୁ ବଦଳି ହେଇଥିଲେ । 

25 ଫେବୃଆରୀ 1995ରେ ତାଙ୍କୁ ସେ ଇନ୍ଦୋରର ନଚାନ୍ୱୋର ପାହାଡ ନିକଟରେ ବସ ଯୋଗେ ଆସୁଥିବା ବେଳେ  ସମନ୍ଦର ସିଂହ ନାମକ ଜଣେ ପେଷାଦାର ହତ୍ୟାକାରୀ ଛୁରି ଭୁଶି ହତ୍ୟା କରିଥିଲେ ।40ଟି ଗୁରୁତର ଆଘାତ ପାଇବା ପରେ ମଧ୍ୟ ସେ " ଯୀଶୁ "ଙ୍କୁ ଡାକି ଡାକି ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।   ଭୂମିହିନ କୃଷିଜୀବୀଙ୍କ ସହ ସେ କାର୍ଯ୍ୟ କରୁଥିବାରୁ କିଛି ଖଳପ୍ରକୃତି ଜମି ମାଲିକ ତାଙ୍କର ହତ୍ୟା କରେଇଥିଲେ । 

କାର୍ଡିନାଲ ଓଶ୍ୱଲ୍ଡ ଗ୍ରାସିଆସ ତାଙ୍କର କାର୍ଯ୍ୟକୁ " ଦରିଦ୍ର ଓ ଦଳିତ ଜନତାଙ୍କ ପାଇଁ ସାହସିକ ଭାବରେ ସେବା କରୁଥିଲେ " ବୋଲି କହିଥିଲେ । ଏରଣାକୁଲମଠାରେ ତାଙ୍କ ନାମରେ ଏକ ସଂଗ୍ରହାଳୟ ରହିଛି । 

ଜନସଂସ୍କୃତି ରେ 

ତାଙ୍କୁ ହତ୍ୟା କରିଥିବା ସମନ୍ଦର ସିଂହଙ୍କ କାପୁରୁଷତା ଓ ଜଘନ୍ୟତାକୁ ନେଇ " The Heart of a murderer " ନାମକ ଡକୁମେନ୍ତରି ଫିଲ୍ମ ନିର୍ମିତ ହେଇ 2013 ମସିହାରେ ବିଶ୍ୱ ଅନ୍ତର- ଧର୍ମ ସମନ୍ନ୍ୟୟ ଫିଲ୍ମ ଫେଷ୍ଟଭାଲରେ ପୁରସ୍କୃତ ହେଇଥିଲା । 

Beatification process

ରୋମ ସହରରେ ତାଙ୍କ ପାଇଁ " ନିହିଲ ଅବସ୍ତାତ " ବା nothing against"2007  ମସିହା  ରେ କରାଯାଇ ତାଙ୍କୁ ମରଣୋତ୍ତର CCS ପ୍ରଦାନ କରାଯାଇଥିଲା । 

ଆଧାର 

ବାହାର ଲିଙ୍କ 

Tags:

ମାରିଆମ ଭଟ୍ଟାଳିଳ ଜୀବନୀ ମାରିଆମ ଭଟ୍ଟାଳିଳ ଜନସଂସ୍କୃତି ରେ ମାରିଆମ ଭଟ୍ଟାଳିଳ Beatification processମାରିଆମ ଭଟ୍ଟାଳିଳ ଆଧାର ମାରିଆମ ଭଟ୍ଟାଳିଳ ବାହାର ଲିଙ୍କ ମାରିଆମ ଭଟ୍ଟାଳିଳ

🔥 Trending searches on Wiki ଓଡ଼ିଆ:

୨୧ପୌରୁଷ ଅସାମର୍ଥ୍ୟଜଗନ୍ନାଥ ଦାସଗଜପତି ମହାରାଜାଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନମାକ୍ସ ୱେବର୮୮୭୧୮୭୮୧ (ସଂଖ୍ୟା)ଇଟାଲୀପଦାର୍ଥ ବିଜ୍ଞାନ୧୩୮୫ଲାଟିନ ଭାଷାଭାଷାଓମାନତମାଖୁର ସ୍ଵାସ୍ଥ୍ୟ ଉପରେ ପ୍ରଭାବଭାଗବତ ଟୁଙ୍ଗିଅଟିଜିମ୍‌ଜଟାୟୁକନକ ମଞ୍ଜରୀ ମହାପାତ୍ରଆଣ୍ଟର୍କଟିକାଏ. ପି. ଜେ. ଅବଦୁଲ କଲାମ୧୯୯୩ଗୀତଗୋବିନ୍ଦଦଶହରାଜୟନ୍ତୀ ରଥଶ୍ରୀମନ୍ଦିରରେ ପାଳିତ ଦୈନିକ ନୀତିଗ୍ରହରଜରାଧା୧୯୧୪ଅଚ୍ୟୁତାନନ୍ଦ ପ‌ତିଭାରତର ଜାତୀୟ ପତାକାକବିସୂର୍ଯ୍ୟ ବଳଦେବ ରଥଓଡ଼ିଆ ସାହିତ୍ୟର ଇତିହାସଡାଇନୋସରକଟକଜୁଲିଅସ ସିଜରରାଜେନ୍ଦ୍ର କିଶୋର ପଣ୍ଡାରଥଯାତ୍ରାଉଇକିପିଡ଼ିଆବାଗ୍ ଯନ୍ତ୍ରଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାଯଶୋଧାରା ମିଶ୍ରଓଡ଼ିଆ ଭାଷାଇନ୍ଦିରା ଗାନ୍ଧୀଦୁର୍ଗାଓଡ଼ିଶାରେ ଶିଳ୍ପଓଡ଼ଗାଁପୁଷ୍ଟିସାରପାର୍ବତୀଭାଇ ଭାଇଗୋପବନ୍ଧୁ ଦାସ୮ ମାର୍ଚ୍ଚବଡ଼ଓଷାକୋଣାର୍କ ସୂର୍ଯ୍ୟ ମନ୍ଦିରବାଲେଶ୍ୱରଦେବାଶିଷ ପାଣିଗ୍ରାହୀଜର୍ଜ କ୍ୟାଣ୍ଟରଓମ'ଙ୍କ ନିୟମବୀର ସୁରେନ୍ଦ୍ର ସାଏକଳାପାହାଡ଼ଧନୁଯାତ୍ରାରମାକାନ୍ତ ରଥଦଧି ନାଟକୁନ୍ତଳା କୁମାରୀ ଆଚାର୍ଯ୍ୟବାମାଚରଣ ମିତ୍ରପଞ୍ଚସଖା🡆 More