ନାମଦଫା ଜାତୀୟ ପାର୍କ

ନାମଦଫା ଜାତୀୟ ପାର୍କ , ପୂର୍ବ ହିମାଲୟର ଜୈବ ବିବିଧତା ପୂର୍ଣ ଅଞ୍ଚଳର ସର୍ବ ବୃହତ ସୁରକ୍ଷିତ ପାର୍କ । ଏହା ଉତ୍ତର ଭାରତର ଅରୁଣାଚଳ ପ୍ରଦେଶଠାରେ ଅବସ୍ଥିତ । ଏହାକୁ ଏକ ସବୁଠୁ ବଡ଼ ଜୈବ ସମ୍ପଦ ପୂର୍ଣା ଅଞ୍ଚଳ ବୋଲି କୁହାଯାଏ । ଏଠାରେ ବିସ୍ତିର୍ଣ ପ୍ରକୃତିକ ଅରଣ୍ୟ ରହିଛି ଯାହା ମିଜୋରାମ - ମଣିପୁର-କାଚିନ ଜଙ୍ଗଲର ଅଂଶ ବିଶେଷ । 

ଭୌଗୋଳିକ ସ୍ଥିତି 

ମିଆଁମାର ସୀମା ନିକଟରେ ଥିବା ଚଙ୍ଗଲାଙ୍ଗ ଜିଲ୍ଲା ର୍ରେ ଏହି ପାର୍କ ଅବସ୍ଥିତ । ଏହି ପାର୍କର ଏରିୟା ୧୯୮୫ ବର୍ଗ କିଲୋମିଟର । ଏହା ମଧ୍ୟରୁ ଭିତର ଘଞ୍ଚ ଅରଣ୍ୟ ଅଞ୍ଚଳ ୧୮୦୮ ବର୍ଗ କିଲୋମିଟର । ଏହି ପାର୍କ ଦଫା ବମ ପର୍ବତମାଳା ଓ ପଟକାଇ ରେଞ୍ଜ ମଝିରେ ଅଛି । ଏହା ସମୁଦ୍ର ପତ୍ତନଠାରୁ ୨୦୦ ମିଟର ଉଛ ଓ ୪୫୭୧ ମିଟରରେ ରହିଛି । ଏହି ସ୍ଥାନରେ ଜଳବାଯୁ ଆର୍ଦ୍ର ରହିବା ସହ ଶୀତ କାଳୀନ ବରଫପାତ ମଧ୍ୟ ହୁଏ । ପାର୍କ ମଧ୍ୟରେ ଘଞ୍ଚ ବାଉଁଶର ଜଙ୍ଗଲ ମଧ୍ୟ ରହିଛି । 

ପୁଷ୍ପ 

ନାମଦଫା ଜାତୀୟ ପାର୍କ 
Flower of Sapria himalayana

Sapria himalayana ଓ Balanophora  ପ୍ରଜାତିର ଫୁଲ ଏହି ଅଞ୍ଚଳରେ ଦେଖା ଯାଏ। ଏହି ପାର୍କରେ ଥିବା ବିଭିନ୍ନ ପ୍ରଜାତି ଏହିପରି , :

Floristic Composition of Namdapha National Park
Category (total no.) Dicots Monocots Lichens Bryophytes Pteridophytes Gymnosperms
Families (215) 119 (55.35) 19 (8.84) 17 (7.90) 21 (9.77) 36 (16.74) 3 (1.4)
Genera (639) 403 (63) 111 (17.37) 34 (5.32) 33 (5.16) 54 (8.45) 4 (0.63)
Species (1119) 674 (60.25) 196 (17.5) 73 (6.53) 59 (5.27) 112 (10) 5 (0.66)

ଜୀବଜଗତ 

ସରୀସୃପ ଜାତୀୟ ଜୀବ 

ନାମଦଫା ଜାତୀୟ ପାର୍କ 
ପାର୍କରେ ଉଡନ୍ତା ନେଉଳ 

ବିଭିନ୍ନ ପ୍ରକାର ବୃକ୍ଷଯ ସହିତ ଏହି ଅରଣ୍ୟରେ ବହୁ ପ୍ରକାର ଜୀବ ଜନ୍ତୁ ଓ ସରୀସୃପ  ରହନ୍ତି । ଧଲାବାଘ , କଲରାପତରିଆ ବାଘ , ସାଧାରଣ ଚିତ ବାଘ , ଶିଅଳ , ଏସୀୟ ଭାଲୁ , ପାଣ୍ଡା, ଲଳ ରଙ୍ଗର କୋକିଶିଆଳ , ହାତୀ , ବରାହ , ସଂଭର , ଇତ୍ୟାଦି ବହୁ ପ୍ରକାର ଜନ୍ତୁ ଏଠାରେ ବାସ କରନ୍ତି ।  

ପକ୍ଷୀ 

ଏଠାରେ ବସବାସ କରୁଥିବା ପକ୍ଷୀଜଗତ ଉପରେ ଏକ ସନ୍ଧାର୍ଭ ୧୯୯୦ରେ ପ୍ରକାଶିତ ହେଇଥିଲା । ଏହି ସର୍ଭେ ଅନୁସାରେ ଏଠାରେ ୪୨୫ ପ୍ରକାର ପକ୍ଷୀ ଥିବାର ଜଣାପଡେ ।  

ପ୍ରଜାପତି ଓ ମଥ

ଏହି ଅରଣ୍ୟରେ ବହୁ ପ୍ରକାର ପ୍ରଜାପତି ଜାତୀୟ ଜୀବ ଓ ବିଭିନ୍ନ ପ୍ରକାର କୀଟ ଦେଖାଯାନ୍ତି । ସେହି ମଧ୍ୟରୁ କେତେକ ବହୁତ ବିରଳ ପ୍ରକାରର ହେଇଥିବା ଜଣା ପଡେ । 

ଜନପ୍ରଜାତି 

ପାର୍କ ମଧ୍ୟରେ କେତେକ ଲିଶୁ ସଂପ୍ରଦାଯର ଅଧିବାସୀଙ୍କ ବସତି ରହିଛି ।ଏହା ବ୍ୟତୀତ  ଚମକା , ତଙ୍ଗସା , ଶିଙ୍ଗ୍ଫୋ ଜନଜାତିମାନଙ୍କ ବସତି ରହିଛି ।  

ଅଧିକ ପଠନ 

  • Tourism in North East India

ଆଧାର 

Tags:

ନାମଦଫା ଜାତୀୟ ପାର୍କ ଭୌଗୋଳିକ ସ୍ଥିତି ନାମଦଫା ଜାତୀୟ ପାର୍କ ପୁଷ୍ପ ନାମଦଫା ଜାତୀୟ ପାର୍କ ଜୀବଜଗତ ନାମଦଫା ଜାତୀୟ ପାର୍କ ଜନପ୍ରଜାତି ନାମଦଫା ଜାତୀୟ ପାର୍କ ଅଧିକ ପଠନ ନାମଦଫା ଜାତୀୟ ପାର୍କ ଆଧାର ନାମଦଫା ଜାତୀୟ ପାର୍କଅରୁଣାଚଳ ପ୍ରଦେଶ

🔥 Trending searches on Wiki ଓଡ଼ିଆ:

ଚୀନଓଡ଼ିଶାର ଭୂଗୋଳସମ୍ବଲପୁରଓଡ଼ିଶାରେ ଶିଳ୍ପଚିକିତ୍ସା ବିଜ୍ଞାନଆପଲ କମ୍ପାନୀପାରମିତା ଶତପଥୀଅଂକୋର୍ ୱାଟ୍ପ୍ରମୋଦ କୁମାର ମହାନ୍ତିଧର୍ମପଦଲାଲ ବାହାଦୁର ଶାସ୍ତ୍ରୀମାଳିକାସୁଚିତ୍ରା ପାଣିଗ୍ରାହୀକମଳା ଶତପଥୀଧନୁଯାତ୍ରାଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଏଲୋରା ଗୁମ୍ଫାଓଡ଼ିଶାର ପର୍ବପର୍ବାଣିସ୍ୱାମୀ ବିବେକାନନ୍ଦନେଲସନ ମଣ୍ଡେଲାମିଥୁନ (ରାଶି)କଳାପାହାଡ଼ଯୁକ୍ତରାଷ୍ଟ୍ର ଆମେରିକାହିମାଳୟଜୁଲିଅସ ସିଜରଭାନୁଜୀ ରାଓଉପେନ୍ଦ୍ର ଭଞ୍ଜୟୁ ଟ୍ୟୁବରାମ୨୮ ମାର୍ଚ୍ଚପୌଷ ପୂର୍ଣ୍ଣିମାକୋଶଳ କ୍ରାନ୍ତି ଦଳଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସଅରଣ୍ୟ ରୋଦନଅନ୍ନପୂର୍ଣ୍ଣା ରଙ୍ଗମଞ୍ଚଶ୍ରୀମନ୍ଦିରରେ ପାଳିତ ଦୈନିକ ନୀତିସି (ପ୍ରୋଗ୍ରାମିଂ ଭାଷା)ସ୍ୱର ବର୍ଣ୍ଣବିର୍ସା ମୁଣ୍ଡାକିଶୋରୀ ଚରଣ ଦାସରାଜେନ୍ଦ୍ର କିଶୋର ପଣ୍ଡାଆଧୁନିକ କଥା ସାହିତ୍ୟ (ଉପନ୍ୟାସ)ଅପର୍ଣ୍ଣା ମହାନ୍ତିସାଲବେଗକପିଳାସ ଶିବ ମନ୍ଦିରଟାଇଫଏଡଚୋଡ଼ଗଙ୍ଗ ଦେବଜଗନ୍ନାଥ ଦାସବସନ୍ତ ରୋଗଓଡ଼ିଆବୈଦେହୀଶ ବିଳାସଆଖଣ୍ଡଳମଣି ମନ୍ଦିରକଳିଙ୍ଗ, ଭାରତସଉରା ଜନ‌ଜାତିଚନ୍ଦନ ଯାତ୍ରାଛବିଳ ମଧୁ ବର୍ଣ୍ଣବୋଧଏ. ପି. ଜେ. ଅବଦୁଲ କଲାମବଳଦେବଜୀଉ ମନ୍ଦିର୮ ଜୁଲାଇରୁକୁଣା ରଥଯାତ୍ରାମାଗୁଣି ଚରଣ କୁଅଁରଗୋଲୋକ ବିହାରୀ ଧଳଚାରି ଧାମହଳଦୀରାମ ନବମୀ🡆 More