ଜିଓ: ଭାରତୀୟ ଦୂରସଂଚାର କମ୍ପାନୀ

ରିଲିଆନ୍ସ ଜିଓ ଇନ୍ଫୋ କମ ଲିମିଟେଡ଼ କିମ୍ବା ଜିଓ ଏକ (ଏଲଟି ଇ ଦୂର ସଞ୍ଚାର) ]ର ମୋବାଇଲ ନେଟୱାର୍କ ଅପରେଟର୍ସ ଅଟେ । ଏହା ନଭି ମୁମ୍ବାଇ , ମହାରାଷ୍ଟ୍ରର ଏକ ପୂର୍ଣ୍ଣ ସ୍ୱାମୀତ୍ୱ ରୂପୀ ସହାୟକ କମ୍ପାନୀ ଅଟେ ଯାହା ରେଡ଼ିଓ ନେଟୱର୍କ (2 ଜି/3 ଜି) ଆଧାରିତ ସେବା ବିନା (4 ଜି) (ଏଲଟି ଇ ଦୂର ସଞ୍ଚାର) ସେବା ପ୍ରଦାନ କରିଥାଏ ଏବଂ ଦେଶରେ କେବଳ (ଭୋଲଟି ଇ) - ଭଏସ ଓଭର ଏଲଟି ଇ ଅପରେଟର ଅଟେ, ଯେଉଁଥିରେ (2 ଜି / 3 ଜି)ର ବିରାସତ ନେଟୱର୍କର ସମର୍ଥନ ରହିଥାଏ ତା'ସହିତ 22 ଟେଲିକମ ସର୍କଲରେ ଆବଦ୍ଧ ହୋଇ ।

ଜିଓ: ଭାରତୀୟ ଦୂରସଂଚାର କମ୍ପାନୀ
ଜିଓ ଲୋଗୋ (୨୦୧୬ ପୂର୍ବରୁ)

ସ୍ୱର୍ଗତ ଧିରୁଭାଈ ଅମ୍ବାନୀଙ୍କ 83ତମ ଜୟନ୍ତୀର ପୂର୍ବ ସନ୍ଧ୍ୟାରେ, 27 ଡିସେମ୍ବର 2015 ମସିହାରେ, ରିଲିଆନ୍ସ ଇଣ୍ଡଷ୍ଟ୍ରିର ସଂସ୍ଥାପକ ଜିଓର ଭାଗିଦାର ଏବଂ କର୍ମଚାରୀଙ୍କୁ ସେବାର ପ୍ରଥମ ବିଟା ଆରମ୍ଭ ହୋଇଥିଲା , ଏବଂ ପରେ ସେବା ଗୁଡିକୁ ବାଣିଜ୍ୟିକ ଆଧାରରେ 5 ସେପ୍ଟେମ୍ବର 2016 ମସିହାରେ ଲଞ୍ଚ କରାଗଲା ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଆଖଣ୍ଡଳମଣି ମନ୍ଦିରମହାନଦୀଭୁବନେଶ୍ୱର ମିଶ୍ରଅକ୍ଷର କଳାକୋଣାର୍କ ସୂର୍ଯ୍ୟ ମନ୍ଦିରଦୀନକୃଷ୍ଣ ଦାସବୁଧେଇ ଓଷାତୃପ୍ତି ଦାସମହାବୀର ଜୈନବଣିବୁଧବାରସମ୍ବଲପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଆଦୁର୍ଗାଷ୍ଟମୀକାଞ୍ଚନ ଅୱସ୍ତିନୃସିଂହ ଚରଣ ପଣ୍ଡାମହାତ୍ମା ଗାନ୍ଧୀଦଣ୍ଡ ନାଟରଜ୨୭ ଅପ୍ରେଲଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାସବ୍ୟସାଚୀ ମିଶ୍ରଜଳ ପ୍ରଦୂଷଣପ୍ରତିଭା ଶତପଥୀସଞ୍ଚୟ ଖାତାବିନୋଦ ଚନ୍ଦ୍ର ନାୟକମାଣବସା ଗୁରୁବାରମୟୂରତୁଳସୀ ଦାସଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରସରଳା ଦେବୀବେଦପର୍ଫେନାଜାଇନବସନ୍ତ କୁମାରୀ ପଟ୍ଟନାୟକମହାପାତ୍ର ନୀଳମଣି ସାହୁରାୟଗଡ଼ା ରେଳ ଷ୍ଟେସନଭଦଭଦଳିଆଗିରିଜା କୁମାର ବଳୀୟାରସିଂହ୧୯୯୯ ଓଡ଼ିଶା ମହାବାତ୍ୟାଭାରତୀୟ ଦଣ୍ଡ ସଂହିତା, ୧୮୬୦ମୌଳିକ ସଂଖ୍ୟାନବୀନ ପଟ୍ଟନାୟକଓଡ଼ିଆ ଖାଦ୍ୟକାଳୀଚରଣ ପଟ୍ଟନାୟକ୧୮ ଅପ୍ରେଲଜଗନମୋହ‌ନ ଲାଲବାଲେଶ୍ୱର ଜିଲ୍ଲାମହାତ୍ମା ଗାନ୍ଧୀଙ୍କ ପରିବାରଇଂରାଜୀ ଭାଷାନଦୀଅମନାତ୍ୟ ଜନଜାତିକୁଞ୍ଜବିହାରୀ ଦାଶବିଜୁଳିରାଶି ଓ ନକ୍ଷତ୍ରନୀଳକଣ୍ଠ ଦାସରଙ୍ଗବତୀଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସଦେବୀପ୍ରସନ୍ନ ପଟ୍ଟନାୟକଜଗଦୀଶ ମହାନ୍ତିସିପାହୀ ବିଦ୍ରୋହବିଦ୍ୟାଳୟଦଶରଥସୀତା ବିବାହଛତିଶଗଡ଼ହେନା ଫୁଲ🡆 More