ଅଳକା ଚାନ୍ଦ: ଓଡ଼ିଆ ସାହିତ୍ୟିକା

ଅଳକା ଚାନ୍ଦ ( (listen)) (ଜନ୍ମ: ୬ ଅପ୍ରେଲ ୧୯୪୩) ଜଣେ ଓଡ଼ିଆ ସାହିତ୍ୟିକା । ୨୦୦୨ ମସିହାରେ ଅନୁବାଦ ପୁସ୍ତକ, 'ମାନବ ଭୂମି' ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି । ସାହିତ୍ୟ ବ୍ୟତିତ ସଙ୍ଗୀତରେ ମଧ୍ୟ ସେ ରୂଚି ରଖନ୍ତି । ନିଜେ ଜଣେ ଗାୟିକା ତଥା 'ରାଉରକେଲା ମ୍ୟୁଜିକ ସର୍କଲ'ର ପ୍ରତିଷ୍ଠାତା । ସେ ରାଉରକେଲାଠାରେ ଶିକ୍ଷକତା ମଧ୍ୟ କରିଛନ୍ତି ।

ଅଳକା ଚାନ୍ଦ
ଜନ୍ମ (1943-04-06) ୬ ଅପ୍ରେଲ ୧୯୪୩ (ବୟସ ୮୧)
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକୋତ୍ତର (ମନସ୍ତତ୍ତ୍ୱ, ଓଡ଼ିଆ)
ସ୍ନାତକ (ଆଇନ, ଶିକ୍ଷା)
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଳୟ,
ସମ୍ବଲପୁର ବିଶ୍ୱବିଦ୍ୟାଳୟ
ପ୍ରସିଦ୍ଧିଓଡ଼ିଆ ଗାଳ୍ପିକା, ଅନୁବାଦିକା ଓ ସଙ୍ଗୀତ ଶିଳ୍ପୀ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର (ଅନୁବାଦ), ୨୦୦୨

ରଚନାବଳୀ

ସମ୍ମାନ

  • ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର (ଅନୁବାଦ), ୨୦୦୨
  • ବୀଣାପାଣି ମହାନ୍ତି କଥା ସାହିତ୍ୟ ପୁରସ୍କାର, ୨୦୧୮(ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନଦ୍ୱାରା ପ୍ରଦତ୍ତ)

ଆଧାର

Tags:

About this soundLL-Q33810 (ori)-Psubhashish-ଅଳକା ଚାନ୍ଦ.wavଓଡ଼ିଆ ଭାଷାସହଯୋଗ:IPA/Odia

🔥 Trending searches on Wiki ଓଡ଼ିଆ:

ମହାତ୍ମା ଗାନ୍ଧୀଅଶୋକାଷ୍ଟମୀଶେଷ ବସନ୍ତର ଚିଠିଉତ୍ତର କୋରିଆଓଡ଼ିଆ ଭାଷା ଆନ୍ଦୋଳନବୈଦେହୀଶ ବିଳାସକ୍ରୋଏସିଆପ୍ରଣବ ପ୍ରକାଶ ଦାସବୁଦାପେଷ୍ଟପିତ୍ତକୋଷସବ୍ୟସାଚୀ ମିଶ୍ରଲକ୍ଷ୍ମଣ ନାୟକବିଶ୍ୱ ଜଳ ଦିବସଓଡ଼ିଆ କବି ମାନଙ୍କର ତାଲିକାମୟୂରଭଞ୍ଜ ଜିଲ୍ଲା୧୭୮୬ଏଷ୍ଟୋନିଆବନମାଳୀ ଦାସଓଡ଼ିଆ ଖାଦ୍ୟମାଙ୍ଗାଲୋରେବ୍ରହ୍ମପୁର୨୫ ଅକ୍ଟୋବରଜର୍ଜିଆଔଷଧୀୟ ବୃକ୍ଷଲତାହ୍ୱାଟ୍ସଆପଖାରବେଳଗୋପାଳବଲ୍ଲଭ ଦାସବାହାରିନ୧୪ ମାର୍ଚ୍ଚଅଚ୍ୟୁତାନନ୍ଦ ଦାସହଂକଂଦକ୍ଷିଣ ଚୀନ ସାଗରପଦାର୍ଥହାଡ଼ଓଡ଼ିଶାର ସଂସ୍କୃତିଧନୁଯାତ୍ରାଦମୟନ୍ତୀ ବେଶ୍ରାଭାରତମଧୁମେହବୌଦ୍ଧ ଧର୍ମଚଣାଗୋପାଳ କୃଷ୍ଣ ରଥପ୍ରତାପରୁଦ୍ର ଦେବପୃଥିବୀଫିନଲ୍ୟାଣ୍ଡକର୍କଟ ରୋଗଜ୍ଞାନୀନ୍ଦ୍ର ବର୍ମାଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରପାଦର ଗଣ୍ଠିଯୁକ୍ତରାଜ୍ୟପରିମେୟ ସଂଖ୍ୟାସାରନାଥ ଅଶୋକ ସ୍ତମ୍ଭଆପଲ ଇନକର୍ପୋରେଟେଡପିତ୍ତାସ୍ମରୀଉପେନ୍ଦ୍ର ଭଞ୍ଜଓଡ଼ିଆ ଲୋକନୋଭାକ୍ ଜାକୋଭିକକୋରିଆ ଯୁଦ୍ଧଦୀନକୃଷ୍ଣ ଦାସସମ୍ବାଦ (ଖବରକାଗଜ)୧୭୫୨ଭାସ୍କୋ ଡା ଗାମାଜେନନଓଡ଼ିଶାର ଦୋଳଯାତ୍ରାକୋଳିକୋଡ଼ଭାରତୀୟ ଭୋଜନଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି🡆 More