ହାଡ଼ୁ: ଓଡ଼ିଆ ଅଭିନେତା

ହାଡ଼ୁ ଜଣେ ଓଡ଼ିଆ ଅଭିନେତା, ଯିଏକି ଓଡ଼ିଆ କଥାଚିତ୍ର, ଦୂରଦର୍ଶନ ଧାରାବାହିକ ଓ ମଞ୍ଚ ନାଟକରେ ଅଭିନୟ କରନ୍ତି । ସେ ମୁଖ୍ୟତଃ ହାସ୍ୟ କଳାକାର ଭାବରେ ଓଡ଼ିଶାରେ ଜଣାଶୁଣା । ତାଙ୍କର ପ୍ରକୃତ ନାମ ହେଉଛି ଭକ୍ତ ପ୍ରହଲ୍ଲାଦ ଚରଣ ପଟ୍ଟନାୟକ । ସେ ୧୯୯୫ ମସିହାରେ ତୁ ମୋରି ପାଇଁ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ଏହାପରେ ସେ ଅନେକ ଓଡ଼ିଆ କଥାଚିତ୍ର, ଧାରାବାହିକ ଏବଂ ମଞ୍ଚ ଆଦିରେ ଅଭିନୟ କରିଛନ୍ତି ।

ହାଡ଼ୁ
ହାଡ଼ୁ: ଅଭିନୟ ଜୀବନ, ପୁରସ୍କାର, ଆଧାର
୨୦୧୪ ମସିହାର ଏକ ମଞ୍ଚ ନାଟକରେ ହାଡ଼ୁ
ଜନ୍ମ
ଭକ୍ତ ପ୍ରହଲ୍ଲାଦ ଚରଣ ପଟ୍ଟନାୟକ
ବୃତ୍ତି(ଓଡ଼ିଆ) ଅଭିନେତା
ସକ୍ରିୟ ବର୍ଷ୧୯୯୫ - ଏବେଯାଏଁ
ପୁରସ୍କାରରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

ଅଭିନୟ ଜୀବନ

ହାଡ଼ୁ ମୁଖ୍ୟତଃ ତାଙ୍କ ବଡ଼ ପେଟ ଓ ନିଶ ରଖିବାର ଶୈଳୀ ପାଇଁ ଓଡ଼ିଶାର ଘରେ ଘରେ ପରିଚିତ ।

୧୯୯୫ ମସିହାରେ ସେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ କଥାଚିତ୍ର ହେଉଛି ମୋ ମନ ଖାଲି ତୋରି ପାଇଁ । ଗୌରୀ ଶଙ୍କର ଦାସଙ୍କ ନିର୍ଦ୍ଦେଶିତ ଏହି କଥାଚିତ୍ରଟିରେ ସେ ହାଡ଼ୁ ମାମୁଁ ଭୂମିକାରେ ଅଭିନୟ କରିଥିଲେ । ଏହାପରେ ସେ ଅନେକ କଥାଚିତ୍ର

ଅଭିନୀତ କଥାଚିତ୍ର

ବର୍ଷ ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୧୯୯୫ ମୋ ମନ ଖାଲି ତୋରି ପାଇଁ ହାଡ଼ୁ ମାମୁ ଅଭିନୀତ ପ୍ରଥମ ଓଡ଼ିଆ କଥାଚିତ୍ର
୧୯୯୯ ପ୍ରେମ ବନ୍ଧନ ଡମ୍ବୁରୁ
୨୦୦୩ ଅ ଆକାରେ ଆ
ସତ ମିଛ
୨୦୦୪ ଜ୍ୱାଇଁର ଚଉକାକୁ ଶଶୁରର ଛକା

ଅଭିନୀତ ଧାରାବାହିକ

ଧାରାବାହିକ ଚେନାଲ୍ ଭୂମିକା ମନ୍ତବ୍ୟ
ଛାନିଆ ଡିଡି ଓଡ଼ିଆ
ଗାୟତ୍ରୀ ଇ ଟିଭି ଓଡ଼ିଆ
ଦୁହିତା ଡିଡି ଓଡ଼ିଆ

ପୁରସ୍କାର

ଆଧାର

ବାହାର ଆଧାର

  • ଇଣ୍ଟରନେଟ ମୁଭି ଡାଟାବେସରେ ହାଡ଼ୁ

Tags:

ହାଡ଼ୁ ଅଭିନୟ ଜୀବନହାଡ଼ୁ ପୁରସ୍କାରହାଡ଼ୁ ଆଧାରହାଡ଼ୁ ବାହାର ଆଧାରହାଡ଼ୁଓଡ଼ିଆ କଥାଚିତ୍ର ଜଗତଓଡ଼ିଆ ଭାଷା

🔥 Trending searches on Wiki ଓଡ଼ିଆ:

ଯୁକ୍ତରାଜ୍ୟ୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନଏଲୋରା ଗୁମ୍ଫାଏକଲବ୍ୟ ପୁରସ୍କାରହେପାଟାଇଟିସବିଷ୍ଣୁମୁଁ ତୁମେ ଓ ସେନୃସିଂହଆଧୁନିକ କଥା ସାହିତ୍ୟ (ଉପନ୍ୟାସ)ଥୁକୁଲ୍ଓଡ଼ିଆ ସାହିତ୍ୟବୀଣାପାଣି ମହାନ୍ତିପରଟାଉଚ୍ଛ୍ୱାସ (କବିତା ସଙ୍କଳନ)ଶ୍ରୀମନ୍ଦିରର ଗଣେଶ ମନ୍ଦିରରଜସିଷ୍ଟର ଶ୍ରୀଦେବୀଅକ୍ଷାଂଶଢେଙ୍କାନାଳ ଜିଲ୍ଲାସୋଫିଆ ଆଲାମଉତ୍କଳ ଦୀପିକାଇନ୍ଦୁରାଣୀ ମହାପାତ୍ରସାରଳା ଦାସମନୋରଞ୍ଜନ ଦାସଓଲେନା ଜେଲେନସ୍କାଏ ଦିଲ୍ ତତେ ଦେଲି୧୦ ମାର୍ଚ୍ଚଗଣନ ସଂଖ୍ୟାପିତ୍ତକୋଷଗୁଗଲଶରତ ଚନ୍ଦ୍ର ପ୍ରଧାନକବିସୂର୍ଯ୍ୟ ବଳଦେବ ରଥବିଭୁ କିଶୋରଚାନ୍ଦ୍ରମାସରଥଯାତ୍ରା୧୯୩୪ଭୂମିକା ଦାଶକନ୍ଧମାଳ ଜିଲ୍ଲାପଠାଣି ସାମନ୍ତବେଣୁଧର ରାଉତପକ୍ଷବୈଶାଖଗେଣ୍ଡୁଫୁଲଜର୍ଜିଆଧରିତ୍ରୀସେହି ଦିନHydrogenଆକବରପୁରୁଷୋତ୍ତମ ଦେବବର୍ଷା ପ୍ରିୟଦର୍ଶିନୀହନୁମାନନୀଳକଣ୍ଠ ଦାସଶୀତ ରାତିମୟୂରଭଞ୍ଜ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଭଗବାନ କହଁର୨୦୦୧ଟ୍ରିପଲ ଏକ୍ସ ସିଣ୍ଡ୍ରୋମଭାରତରାଷ୍ଟ୍ରୀୟ ପେନସନ ପ୍ରଣାଳୀ୩ ଅଗଷ୍ଟମୁସଲମାନଜଗତସିଂହପୁର ଜିଲ୍ଲାମହାବୀର ଜୈନବିଜୁ ପଟ୍ଟନାୟକଉଦୟନାଥ ଷଡ଼ଙ୍ଗୀଓଡ଼ିଶାର ସଂସ୍କୃତିଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଯୀଶୁରାଜରାଜେଶ୍ୱର ବେଶଦଣ୍ଡ ନାଟନଟବର ସାମନ୍ତରାୟ🡆 More