ସୃଷ୍ଟିଶ୍ରୀ ନାୟକ: ସାହିତ୍ୟିକ

ସୃଷ୍ଟିଶ୍ରୀ ନାୟକ, ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାରପ୍ରାପ୍ତ ସାହିତ୍ୟିକ । ୨୦୧୨ ମସିହାରେ ନିଜ କ୍ଷୁଦ୍ରଗଳ୍ପ ସଂକଳନ ଭିନ୍ନ ଉପବନ ପାଇଁ ସୃଷ୍ଟିଶ୍ରୀ ଏହି ପୁରସ୍କାର ଲାଭ କରିଥିଲେ । ସେ କ୍ଷୁଦ୍ରଗଳ୍ପ, କବିତା ଓ ଉପନ୍ୟାସ ଆଦି ଲେଖନ୍ତି ।

ସୃଷ୍ଟିଶ୍ରୀ ନାୟକ
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକୋତ୍ତର(ଓଡ଼ିଆ)
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ୨୦୧୨

୨୦୦୬ ମସିହାରେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ଆନୁକୁଲ୍ୟରେ ମୁଲାକାତଅସ୍ମିତା କାର୍ଯ୍ୟକ୍ରମ ତଥା ୨୦୦୮ରେ ସାର୍କ କବିତା ଉତ୍ସବରେ ଯୋଗ ଦେଇଥିଲେ ।

ରଚନାବଳୀ

  • ଅନ୍ୟମନ(କବିତା)
  • ପ୍ରଥମ ମୃତ୍ୟୁ(ଉପନ୍ୟାସିକା)
  • ଭିନ୍ନ ଉପବନ(କ୍ଷୁଦ୍ରଗଳ୍ପ)

ସମ୍ମାନ ଓ ପୁରସ୍କାର

  • କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ୨୦୧୨
  • ରାଜ୍ୟ ଯୁବ ପୁରସ୍କାର - ୨୦୦୯-୧୦
  • ଭାନୁଜୀ ରାଓ ସ୍ମୃତି ପୁରସ୍କାର - ୨୦୦୯
  • ରବି ପଟ୍ଟନାୟକ ସ୍ମୃତି ପୁରସ୍କାର - ୨୦୦୬
  • ଲେଖା ଓ ଲେଖକ ସମ୍ମାନ - ୨୦୦୫
  • ଟାଇମପାସ ବୁକର ପୁରସ୍କାର - ୨୦୨୦

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଜଗନ୍ନାଥ ଦାସଓଡ଼ିଶାର ଦଶହରାJagannathମହାପ୍ରସାଦରଜମହାତ୍ମା ଗାନ୍ଧୀଭାରତର ଜାତୀୟ ପତାକାବ୍ୟକ୍ତିଗତ ଅର୍ଥବ୍ୟବସ୍ଥାସୁଭାଷ ଚନ୍ଦ୍ର ବୋଷଓଡ଼ିଶାର ଦୋଳଯାତ୍ରାରୋହିତ ଶର୍ମାକରମା ନୃତ୍ୟକୁନ୍ତଳା କୁମାରୀ ଆଚାର୍ଯ୍ୟଯଶୋବନ୍ତ ଦାସଉତ୍କଳ ସମ୍ମିଳନୀଗୋପୀନାଥ ମହାନ୍ତିବିର୍ସା ମୁଣ୍ଡାଲାଇମ ରୋଗକାଳୀଚରଣ ପଟ୍ଟନାୟକରାଶି ଓ ନକ୍ଷତ୍ରପୁରାଣବାଲିଗୁଡ଼ାଆଫ୍ରିକାଯୌନ ସମ୍ଭୋଗତାଜମହଲସଂଯୁକ୍ତା ରାଉତତ୍ରିଭୁଜ୨୦୨୩ର ଓଡ଼ିଆ କଥାଚିତ୍ରକୃଷ୍ଣବିଶାଖା ଏବଂ ଅନ୍ୟମାନେ ବନାମ ରାଜସ୍ଥାନ ସରକାରସୁରେନ୍ଦ୍ର ମହାନ୍ତିରଶ୍ମି ରାଉଳକାଳୀକା ଭଗବତୀ ମନ୍ଦିରବେଣୁଧର ରାଉତଡାଇନୋସର୧୯୮୮ଅନ୍ଧତ୍ୱପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାରନିମୋନିଆବିଶ୍ୱନାଥ କରରଜାବଖରି,ଦଶ ବିଦ୍ୟା ମହଲ,ବେଦପବିତ୍ର ପାଣିଗ୍ରାହୀଶାରଳା ପୁରସ୍କାରଭାରତ ଛାଡ଼ ଆନ୍ଦୋଳନବଲାଙ୍ଗୀର ଜିଲ୍ଲାସୌମ୍ୟ ରଞ୍ଜନ ପଟ୍ଟନାୟକISBN (identifier)ଭୀମା ଭୂଇଁଆଜଳ ପ୍ରଦୂଷଣକାଳିନ୍ଦୀ ଚରଣ ପାଣିଗ୍ରାହୀରତ୍ନାକର ଚଇନିଭାରତୀୟ ମୁଦ୍ରାତାରିଣୀ ମନ୍ଦିର, ଘଟଗାଁହରପ୍ପା ସଭ୍ୟତାଲିସବନଜଗନ୍ନାଥ ପ୍ରସାଦ ଦାସକମ୍ପ୍ୟୁଟରବୀର ସୁରେନ୍ଦ୍ର ସାଏମୋଗଲ ସାମ୍ରାଜ୍ୟବଳଦେବଜୀଉ ମନ୍ଦିରଭାରତୀୟ ଆଇନରେ ବ୍ୟଭିଚାରନୀଳମାଧବ ମନ୍ଦିରସମଲେଶ୍ୱରୀ ମନ୍ଦିରଡାଇଭର୍ଟିକୁଲାଇଟିସ୍ସୂର୍ଯ୍ୟଯୌନ ଉତ୍ପୀଡ଼ନଗୋପାଳ ଚନ୍ଦ୍ର ପ୍ରହରାଜ🡆 More