ସିସେମୋମିଟର

ପୃଥିବୀର କୌଣସି ସ୍ଥାନରେ ଭୂମିକମ୍ପ ଘଟିଲେ, ଭୂମିକମ୍ପ କେନ୍ଦ୍ରରୁ ପ୍ରଚୁର ପରିମାଣରେ ଶକ୍ତି ତରଙ୍ଗ ସୃଷ୍ଟି ହୋଇ ଚାରିଆଡ଼କୁ ଗତି କରୁଥାଏ । ଏହା ଫଳରେ ପୃଥିବୀ ପୃଷ୍ଠରେ କମ୍ପନ ସୃଷ୍ଟିହୁଏ । ଏହାକୁ ମାପ କରିବା ପାଇଁ ଯେଉଁ ଯନ୍ତ୍ର ବ୍ୟବହାର କରାଯାଏ ତାହାକୁ ସିସ୍ମୋଗ୍ରାଫ୍ ବା ଭୂକମ୍ପ ଲେଖି ଯନ୍ତ୍ର କୁହାଯାଏ । ଏହି ଉପକରଣଟିରେ ଭୂମିକମ୍ପ ସମୟରେ ପୃଥିବୀ ପୃଷ୍ଠରେ କମ୍ପନକୁ ଚିହ୍ନଟ କରି ତାହାକୁ ଲିପିବଦ୍ଧ କରାଯିବାର ବ୍ୟବସ୍ଥା ରହିଥାଏ ।

ସାଧାରଣ କାର୍ଯ୍ୟ କୌଶଳ

ସିସେମୋମିଟର ଉପକରଣଟି ଓଜନିଆ ହୋଇଥିବାରୁ ଭୂମିକମ୍ପ ସମୟର ପୃଥିବୀ ପୃଷ୍ଠରେ ସମସ୍ତ ବସ୍ତୁ ଦୋଳନ କରୁଥିଲେ ମଧ୍ୟ ତାହା ନିଜ ସ୍ଥାନରେ ଦୃଢ଼ ଭାବରେ ରହିଥାଏ । ମାତ୍ର ଭୂମିକମ୍ପର ପ୍ରଭାବରେ ଏଥିରେ ଥିବା ଲିଭରଟି ଦୋଳନ କରୁଥାଏ । ଲିଭରଟିର ଦୋଳନକୁ ଗୋଟିଏ ଘୂରୁଥିବା ଡ୍ରମ ଉପରେ କାଗଜ ଖଞ୍ଜି ତାହା ଉପରେ ଲିପିବଦ୍ଧ କରାଯିବାର ବ୍ୟବସ୍ଥା ରହିଥାଏ । ସେହି ତଥ୍ୟରୁ ଭୂମିକମ୍ପ ସମ୍ପର୍କରେ ସୂଚନା ମିଳିଥାଏ । ଏଥିରୁ ଭୂମିକମ୍ପ ସୃଷ୍ଟିର ସ୍ଥାନ, ସମୟ ଓ ପରିମାଣ ଗଣନା କରାଯାଏ ।

ଇତିହାସ

ପ୍ରଥମେ ୧୮୫୫ ମସିହାରେ ଇଟାଲିର ଲୁଇଗି ପାଲ୍ମିରି ଗୋଟିଏ ସିସ୍ମୋଗ୍ରାଫ ଯନ୍ତ୍ର ଉଦ୍ଭାବନ କରିଥିଲେ । ମାତ୍ର ୧୮୮୦ ମସିହାରେ ଜନ୍ ମିଲ୍ନେ ଏକ ଆଧୁନିକ ସିସ୍ମୋଗ୍ରାଫ ତିଆରି କରିଥିଲେ ।

ଆଧୁନିକ ଉପକରଣ

ଆହୁରି ଦେଖନ୍ତୁ

ଆଧାର

ବାହାର ଲିଙ୍କ

Tags:

ସିସେମୋମିଟର ସାଧାରଣ କାର୍ଯ୍ୟ କୌଶଳସିସେମୋମିଟର ଇତିହାସସିସେମୋମିଟର ଆଧୁନିକ ଉପକରଣସିସେମୋମିଟର ଆହୁରି ଦେଖନ୍ତୁସିସେମୋମିଟର ଆଧାରସିସେମୋମିଟର ବାହାର ଲିଙ୍କସିସେମୋମିଟରଭୂମିକମ୍ପ

🔥 Trending searches on Wiki ଓଡ଼ିଆ:

ଭଗବତୀ ଚରଣ ପାଣିଗ୍ରାହୀମହା ଶିବରାତ୍ରିଚୈତ୍ରଶଙ୍ଖବିଶ୍ୱ ତମାଖୁହୀନ ଦିବସବାଲ୍ୟବିବାହଖାଦ୍ୟଉଇକିକମନ୍ସହାତମାଂସର ବିଳାପଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଓଡ଼ିଆ ଭାଷା ଆନ୍ଦୋଳନସରସ୍ୱତୀଶିବ ଶଙ୍କର ସାହାଣୀବଳରାମ ଦାସଭୁବନେଶ୍ୱରଓଡ଼ିଆ ନାଟକଗ୍ରୀକ ଭାଷାକଥା (ପତ୍ରିକା)ମର୍ଦ୍ଦଳ୧୯ ମାର୍ଚ୍ଚ୧୫୭୯ୱାଘା ସୀମା ସମାରୋହଆତପଦାହଶ୍ୱେତସାରଅଗଷ୍ଟସବିନି ଅରୋଡ଼ାକାଳୀଚରଣ ପଟ୍ଟନାୟକକରାଚୀଦିଲୀପ ତିର୍କୀହସ୍ତମୈଥୁନଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟଲକ୍ଷ୍ମଣ ନାୟକମାଣବସା ଗୁରୁବାରବଳରାମ ମିଶ୍ରଭାରତର ସଂସ୍କୃତିଭାଷାଭୋଦେଇ ଓଷାକଳ୍ପନା ଚାୱଲାବିଷ୍ଣୁପଖାଳଓଡ଼ିଆ ଉଇକିପିଡ଼ିଆଦାମୋଦର ରାଉତଯମେଶ୍ୱର ମିଶ୍ରସାରଳା ମହାଭାରତଜ୍ଞାନପୀଠ ପୁରସ୍କାରବିଜ୍ଞାନ କାହାଣୀଖାରବେଳ ସ୍ୱାଇଁଓଡ଼ିଶାର ପର୍ବପର୍ବାଣିସିଲଡେନାଫିଲବ୍ରତୋପନୟନକିଶୋରୀ ଚରଣ ଦାସଇଣ୍ଟରନେଟଅସିତ ମହାନ୍ତି୧୫୫୨ଇରା ମହାନ୍ତିଜଗମୋହନଉଇକିବିଦ୍ୟାଳୟଭିକାରୀ ବଳଦେଶରାଜ୍ୟ ସଭାଗୀତଗୋବିନ୍ଦ୧୩୮୪ମାଗୁଣିର ଶଗଡ଼ଫକୀର ମୋହନ ସେନାପତି🡆 More