ଲତିକା କାଟ୍ଟ

ଲତିକା କାଟ୍ଟ (ଜନ୍ମ ୧୯୪୮) ପ୍ରସ୍ତର ଖୋଦନ, ଧାତୁ କାମ, ଓ ବ୍ରୋଞ୍ଜ କାମରେ ପାରଦର୍ଶିତା ପାଇଥିବା ଜଣେ ଶିଳ୍ପୀ । ସେ ପ୍ରସିଦ୍ଧ ବେଜିଂ ଆର୍ଟ୍ ବିଏନେଲ୍ ପୁରସ୍କାର ପାଇଥିଲେ ।

ଲତିକା କାଟ୍ଟ
ଜନ୍ମ (1954-03-12) ୧୨ ମାର୍ଚ୍ଚ ୧୯୫୪ (ବୟସ ୭୦)
ଉତ୍ତର ପ୍ରଦେଶ, ଭାରତ
ଜାତୀୟତାଭାରତୀୟ
ବିଭାଗଶଳ୍ପୀ
ପ୍ରଶିକ୍ଷଣଦି ଡୁନ୍ ସ୍କୁଲ୍
ବନାରସ୍ ହିନ୍ଦୁ ବିଶ୍ୱବିଦ୍ୟାଳୟ
ବରୋଦା ଚିତ୍ରକଳା ବିଦ୍ୟାଳୟ
ପୁରସ୍କାରଲଳିତ କଳା ଏକାଡେମୀ ପୁରସ୍କାର

ଜୀବନ ଓ ବୃତ୍ତି

ଲତିକା ଡେରାଡୁନର ଏକ ସମ୍ପୂର୍ଣ୍ଣ ବାଳକ ଥିବା ବିଦ୍ୟାଳୟ ଦି ଡୁନ୍ ସ୍କୁଲ୍‌ରୁ ସ୍ନାତ୍ତକ ଲାଭ କରିଥିଲେ । ସେ ସ୍ୱୀକାର କରିଥିଲେ ଯେ, ସମସ୍ତ ବାଳକ ଥିବା ଏକ ବିଦ୍ୟାଳୟରେ ଏକ ବାଳିକା ହେବା ତାଙ୍କୁ ପରବର୍ତ୍ତୀ ସମୟରେ ଆତ୍ମ‌ବିଶ୍ୱାସ ଓ ସାହସ ଦେଇଥିଲା । ପରେ ସେ ଲଳିତ କଳାରେ ସ୍ନାତ୍ତକ ପାଇଁ ବରୋଦା ଚିତ୍ର ମହାବିଦ୍ୟାଳୟ ଯାଇଥିଲେ ଓ ସେଠାରେ ୧୯୭୧ ମସିହାରେ ପ୍ରଥମ ଶ୍ରେଣୀରେ ସ୍ନାତ୍ତକ ଉତ୍ତୀର୍ଣ୍ଣ ହୋଇଥଲେ । ଏକ ଚିତ୍ର ପ୍ରଦର୍ଶନୀରେ ଇନ୍ଦିରା ଗାନ୍ଧୀଙ୍କଦ୍ୱାରା ତାଙ୍କର ପ୍ରତିଭା ଆନିଷ୍କୃତ ହୋଇଥିଲା, ଯିଏ ପରେ ତାଙ୍କୁ ଶିଲ୍ପୀକାମକୁ ବ୍ୟବସାୟ ରୂପେ ନେବାକୁ ଖିଥିଲେ । ୧୯୮୧ରୁ ଆରମ୍ଭ କରି ବ‌ହୁତ ବର୍ଷ ପର୍ଯ୍ୟନ୍ତ ସେ ଜାମିଆ ମିଲିଆ ଇସ୍‌ଲାମିଆ ଓ ବନାରସ୍ ହିନ୍ଦୁ ବିଶ୍ୱବିଦ୍ୟାଳୟ ଏବଂ ବର୍ତ୍ତମାନ ସେ ଜାମିଆ ମିଲିଆ ଇସ୍‌ଲାମିଆରେ ଲଳିତ କଳା ବିଭାଗର ମୁଖ୍ୟ । ସେ ଦିଲ୍ଲୀବମ୍ବେରେ ରହନ୍ତି ଓ କାମ କରନ୍ତି ।

ପ୍ରଦର୍ଶନୀ

ତାଙ୍କର କଳାକୃତି ଦେଖାଇଥିବା କେତେକ ଚିତ୍ର ପ୍ରଦର୍ଶନୀ :

  • ନିଜେ ଓ ପୃଥିବୀ: ଦିଲ୍ଲୀରେ ଜାତୀୟ ଆଧୁନିକ ଚିତ୍ରକଳା ଗ୍ୟାଲେରିରେ ଭାରତୀୟ ମହିଳା ଚିତ୍ରକରମାନ‌ଙ୍କ ପ୍ରଦର୍ଶନୀ ।
  • ମୁମ୍ବାଇରେ ସିମ୍ରୋଜା ଆର୍ଟ୍ ଗ୍ୟାଲେରିଠାରେ ମୋଲ୍ଟେନ୍ ଲ୍ୟାଣ୍ଡସ୍କେପ୍
  • ଗୁରଗାଓଁର ଗ୍ୟାଲେରି ଅଲ୍ଟର୍ନେଟିଭ୍‌ସ୍‌ରେ ଦଳୀୟ କାର୍ଯ୍ୟକ୍ରମ ।

ଏକ‌କ ପ୍ରଦର୍ଶନ: ଦିଲ୍ଲୀର ଆର୍ଟ୍ ହେରିଟେଜ୍, ଏମ୍ଏମ୍‌ବି ଓ କଳା ମେଳା, କଲିକତାର କାଲ୍‌କାଟା ଆର୍ଟ୍ ଗ୍ୟାଲେରି, ପ୍ରସ୍ତର କଳା ଓ ଚିତ୍ର ଜେଏଜି ସିୱାଇଏଜି (JAG CYAG)ସେଠ୍, ପ୍ରେତିମା. ଡିକ୍ସିଓନାରୀ ଅଫ୍ ଇଣ୍ଡିଆନ୍ ଆର୍ଟ୍ ଏଣ୍ଡ୍ ଆର୍ଟିଷ୍ଟ୍. ମ୍ୟାପିନ୍ ପ୍ରକାଶନ.

ପୁରସ୍କାର

  • ଗୁଜରାଟ ରାଜ୍ୟ ଲଳିତ କଳା ଏକଡ଼େମୀ, ଅହମଦାବାଦ, ୧୯୭୩
  • ସର୍ବ ଭାରତୀୟ ଫାଇନ୍ ଆର୍ଟ୍‌ସ ଏଣ୍ଡ୍ କ୍ରାଫ୍ଟ୍‌ସ, ୧୯୭୪
  • ସୋସାଇଟି, ନୂଆଦିଲ୍ଲୀ, ୧୯୭୫ ଓ ୧୯୭୬
  • ଏକାଡ଼େମୀ ଅଫ୍ ଫାଇନ୍ ଆର୍ଟ୍‌ସ, କଲିକତା, ୧୯୭୪
  • ପାଞ୍ଚ ଜଣ ଉଲ୍ଲେଖନୀୟ ମହିଳାମାନଙ୍କ ମଧ୍ୟରୁ ଜଣେ, ୧୯୭୫
  • ଆର୍ଟିଷ୍ଟ୍ ସେଣ୍ଟର୍‌ରେ ଆନ୍ତର୍ଜାତୀୟ ମହିଳାମାନଙ୍କ ପ୍ରଦର୍ଶନ, ବମ୍ବେ, ୧୯୭୫
  • ଏ ପି କାଉନ୍‌ସିଲ୍ ଅଫ୍ ଆର୍ଟିଷ୍ଟ୍, ହାଇଦ୍ରାବାଦ୍, ୧୯୭୬
  • ଜାତୀୟ ପୁରସ୍କାର, ଲଳିତ କଳା ଏକାଡ଼େମୀ, ନୂଆଦିଲ୍ଲୀ, ୧୯୮୦

ବୃତ୍ତି

  • ଜାତୀୟ ସାଂସ୍କୃତିକ ବୃତ୍ତି MSU,UGC ନୂଆଦିଲ୍ଲୀ
  • ଆନ୍ତର୍ଜାତୀୟ: ବ୍ରିଟିଶ୍ କାଉନ୍‌ସିଲ୍ ସ୍କଲାର୍‌ସିପ୍ ସ୍ଲେଡ୍ ସ୍କୁଲ୍ ଅଫ୍ ଆର୍ଟ୍, ଲଣ୍ଡନ୍

ଆଧାର

  • Sheth, Pretima. Dictionary of Indian Art & Artist. Mapin publishing.

ବାହ୍ୟ ଆଧାର

Tags:

ଲତିକା କାଟ୍ଟ ଜୀବନ ଓ ବୃତ୍ତିଲତିକା କାଟ୍ଟ ପ୍ରଦର୍ଶନୀଲତିକା କାଟ୍ଟ ପୁରସ୍କାରଲତିକା କାଟ୍ଟ ବୃତ୍ତିଲତିକା କାଟ୍ଟ ଆଧାରଲତିକା କାଟ୍ଟ ବାହ୍ୟ ଆଧାରଲତିକା କାଟ୍ଟ

🔥 Trending searches on Wiki ଓଡ଼ିଆ:

ନିତ୍ୟାନନ୍ଦ ମହାପାତ୍ରଖଣ୍ଡଗିରି ମେଳାଛାତ୍ରବୃତ୍ତିଜ୍ୟୋତି ପ୍ରକାଶ ପାଣିଗ୍ରାହୀସମାଜ ବିଜ୍ଞାନଶବ୍ଦ (ପଦ)ସୀତା ବିବାହମହୁ ଚାଷଦ୍ୱିତୀୟ ବିଶ୍ୱଯୁଦ୍ଧପ୍ରାଣବନ୍ଧୁ କରଭାରତୀୟ ଦଣ୍ଡ ସଂହିତା, ୧୮୬୦ସୁକାନ୍ତ କୁମାର ନାୟକଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟଉଇକିକଥାଭାରତୀୟ ସ୍ୱାଧୀନତା ଆନ୍ଦୋଳନକନ୍ଧମାଳ ଜିଲ୍ଲାଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାଦିବ୍ୟସିଂହ ଦେବସାହି ଯାତଆଲେକ୍‌ଜାଣ୍ଡର ଫ୍ଲେମିଙ୍ଗଲକ୍ଷ୍ମଣ ନାୟକଭୂମିକମ୍ପଗୌତମ ବୁଦ୍ଧଭୀମ ଭୋଇବିଞ୍ଝାରପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗୋପାଳ କୃଷ୍ଣ ରଥଚିଲିକା ହ୍ରଦମହାଶ୍ୱେତା ରାୟତୁଳସୀ ଗଛବାଙ୍କଚୂଡ଼ା ବେଶବଲାଙ୍ଗୀର ଜିଲ୍ଲାନାଗ ଐରିଜୁଲାଇମନୋଜ କୁମାର ମିଶ୍ର୨୪ ଅଗଷ୍ଟ୨୧ଖ୍ରୀଷ୍ଟ ଧର୍ମଆଧୁନିକ କଥା ସାହିତ୍ୟ (ଉପନ୍ୟାସ)କାହ୍ନୁଚରଣ ମହାନ୍ତିଧାତୁଇଣ୍ଡୋନେସିଆଅଗଷ୍ଟଉତ୍କଳ ସମ୍ମିଳନୀ୨୮ ଜୁଲାଇଅବକାଶ ବେଶଯଶୋବନ୍ତ ଦାସଆକବରଯୁକ୍ତରାଷ୍ଟ୍ର ଆମେରିକାଚନ୍ଦ୍ରଶେଖର ରଥପୁଷ୍ୟା (ନକ୍ଷତ୍ର)ମଇମୟୂରଭଞ୍ଜ ଜିଲ୍ଲାରାଶି ଓ ନକ୍ଷତ୍ରଜାପାନୀ ଭାଷାତ୍ରିଭୁଜଲଣ୍ଡନଏସିଆରମାଦେବୀ ଚୌଧୁରୀମ୍ୟାଲେରିଆପ୍ରଦୂଷଣଅକ୍ଷୟ ତୃତୀୟାବିଭୁ କିଶୋରସୁଗ୍ରୀବଓଡ଼ିଆ ନାରୀ କବି ମାନଙ୍କ ତାଲିକାଢଗ ଢମାଳିଦାଶରଥି ଦାସସେହି ଦିନ୨୮ ଜୁନବିରେନ ପଲେଇଗାୟତ୍ରୀ ସରାଫ୨୦୧୯ ଭାରତୀୟ ସାଧାରଣ ନିର୍ବାଚନ🡆 More