ଉପନ୍ୟାସ ଲଜ୍ଜା: ତସଲିମା ନାସରିଙ୍କ ଲିଖିତ ଉପନ୍ୟାସ

ଲଜ୍ୟା (ବଙ୍ଗଳା: লজ্জা Lôjja) (Shame) ତସଲିମା ନସରିନଙ୍କଦ୍ୱାରା ଲିଖିତ ଏକ ବଙ୍ଗାଳୀ ଉପନ୍ୟାସ । ବଙ୍ଗାଳୀରେ ବହିର ନାମ ଲୋଜା  ଯାହା ବିଭିନ୍ନ ଭାରତୀୟ ଭାଷାରେ ଲଜ୍ୟା  ଭାବେ ପରିଚିତ । ବହିଟି ୧୯୯୩ ମସିହାରେ ବଙ୍ଗଳାଦେଶରେ ପ୍ରକାଶିତ ହେଇଥିଲା ଓ ନିଷିଦ୍ଧ କରାଯାଇଥିଲା ।  ପ୍ରକାଶ ପାଇବାର ୬ ମାସ ଭିତରେ ବହିର ୫୦,୦୦୦ ସଂସ୍କରଣ ବିକ୍ରି ହେଇଥିଲା ।   ବଙ୍ଗଳାଦେଶରେ ନିଜ ଜୀବନ ପ୍ରତି ବିପଦ ଦେଖି ଓ ଇସ୍ଲାମିକ ସଂଗଠନରୁ ବାରମ୍ବାର ଧମକ ପାଇଥିବାରୁ ତସଲିମା ବାଂଲାଦେଶ ପଳାୟନ କରିଥିଲେ ।

ଲଜ୍ୟା  
Cover of Book named Lajja.jpg
ଲେଖକତସଲିମା ନସରିନ
ଦେଶବଙ୍ଗଳାଦେଶ
ଭାଷାବଙ୍ଗାଳୀ
ବିଭାଗଉପନ୍ୟାସ
ପ୍ରକାଶ ତାରିଖ୧୯୯୩
ମାଧ୍ୟମ ପ୍ରକାରPrint (Hardback & Paperback)
ପୃଷ୍ଠା୩୦୨
ISBN1-57392-165-3
OCLC ନମ୍ବର37322498
Dewey Decimal891.4/437 21
LC ClassificationPK1730.3.A65 L3513 1997

ନସରିନ ବହିଟିକୁ ଭାରତର ଉପ-ମହାଦେଶରେ ବାସ  କରୁଥିବା ସମସ୍ତଙ୍କୁ ସମର୍ପଣ କରିଥିଲେ।  

ସାରାଂଶ 

ଲଜ୍ୟା  ୧୯୯୨ରେ ଭାରତରେ  ବାବରୀ ମସଜିଦ ଧ୍ୱଂସ ହେବା ପରେ ବଙ୍ଗଳାଦେଶରେ ଆରମ୍ଭ ହୋଇଥିବା ଅଣ-ହିନ୍ଦୁ ଦଙ୍ଗା ଉପରେ ଆଧାରିତ । ବହିଟି ମୂଳ ରୂପେ ଦର୍ଶେଚି କି କିପରି ଦଙ୍ଗାରେ ଅଳ୍ପସଙ୍ଖକ ହିନ୍ଦୁଙ୍କ ଉପରେ ଅତ୍ୟାଚାର ହେଇଥିଲା । 

ଅନୁବାଦ 

ଲଜ୍ୟା  ଆରବ, ଜର୍ମନ, ଇଂରାଜୀ, ଓଡ଼ିଆ , ଉର୍ଦ୍ଦୁ , ମାରାଠି , ପଞ୍ଜାବୀ , ତାମିଳ , ଗୁଜରାଟୀ , କନ୍ନଡ , ନେପାଳୀ , ଫିନ୍ନିଶ ଓ ଅନ୍ୟ ଭାଷାରେ ଅନୁବାଦ ହୋଇଛି ।  

ଆଧାର

Tags:

ତସଲିମା ନସରିନବଙ୍ଗଳା ଭାଷା

🔥 Trending searches on Wiki ଓଡ଼ିଆ:

ଓଡ଼ିଶାପ୍ରାଣବନ୍ଧୁ କରହୃଷୀକେଶ ମଲ୍ଲିକମ୍ୟାଲେରିଆନୋବେଲ ପୁରସ୍କାରବିଜୟ ଶଙ୍କର ଦାସଟୋକିଓପ୍ରବୀଣ ଚନ୍ଦ୍ର ଭଞ୍ଜଦେଓଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବିଜ୍ଞାନଶାସ୍ତି (ଓଡ଼ିଆ କଥାଚିତ୍ର)ସ୍ତନଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଗୌତମ ବୁଦ୍ଧମୁକ୍ତିକାନ୍ତ ମଣ୍ଡଳଓଡ଼ିଶା ବିଧାନ ସଭାଭାରତର ସଂସ୍କୃତିଫେବୃଆରୀହେମଲତା ମାନସିଂହଅର୍ଚ୍ଚିତା ସାହୁଚାନ୍ଦ୍ରମାସଭଣ୍ଡ ଗଣେଶଜ୍ୟୋତିର୍ଲିଙ୍ଗପୁରୀରାମାୟଣଓଡ଼ିଆ ଖାଦ୍ୟଓଡ଼ିଆ କବି ମାନଙ୍କର ତାଲିକାରବର୍ଟ ହିଲ୍ପ୍ରତାପରୁଦ୍ର ଦେବରକ୍ତବୈଜୟନ୍ତ ପଣ୍ଡାତୁଳସୀ ଗଛଅକ୍ଷାଂଶଭାନୁଜୀ ରାଓବିରିୟାନୀକୋଣାର୍କ ସୂର୍ଯ୍ୟ ମନ୍ଦିରକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ବଳରାମ ଦାସସୂଚନା ପ୍ରଯୁକ୍ତିବିଦ୍ୟାଫକୀର ମୋହନ ସେନାପତିଦେବୁ ବୋଷବିରଳା ମନ୍ଦିର, ହାଇଦ୍ରାବାଦ୧୬୬୫ପଖିଆଲାଟିନ ଭାଷାନଅତୁଣ୍ଡୀଆନନ୍ଦ ଶଙ୍କର ଦାସଟିଣବୈଶାଖଓଡ଼ିଶାର ଭୂଗୋଳସୁନାରୋହିତ ଶର୍ମାଭୀମ ଭୋଇପ୍ରତିଭା ରାୟଜଗନ୍ନାଥ ପ୍ରସାଦ ଦାସକୃଷ୍ଣପ୍ରସାଦ ମିଶ୍ରଗୋପବନ୍ଧୁ ଚୌଧୁରୀଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟଯୌନ ଉତ୍ପୀଡ଼ନସମୀର ରଞ୍ଜନ ଦାଶବନ୍ୟାତିଳ ଚତୁର୍ଥୀ୧୮ ଅକ୍ଟୋବରରାସେଶ୍ୱରୀ ପାଣିଗ୍ରାହୀ🡆 More