ଲକ୍ଷ୍ମୀ ପରିଡ଼ା

ଲକ୍ଷ୍ମୀ ପରିଡ଼ା ଜଣେ ଓଡ଼ିଆ ମହିଳା, ଯିଏ ବର୍ତ୍ତମାନ କମ୍ପୁଟେସନାଲ ବାୟୋଲୋଜି ସେଣ୍ଟର, ଆଇ.ବି.ଏମ.

ବାଟସନ ରିସର୍ଚ୍ଚ, ନ୍ୟୁୟର୍କରେ ଜୈବପ୍ରଯୁକ୍ତି ବିଜ୍ଞାନ (ବାୟୋଇନଫରମେଟିକ୍ସ) କ୍ଷେତ୍ରରେ ୧୯୯୮ ମସିହାରୁ ଗବେଷଣାରତ ତଥା କମ୍ପୁଟେସନାଲ ଜିନୋମିକ୍ସ ଗବେଷଣା ଦଳର ମୁଖ୍ୟ । ସେ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ବିଜ୍ଞାନ ବିଭାଗ, ଯାହାକି ବିଖ୍ୟାତ କୋରାଣ୍ଟ ଇନଷ୍ଟିଚ୍ୟୁଟ ଅଫ ମ୍ୟାଥମେଟିକାଲ ସାଇନ୍ସର ଅଂଶବିଶେଷ, ସେଠାରୁ ନିଜର ଡକ୍ଟରେଟ ଉପାଧି ହାସଲ କରିଛନ୍ତି । ସେ ମଧ୍ୟ ପ୍ୟାଟର୍ଣ୍ଣ ଡିସ୍କଭରି, ଆଲଗୋରିଦମ ଗଠନ ଓ ବିଷ୍ଳେଷଣ, ପପୁଲେସନ ଜିନୋମିକ୍ସ, କମ୍ପାରେଟିଭ ଜିନୋମିକ୍ସ ଇତ୍ୟାଦି ବିଷୟରେ ଗବେଷଣା ନିମନ୍ତେ ବିଶେଷ ରୁଚି ରଖନ୍ତି । ଏହା ବ୍ୟତୀତ ସେ ୬୫ରୁ ଅଧିକ ଗବେଷଣା ମୂଳକ ଲେଖା ଓ ୨୦ରୁ ଅଧିକ ପାଟେଣ୍ଟର ଅଧିକାରୀ ତଥା ବହୁ ବୈଷୟିକ ଆଲୋଚନା ଚକ୍ରରେ ବକ୍ତବ୍ୟ ପ୍ରଦାନ କରିଛନ୍ତି।

ଫାଇଲ:LaxmiParida.JPG
ଲକ୍ଷ୍ମୀ ପରିଡ଼ା

ସେ ଦୁଇଟି ପୁସ୍ତକ ମଧ୍ୟ ରଚନା କରିଛନ୍ତି ।

  1. ପୁର୍ବ: ଫିଷ୍ଟସ ଫ୍ରମ ଦି ଇଷ୍ଟ ( ଓଡ଼ିଆ କୁଇଜିନ ଫ୍ରମ ଇଷ୍ଟର୍ଣ୍ଣ ଇଣ୍ଡିଆ)
  2. ପ୍ୟାଟର୍ଣ୍ଣ ଡିସ୍କଭରି ଇନ ବାୟୋଇନଫରମେଟିକ୍ସ: ଥିଓରି ଏଣ୍ଡ ଆଲଗୋରିଦମ୍ସ

ଆଧାର

Tags:

ଆଇ.ବି.ଏମ.ଓଡ଼ିଆକମ୍ପ୍ୟୁଟର ବିଜ୍ଞାନ

🔥 Trending searches on Wiki ଓଡ଼ିଆ:

ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନହନୁମାନ ବାଟିକାଚଇତି ଘୋଡ଼ା ନାଚଉପନିଷଦସରୋଜିନୀ ନାଇଡୁଅଲାରନାଥ ମନ୍ଦିର୨୮ ଫେବୃଆରୀବଳଦେବଜୀଉ ମନ୍ଦିରଜଗନ୍ନାଥଙ୍କ ବେଶନରେନ୍ଦ୍ର ମୋଦୀଦେବୁ ବୋଷପକୋଡ଼ାଉଦୟନାଥ ଷଡ଼ଙ୍ଗୀକାହ୍ନୁଚରଣ ମହାନ୍ତିପ୍ରଦୀପ କୁମାର ପାଣିଗ୍ରାହୀକୃଷ୍ଣପ୍ରସାଦ ମିଶ୍ରବଉଳବୈକୁଣ୍ଠନାଥ ପଟ୍ଟନାୟକମହାପାତ୍ର ନୀଳମଣି ସାହୁବର୍ଷାକଟକଅଚ୍ୟୁତ ଗୋକୁଳ ନାୟକନେଲସନ ମଣ୍ଡେଲାଆଉରଙ୍ଗଜେବଉତ୍କଳ ବ୍ରାହ୍ମଣୟୁ ଟ୍ୟୁବଗୋପବନ୍ଧୁ ଚୌଧୁରୀଅସହଯୋଗ ଆନ୍ଦୋଳନଫସ୍‌ଫରସସରସ୍ୱତୀ ସମ୍ମାନନୀଳକଣ୍ଠ ଦାସଚିଲିକା (ବହୁବିକଳ୍ପ)ମାଣବସା ଗୁରୁବାର୧୦୫୪ଓଡ଼ିଶୀଦଣ୍ଡ ନାଟବିଶ୍ୱତାପନହମିଦା ବାନୁ ବେଗମଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରବାରବାଟି ଦୁର୍ଗଅଶ୍ରୁମୋଚନ ମହାନ୍ତିଚିତ୍ତରଞ୍ଜନ ତ୍ରିପାଠୀଓଡ଼ିଆ ଭାଷାତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରଶରତ କୁମାର ମହାନ୍ତି୩୦ ଅପ୍ରେଲଉଇକିପିଡ଼ିଆ ସମୂହର ତାଲିକାଜଗନ୍ନାଥଙ୍କ ଧୂପଲୋକ ସଭାବଡ଼ ଏରାପଞ୍ଚୁ ପାଣ୍ଡବ (ଓଡ଼ିଆ କଥାଚିତ୍ର)ମନୋଜ ଦାସଓପନ-ସୋର୍ସ ସଫ୍ଟୱେରଆଖିଲକ୍ଷ୍ମୀ ପୁରାଣସୁନାକାଳୀଚରଣ ପଟ୍ଟନାୟକମସ୍କୋନବଗୁଞ୍ଜରକାଗଜଚିଲିକା (କବିତା)ଫତୁରାନନ୍ଦଦାସିଆ ବାଉରୀvji40ଏଣ୍ଡୋମେଟ୍ରିଓସିସହେମୋଫିଲିଆ୧୬୬୫🡆 More