ବଣ୍ଡା ଭାଷା: ଭାରତୀୟ ଆଦିମ ଓ ବିଲୁପ୍ତ ଭାଷା

ବଣ୍ଡା ଭାଷା (ରେମୋ ଓ ରେମୋସାମ ନାମରେ ମଧ୍ୟ ଜଣା) ଓଡ଼ିଶାର ଏକ ଆଦିବାସୀ ଜନଜାତିର ଭାଷା । ଏହା ପ୍ରଧାନତଃ ଜିଲ୍ଲାରେ କଥିତ । ୧୯୫୧ ଭାରତୀୟ ଜନଗଣନା ଅନୁସାରେ ଏହି ଭାଷାର ୨୫୬୮ ଜଣ ଭାଷାଭାଷୀ ଥିଲେ । ଏସାଆଇଏଲ ଅନୁସାରେ ଏହା ପରେ ୨୦୦୨ ବେଳକୁ ୯୦୦୦କୁ ବୃଦ୍ଧି ପାଇଛି ।

ବଣ୍ଡା
ରେମୋ
ଅଞ୍ଚଳଭାରତ
ମାତୃଭାଷୀ
ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।
ଅଷ୍ଟ୍ରୋଏସିଆଟିକ
ଓଡ଼ିଆ
ଭାଷା କୋଡ୍
ISO ୬୩୯-୩bfw
ELPRemo

ବିଭାଗୀକରଣ

ବଣ୍ଡା ଭାଷା ଅଷ୍ଟ୍ରୋଏସିଆଟିକ ଭାଷା ପରିବାରର ମୁଣ୍ଡା ଭାଷାଗୋଷ୍ଠୀର ଦକ୍ଷିଣ ଉପବିଭାଗ ଅନ୍ତର୍ଗତ ଏକ ଆଦିବାସୀ ଜନଜାତି ଭାଷା । ବଣ୍ଡା ଭାଷା ପାଇଁ କୌଣସି ବିଧିବଦ୍ଧ ଲିପି ନଥିବା ବେଳେ ଓଡ଼ିଶାରେ ରହୁଥିବା ବଣ୍ଡାଭାଷୀମାନେ କେତେକ କ୍ଷେତ୍ରରେ ଓଡ଼ିଆ ଲିପି ବ୍ୟବହାର କରିଥାନ୍ତି । ଆଉ ଏକ ଦକ୍ଷିଣ ମୁଣ୍ଡା ଭାଷା ଗଦବା ସହ ସମାନତା ଥିବାରୁ ବଣ୍ଡା ଗୁତବ-ରେମୋ ଶାଖାର ।

ଶବ୍ଦାବଳୀ

ସମ୍ବନ୍ଧସୂଚକ ଶବ୍ଦାବଳୀ

ସମ୍ବନ୍ଧସୂଚକ ଶବ୍ଦସବୁରେ ପଶ୍ଚାତ୍ତାଲବ୍ୟ ନାସିକାଧ୍ୱନି (ŋ) ପ୍ରାୟତଃ ବ୍ୟବହାର ହୋଇଥାଏ । ବିଭିନ୍ନ ସମ୍ବନ୍ଧସୂଚକ ଶବ୍ଦ ବିଭିନ୍ନ ସ୍ଥାନରେ ବ୍ୟବହାର ହୋଇଥାଏ ।

ବଣ୍ଡା ଓଡ଼ିଆ ଅର୍ଥ ଇଂରାଜୀ ଅର୍ଥ
ba? ବାପା Father
iyɔŋ ମା Mother
remɔ ପୁରୁଷ Man
mpɔr ବର Husband
kunui ପତ୍ନୀ Wife
bɔrai ମାଉସୀ Aunt
busã ମଉସା Uncle
tata ଜେଜେବାପା/ଅଜା Grandfather
ya/iya ଜେଜେମା/ଆଈ Father's mother/Mother's mother
maŋ ବଡ଼ ଭାଇ Eldest brother
miŋ ବଡ଼ ଭଉଣୀ Elder sister
ile?ǐ ନାତି Grandchild
masɔ ପୁତୁରା Nephew

ବାହାର ତଥ୍ୟ

ଆଧାର

Tags:

ବଣ୍ଡା ଭାଷା ବିଭାଗୀକରଣବଣ୍ଡା ଭାଷା ଶବ୍ଦାବଳୀବଣ୍ଡା ଭାଷା ବାହାର ତଥ୍ୟବଣ୍ଡା ଭାଷା ଆଧାରବଣ୍ଡା ଭାଷାଓଡ଼ିଶାମାଲକାନଗିରି ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ବୁର୍ଜ ଖଲିଫା, ଦୁବାଇଏ. ଶ୍ରୀକର ପ୍ରସାଦଇଣ୍ଡୋନେସିଆପୃଥିବୀଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରବର୍ଷାଡାମନ ଓ ଡିଉପଙ୍କଜ ଚରଣ ଦାସଡୁସେନ ମସ୍କୁଲାର ଡିସ୍ଟ୍ରୋଫିଶାନ୍ତନୁ କୁମାର ଆଚାର୍ଯ୍ୟଛତିଶଗଡ଼୩ ମଇକଳାହାଣ୍ଡି ଜିଲ୍ଲାଓଡ଼ିଶାର ଭୂଗୋଳଉଇକିମିଡ଼ିଆ ଫାଉଣ୍ଡେସନନୀଳମାଧବ ମନ୍ଦିରମ୍ୟାଲେରିଆଉଇକିଖବରଗଣିତଗୁରୁସଫ୍ଟୱେରଘସିପୁରା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବିରଜା ମନ୍ଦିରତୀର୍ଯ୍ୟକ ଦୃଷ୍ଟିତାମ୍ରଲିପ୍ତଅସହଯୋଗ ଆନ୍ଦୋଳନଅରୁଣାଚଳ ପ୍ରଦେଶବିରାଟ କୋହଲୀଉଇକିଅଭିଧାନଓଡ଼ିଆ ରାମାୟଣଶକ୍ତି୧ (ସଂଖ୍ୟା)ପାନୋବିନୋଷ୍ଟାଟଗଢ଼ି ଜାଣିଲେ ଘର ସୁନ୍ଦରଗୋପବନ୍ଧୁ ଚୌଧୁରୀପାଟିସିରାନଅନନ୍ତ ପଟ୍ଟନାୟକବାଇଶି ପାହାଚ୧୩୯୯ଅଂଶୁଘାତ୫ ଜୁଲାଇ୧୯୮୪୧୪୯୩୨୮ ମଇସ୍ୱାମୀ ବିବେକାନନ୍ଦମହାତ୍ମା ଗାନ୍ଧୀଉଇକିକଥାକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଭାରତ ଛାଡ଼ ଆନ୍ଦୋଳନସୀତାକାନ୍ତ ମହାପାତ୍ରବ୍ରହ୍ମପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଦି ଟାଇମସ୍ ଅଫ୍ ଇଣ୍ଡିଆଖାଦ୍ୟହାମିଦା ବାନୁସମାଜ (ଖବରକାଗଜ)ପରଶମଣି (ଉପନ୍ୟାସ)ମୋହନ ନାୟକରାମଉଦ୍ଭିଦ ବିଜ୍ଞାନନବଗୁଞ୍ଜରଗୋପାଳସ୍ୱାମୀ ଦୋରାଇସ୍ୱାମୀ ନାଇଡୁଆର୍ଟିଫିସିଆଲ ଇଣ୍ଟେଲିଜେନ୍ସବୀର ସୁରେନ୍ଦ୍ର ସାଏରାଜାରାଣୀ ମନ୍ଦିରଜଗନ୍ନାଥ ମନ୍ଦିର🡆 More