ପରିଣାମ: ୧୯୬୧ର ଓଡ଼ିଆ କଥାଚିତ୍ର

ପରିଣାମ ୧୯୬୦ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କୃଷ୍ଣଚନ୍ଦ୍ର ତ୍ରିପାଠୀ । ନିର୍ଦ୍ଦେଶକ ବିଶ୍ୱନାଥ ନାୟକ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଭୁବନେଶ୍ୱର ମିଶ୍ର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ପରିଣାମ
ନିର୍ଦ୍ଦେଶକବିଶ୍ୱନାଥ ନାୟକ
ପ୍ରଯୋଜକକୃଷ୍ଣଚନ୍ଦ୍ର ତ୍ରିପାଠୀ
କଳାକାରଶରତ ପୂଜାରୀ, ଗୀତିସୁଧା, କାର୍ତ୍ତିକ ଘୋଷ, ପ୍ରମୋଦ ପାଣିଗ୍ରାହୀ
ମୁକ୍ତିଲାଭ ତାରିଖ
୩ ନଭେମ୍ବର ୧୯୬୦
ଦେଶଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୯୫ ହଜାର

ପ୍ରମୋଦ ପାଣିଗ୍ରାହୀ, ଗୀତିସୁଧା, ଶରତ ପୂଜାରୀ, କାର୍ତ୍ତିକ ଘୋଷ, ଧୀର ବିଶ୍ୱାଳ, ମଣିଆ, ଦୁଃଖୀରାମ ସ୍ୱାଇଁ, ତୁଷାର ଆଦି କଲାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଅଭିନେତ୍ରୀ ସୁଧାରାଣୀ ଜେନା (ଗୀତିସୁଧା) ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ।

ଅଭିନୟ

ଗୀତ ଏବଂ ସଙ୍ଗୀତ

ଏହି କଥାତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇର୍ଥିଲେ ଭୁବନେଶ୍ୱର ମିଶ୍ରସିପ୍ରା ବୋଷ, ନିର୍ମଳା ମିଶ୍ର, ଅକ୍ଷୟ ମହାନ୍ତି, ସନ୍ଧ୍ୟା ମୁଖାର୍ଜୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତଗାୟକସମୟ
1."ରାଧିକା ମୋହନ ପାଦତଳେ ନିଅ ଡାକି"ସନ୍ଧ୍ୟା ମୁଖାର୍ଜୀ 
2."ସୁନାର ଦୁନିଆ"ଅକ୍ଷୟ ମହାନ୍ତି 

ମୁକ୍ତିଲାଭ

ଏହି କଥାଚିତ୍ରଟି ୧୯୬୦ ମସିହାର ନଭେମ୍ବର ୩ ତାରିଖରେ କଟକର କ୍ୟାପିଟାଲ୍, ପୁରୀର ଶ୍ରୀକୃଷ୍ଣ ଓ ଆସ୍କାର ଉତ୍କଳ ଟିକଜ୍‌ରେ ମୁକ୍ତିଲାଭ କରିଥିଲା । ଏହି କଥାଚିତ୍ରର ସବୁ ପ୍ରିଣ୍ଟ ୧୯୬୯ ମସିହାରେ ନଷ୍ଟ ହୋଇଯାଇଥିଲା । ଫିଲ୍ମ ଜର୍ଣ୍ଣଲିଷ୍ଟ ଫୋରମ‌ଦ୍ୱାରା ଏହାର କପି ଆସ୍କାରୁ ଉଦ୍ଧାର କରାଯାଇ, ଡିଜିଟାଇଜ୍ କରାଯିବ ସହିତ ୬ ନଭେମ୍ବର ୨୦୨୩ରେ ଏହାକୁ ଭୁବନେଶ୍ୱରଠାରେ ପୁନଃପ୍ରଦର୍ଶନ କରାଯାଇଥିଲା ।

ଆଧାର

ଅଧିକ ତଥ୍ୟ

Tags:

ପରିଣାମ ଅଭିନୟପରିଣାମ ଗୀତ ଏବଂ ସଙ୍ଗୀତପରିଣାମ ମୁକ୍ତିଲାଭପରିଣାମ ଆଧାରପରିଣାମ ଅଧିକ ତଥ୍ୟପରିଣାମବିଶ୍ୱନାଥ ନାୟକ

🔥 Trending searches on Wiki ଓଡ଼ିଆ:

ଭାରତୀୟ ସମ୍ବିଧାନ୩୧ ମାର୍ଚ୍ଚଭାଇ ଭାଇଶାନ୍ତନୁ କୁମାର ଆଚାର୍ଯ୍ୟକାସ୍ପିଆନ ସାଗରପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଉପେନ୍ଦ୍ର ଭଞ୍ଜଯଶୋଧାରା ମିଶ୍ରରୁକୁଣା ରଥଯାତ୍ରାଲାଟିନ ଭାଷାଗୌତମ ବୁଦ୍ଧଭୁଟାନସୌମ୍ୟ ରଞ୍ଜନ ପଟ୍ଟନାୟକ୧୮ ଅଗଷ୍ଟଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଶ୍ରାଦ୍ଧପୁରୀମନୋରଞ୍ଜନ ଦାସପ୍ରଥମ ବିଶ୍ୱଯୁଦ୍ଧକୁମ୍ଭ (ରାଶି)ଜାପାନୀ ୟେନ୍ବସନ୍ତ କୁମାରୀ ଦେବୀଲୁହାଶ୍ରୀନିବାସ ରାମାନୁଜନବସନ୍ତ ରୋଗଭାରତର ସଂସ୍କୃତିଯୌନ ସମ୍ଭୋଗଗୋପୀନାଥ ମହାନ୍ତିଗୋପପୁର (ଗପ ସଙ୍କଳନ)ଏ ଭି ସ୍ୱାମୀଓଡ଼ିଆ କାବ୍ୟ କବିତାଗୋପାଳ ଚନ୍ଦ୍ର ପ୍ରହରାଜ୨ ଅଗଷ୍ଟସମାଜ (ଖବରକାଗଜ)ଗୀତଗୋବିନ୍ଦ୨୦୨୩ର ଓଡ଼ିଆ କଥାଚିତ୍ରଓଡ଼ିଶାର ପର୍ବପର୍ବାଣିଓଡ଼ିଆ ରାମାୟଣମହାତ୍ମା ଗାନ୍ଧୀବିଶାଖା ଏବଂ ଅନ୍ୟମାନେ ବନାମ ରାଜସ୍ଥାନ ସରକାରଭାରତଦ୍ରୌପଦୀ ମୁର୍ମୁଶ୍ରୀ ଅରବିନ୍ଦସୁଶାସନ ଦିବସଗୋବିନ୍ଦ ତ୍ରିପାଠୀସମଲେଶ୍ୱରୀ ମନ୍ଦିରମାସକୁଲନ ବାଗେୟୁରୋପକୁନ୍ତଳା କୁମାରୀ ସାବତଏକାଦଶୀହରେକୃଷ୍ଣ ବେହେରାପ୍ରଶାନ୍ତ ପଟ୍ଟନାୟକ୧୧ ମାର୍ଚ୍ଚସମ୍ବାଦଓଡ଼ିଆ ଭାଷାଉମେଶଚନ୍ଦ୍ର ସରକାର୧୯୭୫ଅନ୍ନପୂର୍ଣ୍ଣା ମହାରଣାଚିକିତ୍ସା ବିଜ୍ଞାନକାଳିନ୍ଦୀ ଚରଣ ପାଣିଗ୍ରାହୀସମ୍ବଲପୁରୀ ଭାଷାକେରଳସାରଳା ଦାସବିଶ୍ୱନାଥ କରଚୋଡ଼ଗଙ୍ଗ ଦେବ🡆 More