ନାଙ୍ଗଲ୍

]

Nangal
Industrial Town of Punjab
city
Bhakra Dam
Bhakra Dam
ଦେଶନାଙ୍ଗଲ୍ India
ରାଜ୍ୟPunjab
ଜିଲ୍ଲାRupnagar
Elevation
326 m (1,070 ft)
Population
 (2001)
 • Total୪୦,୬୪୪
ଭାଷା
 • ସରକାରୀPunjabi
Time zoneUTC+5:30 (IST)
PIN
140124
ଯାନବାହାନ ପଞ୍ଚୀକରଣPB 74
Websitehttp://rupnagar.nic.in/html/Nangal.htm

ନାଙ୍ଗଲ୍ ଏକ ଭାରତୀୟ ପୌରପାଳିକା ଅଟେ । ଏହା ପଞ୍ଜାବର ରୁପ୍‌‌ନଗର ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି

ନାଙ୍ଗଲ୍ ୩୧.୩୬୬୭ ଉତ୍ତର ଅକ୍ଷାଂଶ ଓ ୭୬.୩୮୩୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୦୬୯ ଫୁଟ ଉଚ୍ଚତାରେ ରହିଛି ।

ଜନସଂଖ୍ୟା ଓ ସାକ୍ଷରତା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନାଙ୍ଗଲ୍ ସହରର ମୋଟ ଜନସଂଖ୍ୟା ୪୦୬୪୪ ଅଟେ । ସେଥି ମଧ୍ୟରୁ ୫୨.୭୯% ଜଣ ପରୁଷ ହୋଇଥିବା ବେଳେ ୪୭.୨୧% ଜଣ ନାରୀ ଅଟନ୍ତି । ନାଙ୍ଗଲ୍ର ସାକ୍ଷରତା ହାର ୭୮.୧୬% ଅଟେ । ଏହା ଜାତୀୟ ହାରଠାରୁ ୧୩.୩୨% ପ୍ରତିଶତ କମ ଅଟେ । ସେଥିରୁ ୪୩.୧୨% ପ୍ରତିଶତ ପୁରୁଷ ଓ ୩୫.୦୪% ନାରୀ ଅଟନ୍ତି । ୧୦.୬୭% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।

ଭାଷା

ପଞ୍ଜାବୀ ନାଙ୍ଗଲ୍ର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ

ଆଧାର

ବାହାର ଲିଙ୍କ

Tags:

ନାଙ୍ଗଲ୍ ଭୌଗଳିକ ଅବସ୍ଥିତିନାଙ୍ଗଲ୍ ଜନସଂଖ୍ୟା ଓ ସାକ୍ଷରତାନାଙ୍ଗଲ୍ ଭାଷାନାଙ୍ଗଲ୍ ଆହୁରି ପଢନ୍ତୁନାଙ୍ଗଲ୍ ଆଧାରନାଙ୍ଗଲ୍ ବାହାର ଲିଙ୍କନାଙ୍ଗଲ୍

🔥 Trending searches on Wiki ଓଡ଼ିଆ:

୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନଉତ୍କଳ ଦିବସପୁରୀଫକୀର ମୋହନ ସେନାପତିvji40ଭଦ୍ରକ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ନରେନ୍ଦ୍ର ମୋଦୀଅଷ୍ଟ୍ରିଆମହାପ୍ରସାଦନଅଙ୍କ ଦୁର୍ଭିକ୍ଷଉଇକିପିଡ଼ିଆଜ୍ୟୋତିର୍ଲିଙ୍ଗରାମାବତାରମ୍ଓଡ଼ିଆ କଥାଚିତ୍ର ଜଗତଅଚ୍ୟୁତାନନ୍ଦ ଦାସଉଦୟନାଥ ଷଡ଼ଙ୍ଗୀଅମାବାସ୍ୟାର ଚନ୍ଦ୍ରଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନଇତିହାସପ୍ରଧାନ ପୃଷ୍ଠାଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଓଡ଼ିଆ ଉଇକିପିଡ଼ିଆକୋଣାର୍କ ସୂର୍ଯ୍ୟ ମନ୍ଦିରଅଣ୍ଡା ରୋଲ୦ (ସଂଖ୍ୟା)ବୀଣାପାଣି ମହାନ୍ତିଆଇଡେଲାଲିସିବମହମ୍ମଦ ମୋକିମ୍ଜୟୀ ରାଜଗୁରୁଓମ'ଙ୍କ ନିୟମଇରା ମହାନ୍ତିଚନ୍ଦ୍ରଶେଖର ନନ୍ଦ୪ (ସଂଖ୍ୟା)ଦୁର୍ଗା ପୂଜାଭୁବନେଶ୍ୱରପ୍ଲୀହାଭଗବତୀ ଚରଣ ପାଣିଗ୍ରାହୀମାଗୁଣିର ଶଗଡ଼ (କଥାଚିତ୍ର)ଜୟୀରାମ ସାମଲପରୀକ୍ଷାବର୍ଷା ପ୍ରିୟଦର୍ଶିନୀଗୁରୁ ପ୍ରସାଦ ମହାନ୍ତିବିନୋଦ ଚନ୍ଦ୍ର ନାୟକଦୀନକୃଷ୍ଣ ଦାସବିରିୟାନୀଓଡ଼ିଶାର ଭୂଗୋଳବୈଶାଖଗୋପୀନାଥ ମହାନ୍ତିପାକ୍ରିଟିନିବଜାହାଙ୍ଗୀରବାଙ୍କୀଚନ୍ଦନ ଯାତ୍ରାଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରନିର୍ମଳା (ଉପନ୍ୟାସ)ରାଜାରାଣୀ ମନ୍ଦିରଚୈତନ୍ୟକୁନ୍ତଳା କୁମାରୀ ସାବତଗୋଲୋକ ବିହାରୀ ଧଳ୧୯ ମାର୍ଚ୍ଚରବର୍ଟ ହିଲ୍ତ୍ରିଭୁଜଉତ୍କଳ ଦୀପିକାବିରଳା ମନ୍ଦିର, ହାଇଦ୍ରାବାଦଉପନିଷଦପଖାଳରେଶମ ପଥବଳ🡆 More