ନହରଗଡ ଦୁର୍ଗ

ନହରଗଡ ଦୁର୍ଗ ଭାରତୀୟ ରାଜ୍ୟ ରାଜସ୍ଥାନର ଅରାବଳି ପର୍ବତ ପାଦ ଦେଶରେ ଅବସ୍ଥିତ ଏକ ପ୍ରାଚୀନ ଦୁର୍ଗ । ଏହା ରାଜଧାନୀ ସହର ଯାଜପୁରର ଉପକଣ୍ଠରେ ଅବସ୍ଥିତ । ଦୁର୍ଗ ଉପରୁ ସହରର ସମସ୍ତ ଅଞ୍ଚଳ ଚମତ୍କାର ଭାବରେ ଦୃଶ୍ୟମାନ ହୋଇଥାଏ । .

ନହରଗଡ ଦୁର୍ଗ
ନହରଗଡ ଦୁର୍ଗର ଛାତ 
ନହରଗଡ ଦୁର୍ଗ
ନହରଗଡ ଦୁର୍ଗ ଉପରୁ ଯାଜପୁର ସହରର ଦୃଶ୍ୟ 

ଆଜମେର ଦୁର୍ଗ , ଜୟଗଡ ଦୁର୍ଗ ସହ ନହରଗଡ ଦୁର୍ଗ ଏକଦା ପ୍ରାଚୀନ  ରାଜସ୍ଥାନ ଅଞ୍ଚଳ ପାଇଁ ଦୃଢ଼ ନିରାପତ୍ତା ପ୍ରଦାନ କରୁଥିଲେ ।ଏହାକୁ ପ୍ରଥମେ ସୁଦର୍ଶାଙ୍ଗଦ ଦୁର୍ଗ କୁହାଯାଉଥିଲା ।  କୁହା ଯାଏ ଯେ ଏହାର ନାମକରାନ ନାହର ସିଂହ ଭୋଇମା  ଙ୍କ ନାମ ଅନୁସାରେ ହେଇଥିଲା । ପ୍ରବାଦ ଅନୁସାରେ ଭୋଇମାଙ୍କ ଆତ୍ମା ସେ ସ୍ଥାନକୁ ଆତଙ୍କିତ କରି ନିର୍ମାଣ କାମରେ ବାଧା କରୁଥିଲା । ତାଙ୍କୁ ଶାନ୍ତା କରିବା ପାଇଁ ସେଠାରେ ଏକ ମନ୍ଦିର ନିର୍ମାଣ କରାଯାଇଥିଲା ।

ଇତିହାସ

 

ଏହି ଦୁର୍ଗ 1734 ମସିହାରେ ମହାରାଜା ସୱାଇ ମାନ ସିଂହ IIଙ୍କଦ୍ୱାରା ନିର୍ମିତ ହେଇଥିଲା । ସେ ଯାଜପୁର ସହର ସ୍ଥାପନ ମଧ୍ୟ କରିଥିଲେ ଓ ଏହି ଦୁର୍ଗକୁ ସୁରକ୍ଷିତ  ରହଣି ପାଇଁ ନିର୍ମାଣ କରିଥିଲେ । ଏହି ଦୁର୍ଗ ଏତେ ଅଭେଦ୍ଯ ସ୍ଥାନରେ ଥିଲା ଯେ ଇତିହାସରେ କଉଣଶି କାଳରେ ଏହି ଦୁର୍ଗ ଆକ୍ରମଣର ଶିକାର ହେଇ ନ ଥିଲା । ଏଠାରେ ଯାଜପୁର ସେନାଙ୍କ ମରାଠା ସେନାଙ୍କ ସହ ମିଳାମିଶା ପାଇଁ ଚୁକ୍ତି ହେଇଥିଲା । 1857 ଭାରତୀୟ ସିପାହୀ ବିଦ୍ରୋହ ସମୟରେ ବ୍ରିଟିଶ ଶାସକମାନଙ୍କ  ପରିବାରକୁ ରାଜା ସୱାଇ ମାନ ସିଂହ II ଏଠାରେ ନିରାପଦ ସ୍ଥାନ ଭାବେ ଆଶ୍ରୟ ଦେଇଥିଲେ । 

ସୱାଇ ମାଧୋ ସିଂହଙ୍କ ଅମଳରେ 1883 -92ରେ ଏହାର ବର୍ଦ୍ଧିତ କରନ କାର୍ଯ୍ୟ ହେଇ ଏହା ସହ ଅନ୍ୟ  କେତେକ ମହଲ ନିର୍ମିତ ହେଇଥିଲା । ଏହି ମହଲ ସବୁ ରାଜପରିବାରର ଶିକାର ରହଣି ପାଇଁ ବ୍ୟବହାର ହଉଥିଲା । 

ସ୍ୱାଧୀନତା ପରେ ଏହି ଦୁର୍ଗ ସରକାରଙ୍କ ଅଧୀନରେ ରହିଥିଲା । ଏଠାରେ କିଛି ହିନ୍ଦୀ ଚଳଚ୍ଚିତ୍ର , ବଙ୍ଗାଳୀ ଫିଲ୍ମର ଶୁଟିଙ୍ଗ ହେଇଥିଲା । 


ନହରଗଡ ଦୁର୍ଗ 
ଯାଜପୁର ସହର 
ନହରଗଡ ଦୁର୍ଗ 
ଦୂରଗରୁ ଦୃଶ୍ୟ 

ଆଧାର 

ଗ୍ୟାଲେରି 

ବାହାର ଲିଙ୍କ 

Tags:

ନହରଗଡ ଦୁର୍ଗ ଇତିହାସନହରଗଡ ଦୁର୍ଗ ଆଧାର ନହରଗଡ ଦୁର୍ଗ ଗ୍ୟାଲେରି ନହରଗଡ ଦୁର୍ଗ ବାହାର ଲିଙ୍କ ନହରଗଡ ଦୁର୍ଗଯାଜପୁରରାଜସ୍ଥାନ

🔥 Trending searches on Wiki ଓଡ଼ିଆ:

ବିନ୍ଦୁଅନନ୍ତ ପଟ୍ଟନାୟକହନୁମାନରାସେଶ୍ୱରୀ ପାଣିଗ୍ରାହୀଦଗ୍ଧଆଲେକ୍‌ଜାଣ୍ଡର ଫ୍ଲେମିଙ୍ଗଟ୍ରାଲୋକିନୁମାବଚାଟ୍ ଜିପିଟିତ୍ରିଭୁଜକବାଟଭାରତର ସଂସ୍କୃତିକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଗୋପାଳ ଛୋଟରାୟଯୌନ ସମ୍ଭୋଗvji40ମହାତ୍ମା ଗାନ୍ଧୀବିଭୂତି ପଟ୍ଟନାୟକବାଇଶି ପାହାଚକଟକଟୋକିଓଅସହଯୋଗ ଆନ୍ଦୋଳନରାଜକିଶୋର ପଟ୍ଟନାୟକବର୍ଷାଫତୁରାନନ୍ଦଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାଆଶୁତୋଷ ପରିଡ଼ାଯଶୋବନ୍ତ ଦାସଆଜାଦ ହିନ୍ଦ୍ ଫୌଜରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେତାରିଣୀ ମନ୍ଦିର, ଘଟଗାଁକୋଳିଆକବରପିଙ୍କି ପ୍ରଧାନଜ୍ଞାନପୀଠ ପୁରସ୍କାରରାବଣଶ୍ରଦ୍ଧାକର ସୂପକାରଜଳଓଡ଼ିଶା ସରକାରହନୁମାନ ଚାଳିଶାଜ୍ଞାନକୋଷବି. ଆର. ଆମ୍ବେଦକରସାଇକେଲଆଇଡେଲାଲିସିବରାଜେନ୍ଦ୍ର କିଶୋର ପଣ୍ଡାରଥମଦର ଟେରେସାସୂର୍ଯ୍ୟବଂଶୀ ସୂରଜଦୀନକୃଷ୍ଣ ଦାସଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଆଉରଙ୍ଗଜେବଭଦଭଦଳିଆଦେବଗଡ଼ ଜିଲ୍ଲାବଣ୍ଡ (ଅର୍ଥ)ପ୍ରଯୁକ୍ତି ବିଦ୍ୟାମହମ୍ମଦ ମୋକିମ୍ଅନନ୍ତ ବାସୁଦେବ ମନ୍ଦିରମୁକ୍ତିକାନ୍ତ ମଣ୍ଡଳ୭୦୧ଆପେଣ୍ଡିସାଇଟିସଓଡ଼ିଆ ଭ୍ରମଣ ସାହିତ୍ୟଭକ୍ତ ଚରଣ ଦାସ (ରାଜନେତା)ଶ୍ରୀନିବାସ ରାମାନୁଜନଚନ୍ଦ୍ରଶେଖର ରଥରାଜା ରାମମୋହନ ରାୟବଡ଼ ଏରାଖଡ଼ଗପୁର୨୮ ଫେବୃଆରୀକୋଣାର୍କରାଜନୀତି ବିଜ୍ଞାନ🡆 More