ନକୁର୍

]

Nakur
city
ଦେଶIndia
ରାଜ୍ୟUttar Pradesh
ଜିଲ୍ଲାSaharanpur
Elevation
261 m (856 ft)
Population
 (2001)
 • Total୨୦,୬୩୪
ଭାଷା
 • ସରକାରୀHindi
Time zoneUTC+5:30 (IST)

ନକୁର୍ ଏକ ଭାରତୀୟ ପୌର ବୋର୍ଡ଼ (Municipal board) ଅଟେ । ଏହା ଉତ୍ତର ପ୍ରଦେଶର ସହରନ୍ପୁର୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି

ନକୁର୍ ୨୯.୯୧୯୭ ଉତ୍ତର ଅକ୍ଷାଂଶ ଓ ୭୭.୩୦୪୦ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୫୬ ଫୁଟ ଉଚ୍ଚତାରେ ରହିଛି ।

ଜନସଂଖ୍ୟା ଓ ସାକ୍ଷରତା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନକୁର୍ ସହରର ମୋଟ ଜନସଂଖ୍ୟା ୨୦୬୩୪ ଅଟେ । ସେଥି ମଧ୍ୟରୁ ୫୨.୪୨% ଜଣ ପରୁଷ ହୋଇଥିବା ବେଳେ ୪୭.୫୮% ଜଣ ନାରୀ ଅଟନ୍ତି । ନକୁର୍ର ସାକ୍ଷରତା ହାର ୫୫.୯୧% ଅଟେ । ଏହା ଜାତୀୟ ହାରଠାରୁ ୮.୯୩% ପ୍ରତିଶତ କମ ଅଟେ । ସେଥିରୁ ୩୩.୪୪% ପ୍ରତିଶତ ପୁରୁଷ ଓ ୨୨.୪୬% ନାରୀ ଅଟନ୍ତି । ୧୫.୯୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।

ଭାଷା

ହିନ୍ଦୀ ନକୁର୍ର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ

ଆଧାର

ବାହାର ଲିଙ୍କ

Tags:

ନକୁର୍ ଭୌଗଳିକ ଅବସ୍ଥିତିନକୁର୍ ଜନସଂଖ୍ୟା ଓ ସାକ୍ଷରତାନକୁର୍ ଭାଷାନକୁର୍ ଆହୁରି ପଢନ୍ତୁନକୁର୍ ଆଧାରନକୁର୍ ବାହାର ଲିଙ୍କନକୁର୍

🔥 Trending searches on Wiki ଓଡ଼ିଆ:

ଉଦ୍ଭିଦଶ୍ରବଣ ( ରାମାୟଣ ର ଚରିତ୍ର )୭୦୧ବଳଶୀତଳ ଷଷ୍ଠୀ ଯାତ୍ରାଶରତ କୁମାର ମହାନ୍ତିଫେବୃଆରୀଖାଦ୍ୟଗର୍ଭାଶୟ ଅନ୍ତଃସ୍ତର କର୍କଟଓଡ଼ିଆ ଲିପିଗୌତମ ବୁଦ୍ଧଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରବିନ୍ଦୁ୨୭ ଜୁନରାଶି ଓ ନକ୍ଷତ୍ରହେପାଟାଇଟିସଯାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଶିବପ୍ଲୀହାରାମଚନ୍ଦ୍ର ମିଶ୍ରନଇ ଆରପାରିମାଛପାଇକ ବିଦ୍ରୋହବଉଳଚିଲିକା ହ୍ରଦପ୍ରାଣକୃଷ୍ଣ ପରିଜାଢଗ ଢମାଳିଇତିହାସନାରୀବାଦସୀତାକାନ୍ତ ମହାପାତ୍ରରାଧାନାଥ ରଥପ୍ରଦୀପ କୁମାର ପାଣିଗ୍ରାହୀଆଇଡେଲାଲିସିବମୟୂରଭଞ୍ଜ ଜିଲ୍ଲାରବର୍ଟ ହିଲ୍ଅକ୍ଷୟ ତୃତୀୟାମାଟିର ମଣିଷଜୀବସାର ଗପ୍ରଗତିବାଦୀଖାରବେଳଅଷ୍ଟ୍ରିଆବିଭୂତି ପଟ୍ଟନାୟକପଣା ସଂକ୍ରାନ୍ତିମାସପଥ ଓ ପୃଥିବୀଗୁରୁ ପ୍ରସାଦ ମହାନ୍ତିନୋବେଲ ପୁରସ୍କାରଭାରତଦାସିଆ ବାଉରୀମଙ୍ଗଳୁ ଚରଣ ବିଶ୍ୱାଳଗୀତଗୋବିନ୍ଦ୨୦୦୬ନେପଚୁନଭୀମ ଭୋଇଗୋବିନ୍ଦ ତ୍ରିପାଠୀvji40ଭଦଭଦଳିଆଗାଲୁଆଶ୍ରବଣା (ନକ୍ଷତ୍ର)ପର୍ଫେନାଜାଇନକୁଞ୍ଜବିହାରୀ ଦାଶପାପୁଆ ନିଉ ଗିନିଓଡ଼ିଶାର ଇତିହାସଆନନ୍ଦ ଶଙ୍କର ଦାସଅଭିରାମ ପରମହଂସ🡆 More