ଦେବବ୍ରତ ଦାସ: ଓଡ଼ିଆ ସାହିତ୍ୟିକ

ଦେବବ୍ରତ ଦାସ (ଜନ୍ମ : ୧୯୮୭), ଜଣେ ଓଡ଼ିଆ ଗାଳ୍ପିକ । ସେ ୨୦୨୧ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଯୁବ ପୁରସ୍କାର ଲାଭ କରିଥିଲେ ।

ଦେବବ୍ରତ ଦାସ
ଜନ୍ମ
୧୯୮୭

କେଦାରପୁର, ସୋର, ବାଲେଶ୍ୱର
ଜାତୀୟତାଭାରତୀୟ
ଉଲ୍ଲେଖନୀୟ କୃତିସ୍ପର୍ଶ ଓ ଅନ୍ୟାନ୍ୟ ଗଳ୍ପ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ୨୦୨୧

ରଚନାବଳୀ

  • ସ୍ପର୍ଶ ଓ ଅନ୍ୟାନ୍ୟ ଗଳ୍ପ
  • ଆଉଜଣେ ଆମ୍ରପାଲି
  • ମାୟା
  • ଚାଲ ରୂପା ଗାଁ ଦେଖିଆସିବା ଚାଲ

ବ୍ୟକ୍ତିଗତ ଜୀବନ

ଦେବବ୍ରତ ୧୯୮୭ ମସିହାରେ ବାଲେଶ୍ୱର ଜିଲ୍ଲାର ସୋର ଅନ୍ତ୍ରଗତ କେଦାରପୁରଠାରେ ଜନ୍ମଗ୍ରହଣ କରିଥିଲେ ।

ସମ୍ମାନ ଓ ପୁରସ୍କାର

  • କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର - ୨୦୨୧ (ସ୍ପର୍ଶ ଓ ଅନ୍ୟାନ୍ୟ ଗଳ୍ପ ପାଇଁ)

ଆଧାର

Tags:

ଦେବବ୍ରତ ଦାସ ରଚନାବଳୀଦେବବ୍ରତ ଦାସ ବ୍ୟକ୍ତିଗତ ଜୀବନଦେବବ୍ରତ ଦାସ ସମ୍ମାନ ଓ ପୁରସ୍କାରଦେବବ୍ରତ ଦାସ ଆଧାରଦେବବ୍ରତ ଦାସ

🔥 Trending searches on Wiki ଓଡ଼ିଆ:

ତନ୍ଦୁର୍କେନ୍ଦ୍ରାପଡ଼ାହଳଦୀରଜଆହମ୍ମଦୀୟପ୍ରଥମ ବିଶ୍ୱଯୁଦ୍ଧରାଶି ଓ ନକ୍ଷତ୍ରଗୋଲୋକ ବିହାରୀ ଧଳକେନିଆପଦାର୍ଥ ବିଜ୍ଞାନ୧୯୮୯ସୁନ୍ଦରଗଡ଼ଦୁର୍ଗାମାଧବ ମିଶ୍ରଶର୍ଦ୍ଦିଜୁଲିଅସ ସିଜରବାଲେଶ୍ୱରଦ୍ରୌପଦୀ ମୁର୍ମୁଅଚ୍ୟୁତାନନ୍ଦ ଦାସହିନ୍ଦୁସୁଭାଷ ଚନ୍ଦ୍ର ବୋଷରୁକ୍ମଣୀଗଜପତି ମହାରାଜା୧୯୯୩୮ ମାର୍ଚ୍ଚପାର୍ବତୀଓଡ଼ିଶାର ପର୍ବପର୍ବାଣିଶ୍ରାଦ୍ଧଜବାହରଲାଲ ନେହେରୁହୃଦାନନ୍ଦ ପାଣିଗ୍ରାହୀରତ୍ନାକର ଚଇନିଶାନ୍ତନୁ କୁମାର ଆଚାର୍ଯ୍ୟଅଷ୍ଟଭୁଜବିଶ୍ୱତାପନ୮୮୭କଳ୍ପନା କୁମାରୀ ଦେବୀନମିତା ଅଗ୍ରୱାଲଅଶୋକ (ସମ୍ରାଟ)ମନସ୍କନୀଳକଣ୍ଠ ଦାସଅଳେଇଚପଞ୍ଚସଖାବ୍ୟାଙ୍କରଜ ପର୍ବରେବତୀ (କ୍ଷୁଦ୍ରଗଳ୍ପ)ରୋମାନିଆତୃପ୍ତି ଦାସଧନୁଯାତ୍ରାଚିତ୍ତରଞ୍ଜନ ଦାସପଣା ସଂକ୍ରାନ୍ତିମହାବୀର ଜୈନଭାରତ ଛାଡ଼ ଆନ୍ଦୋଳନଫୁଲଜଗଦୀଶ ମହାନ୍ତିଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରସ୍କନ୍ଦ ପୁରାଣଯୁକ୍ତରାଷ୍ଟ୍ର ଆମେରିକାରାମ ନବମୀଗୁରୁ ପ୍ରସାଦ ମହାନ୍ତିଭାରତୀୟ ଦଣ୍ଡ ସଂହିତା, ୧୮୬୦ଲିସବନଓଡ଼ିଆ ସାହିତ୍ୟ🡆 More