ଦିଲ୍ଲୀପ ବେହେରା: ଓଡ଼ିଆ କବି

ଦିଲ୍ଲୀପ ବେହେରା ଜଣେ ଓଡ଼ିଆ ସାହିତ୍ୟିକ । ସେ ଉଭୟ ପଦ୍ୟ ଓ ଗଦ୍ୟ ସାହିତ୍ୟରେ ନିଜ ଲେଖନୀ ଚାଳନା କରନ୍ତି । ବୃତ୍ତିରେ ସେ ଜଣେ ଡାକ୍ତର । ଲଣ୍ଠନ ପୁସ୍ତକ ପାଇଁ ସେ ୨୦୨୨ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଯୁବ ପୁରସ୍କାର ପାଇଥିଲେ ।

ଦିଲ୍ଲୀପ ବେହେରା
ଜନ୍ମ୧୯୮୮
ମଡ଼ାମପୁର, ମୟୂରଭଞ୍ଜ
ଜାତୀୟତାଭାରତୀୟ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ୨୦୨୨

ଜୀବନୀ

ଦିଲ୍ଲୀପ ୧୯୮୮ ମସିହାରେ ମୟୂରଭଞ୍ଜ ଜିଲ୍ଲାର ମଡ଼ାମପୁରଠାରେ ଜନ୍ମଗ୍ରହଣ କରିଥିଲେ ।

ରଚନାବଳୀ

  • ପାନ୍ଥଶାଳା
  • ଲେଭେଲ କ୍ରସିଂ
  • ଆସଟ୍ରେ
  • ଲଣ୍ଠନ
  • ଶବସତ୍କାର ଓ ଅନ୍ୟାନ୍ୟ ନାଟକ

ସମ୍ମାନ ଓ ପୁରସ୍କାର

  • କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଯୁବ ପୁରସ୍କାର - ୨୦୨୨
  • କଥା ନବପ୍ରତିଭା ପୁରସ୍କାର - ୨୦୧୧
  • ମୟୁରଭଞ୍ଜ ଯୁବା ପୁରସ୍କାର
  • କିଶୋରୀ ଚରଣ ଗଳ୍ପ ପୁରସ୍କାର - ୨୦୨୧ (ପାନ୍ଥଶାଳା ପୁସ୍ତକ)
  • ଜଷ୍ଟିସ ହରିହର ମହାପାତ୍ର ନାଟ୍ୟସାହିତ୍ୟ ପୁରସ୍କାର

ଆଧାର

Tags:

ଦିଲ୍ଲୀପ ବେହେରା ଜୀବନୀଦିଲ୍ଲୀପ ବେହେରା ରଚନାବଳୀଦିଲ୍ଲୀପ ବେହେରା ସମ୍ମାନ ଓ ପୁରସ୍କାରଦିଲ୍ଲୀପ ବେହେରା ଆଧାରଦିଲ୍ଲୀପ ବେହେରା

🔥 Trending searches on Wiki ଓଡ଼ିଆ:

ଇଣ୍ଡୋନେସିଆହେଲସିଙ୍କିଡାଲଟେପାରିନସାଇପ୍ରସମଧୁସୂଦନ ଦାସଜଗନ୍ନାଥଲୌହ ଅତିଭାର୧୪୪୯ଅବକାଶ ବେଶଜେରୋଷ୍ଟୋମିଆମାନବ ମସ୍ତିଷ୍କଉତ୍କଳ ଦିବସ୧୯୬୨ରାଉରକେଲାଓଡ଼ିଶାର ଭୂଗୋଳସିଙ୍ଗାପୁରବୌଦ୍ଧ ଧର୍ମଅଶୋକାଷ୍ଟମୀଓଡ଼ିଆ ଭାଗବତ୯ ଜୁନଗୋପୀନାଥ ମହାନ୍ତିଦକ୍ଷିଣ ଆଫ୍ରିକାଦୀପାବଳୀଫୁସଫୁସନିକିତା କୃସ୍ଚେଭଆକ୍ରାମାଳତୀ ଚୌଧୁରୀଦକ୍ଷିଣ ଚୀନ ସାଗରବୁଏନ୍ସ ଏଆରସକ୍ରିକେଟ୧୬ଶ ଲୋକ ସଭାଭକ୍ତ ଚରଣ ଦାସବନ୍ଦେ ଉତ୍କଳ ଜନନୀଶବ୍ଦ (ପଦ)ଖାରବେଳସମୟ (କାଳ)୧୬ ମାର୍ଚ୍ଚ୨୫ ମାର୍ଚ୍ଚହୋମାଟ୍ରୋପିନଓଡ଼ିଆ ଖବରକାଗଜ ତାଲିକାପାରାସେଟାମୋଲଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଆମ୍ବମାଲଟାଫାରୋ ଦ୍ୱୀପପୁଞ୍ଜଗ୍ରହକାଳୀଚରଣ ପଟ୍ଟନାୟକସୋମନାଥପ୍ରଧାନ ପୃଷ୍ଠାଗୋଦାବରୀଶ ମହାପାତ୍ରଜଳ ପ୍ରଦୂଷଣବୀଣାପାଣି ମହାନ୍ତିମାଙ୍ଗାନିଜତରୁଣକାନ୍ତି ମିଶ୍ରଓଷାଉର୍ବଶୀଜ୍ୱରମୁକ୍ତେଶ୍ୱର ଦେଉଳହରେକୃଷ୍ଣ ମହତାବମଣିଷଖଣ୍ଡପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସିଦ୍ଧାନ୍ତ ମହାପାତ୍ରଔଷଧୀୟ ବୃକ୍ଷଲତାକାପୋସିସ ସାର୍କୋମାଦୟାନନ୍ଦ ସରସ୍ୱତୀବିଷ୍ଣୁ ଚରଣ ସେଠୀକମ୍ପ୍ୟୁଟର ବିଜ୍ଞାନନ୍ୟୁରୋଏଣ୍ଡୋକ୍ରାଇନ ଅର୍ବୁଦମେଡ଼େଲିଭିଅମ୨୮ ମାର୍ଚ୍ଚଓଡ଼ିଶା୧୫୮୧🡆 More