ତୁଙ୍ଗଭଦ୍ରା ନଦୀ

ତୁଙ୍ଗଭଦ୍ରା ନଦୀ , କର୍ନାଟକ ରାଜ୍ୟରେ ମୁଖ୍ଯତଃ ପ୍ରବାହିତ ଏକ ଭାରତୀୟ ନଦୀ । ଏହାର କିଛି ଅଂଶ କର୍ନଟକ ଓ ଆନ୍ଧ୍ରା ପ୍ରଦେଶ ସୀମାରେ ଯାଇ କ୍ରୀଷ୍ଣା ନଦୀ ସହିତ ମିଳିତ ହୁଏ ।  ମହାଭାରତରେ ଏହା ପାମ୍ପା ନାମରେ ଉଲ୍ଲିଖିତ । 

ତୁଙ୍ଗଭଦ୍ରା ନଦୀ (ತುಂಗಭದ್ರ ನದಿ)
ତୁଙ୍ଗଭଦ୍ରା ନଦୀ
Tungabhadra River at Hampi
ଦେଶ ଭାରତ
ରାଜ୍ୟ କର୍ଣ୍ଣାଟକ, ଆନ୍ଧ୍ରା ପ୍ରଦେଶ, ତେଲେଙ୍ଗନ
Tributaries
 - left Tunga River, Kumudvati River, Varada River
 - right Bhadra River, Vedavathi River, Handri River
Cities Harihar, Hospet, Hampi, Mantralayam, Kurnool
Source Koodli (place where the Thunga and Bhadra rivers meet
 - location Koodli, Bhadravathi, Karnataka, India
 - elevation ୬୧୦ m (୨,୦୦୧ ft)
 - coordinates 14°0′30″N 75°40′27″E / 14.00833°N 75.67417°E / 14.00833; 75.67417
Mouth Krishna River
 - location Alampur, Mahbubnagar, Telangana, India
 - elevation ୨୬୪ m (୮୬୬ ft)
 - coordinates 15°53′19″N 78°09′51″E / 15.88861°N 78.16417°E / 15.88861; 78.16417
Length ୫୩୧ km (୩୩୦ mi)
Basin ୭୧,୪୧୭ km2 (୨୭,୫୭୪ sq mi)

ଗତିପଥ 

ତୁଙ୍ଗଭଦ୍ରା ନଦୀ 
କୋରାଲ ପାହାଡ 

କର୍ନଟକ ରାଜ୍ୟର ପଶ୍ଚିମ ଘାଟ ପର୍ବତମାଳାରୁ ବାହାରିଥିବା ତୁଙ୍ଗା ଓ କୁଦି ନଦୀର ମିଶ୍ରଣରେ ତୁଙ୍ଗଭଦ୍ରା ନଦୀର ସୃଷ୍ଟି । ଏହି ଦୁଇ ଉପନଦୀ ଚିକମାଗଲୁର ଜିଲ୍ଲାରୁ ବାହାରି ତୁଙ୍ଗଭଦ୍ରାରେ ପରିଣତ ହେଲା ପରେ ତାହା ଶିଳ୍ପ ସହର ଭଦ୍ରବତୀ ହୋଇ ପ୍ରବାହିତ ହେଲା ପରେ ଆରବ ସାଗରରେ ପତିତ ହୁଏ । 100ରୁ ଉର୍ଦ୍ଧ ଉପନଦୀ , ନାଳ ଏହା ସହିତ ମିଳିତ ହେଇ ଏହାକୁ ଜଳ ପ୍ରଦାନ କରେ । ତୁଙ୍ଗା ଓ ଭଦ୍ରା କୁଦଳି ନାମକ ସ୍ଥାନରେ ମିଳିତ ହୁଅନ୍ତି । 

ତୁଙ୍ଗଭଦ୍ରା ନଦୀ 
ହାମ୍ପିଠାରେ ନଦୀର ଦୃଶ୍ୟ 

ଏହି ନଦୀ ତଟରେ ଅନେକ ତୀର୍ଥ ସ୍ଥଳ , ଶୈବ ସଂପ୍ରଦାଯର ମନ୍ଦିର , ଶ୍ରୀଙ୍ଗେରୀ  ଥରେ ଅବସ୍ଥିତ । ଅନେକ ବ୍ରହ୍ମା ମନ୍ଦିର ମଧ୍ୟ ଏହାର ତତବର୍ତୀ ଅଞ୍ଚଳରେ ଅବସ୍ଥିତ । ପୁରାତନ ଚାଲୁକ୍ୟ ବଂଶଦ୍ୱାରା ନିର୍ମିତ ନବ ବ୍ରହ୍ମା ମନ୍ଦିର ଏହା ପଥରେ ଅବସ୍ଥିତ । 

1525ରୁ 1527 ମସିହା ମଧ୍ୟରେ ଶ୍ରୀ କୃଷ୍ଣ ଦେବରାୟ ଏହି ନଦୀ ତଟରେ ବନ୍ୟା ସୁରକ୍ଷ୍ୟା ପାଇଁ ସୁଦୃଢ ପ୍ରାଚୀର ନିର୍ମାଣ କରିଥିଲେ । 

ତୁଙ୍ଗଭଦ୍ରା ନଦୀ 
ହାମ୍ପି ନିକଟ ରେ 

ଏହି ନଦୀ ଅଞ୍ଚଳରେ ଗ୍ରାନାଇଟର ଖାଦାନ ସବୁ ରହିଛି । .

ତୁଙ୍ଗଭଦ୍ରା ନଦୀ 
Near Hampi

ନଦୀ ତଟ ବାରଟି ଅଞ୍ଚଳରୁ ପୁରାତନ ବିଜୟନଗରମ ସଭରାଜ୍ୟର ଭଗ୍ନାବଶେଷ ସବୁ ପରିଲାକ୍ଷୟିତ ହୁଏ । 20 ତମ ଶତାବ୍ଦୀରେ ଜଳସେଚନ ପାଇଁ ତୁଂଗଭଦ୍ରା ଡେମ ନିର୍ମିତ ହେଇଥିଲା । 

ମନ୍ଦିର ସମୂହ 

ତୁଙ୍ଗଭଦ୍ରା ନଦୀ 
Tungabhadra River shown in map
  • ଚିକମଗାଲୁର ଜିଲ୍ଲାରେ ନଦୀ ତଟରେ ଶ୍ରୀଙ୍ଗେରୀ ସାରଦମ୍ବା ମନ୍ଦିର ରହିଛି । 
  • ହରିହର ନାମକ ସ୍ଥାନରେ ହରିହରେଶ୍ୱର ମନ୍ଦିର ରହିଛି । ହାମ୍ପି ଅଞ୍ଚଳରେ ବିଜଯନଗର ରାଜ୍ୟର ଭଗ୍ନାବଶେଷ ଏକ ପର୍ଯ୍ୟଟନ ସ୍ଥଳୀ । 
  • ଏହାର ଆଲମପୁର ସ୍ଥାନକୁ ଦକ୍ଷିଣ କାଶୀ କୁହାଯାଏ । ଏଠାରେ ଅନେକ ମନ୍ଦିର ରହିଛି । 
  • ନଦୀ ତଟରେ ମନ୍ତରାଳୟମ ନାମକ ସ୍ଥାନରେ ମୂଳ ବୃନ୍ଦାବନ ତୀର୍ଥ ସ୍ଥଳୀ ରହିଛି । 

ନଦୀ ବନ୍ଧ

ତୁଙ୍ଗଭାଦ୍ର ଉପରେ ଗଜାନୁରଠାରେ କ ନଦୀବନ୍ଧ ନିର୍ମିତ ହୋଇଛି । ଏହା ଏକ ବହୁମୂଖୀ ପ୍ରକଳ୍ପ । ହସପେତ ନିକଟରେ ବୃହତ ତୁଂଗଭଦ୍ରା ବନ୍ଧା ନିର୍ମିତ । ଏହି ବନ୍ଧାରୁ କେନାଲ ଯୋଗେ ଚାଷଜମିକୁ ଜଳ ଯୋଗାଣ ହୁଏ । 

ତୁଙ୍ଗଭଦ୍ରା ନଦୀ 
ହୋସପେତ ଥରେ ନଦୀବନ୍ଧ ଜଳାଶୟ 
ତୁଙ୍ଗଭଦ୍ରା ନଦୀ 
ନଦୀବନ୍ଧର ଜଳାଶୟ 

See also

  • List of dams and reservoirs in India
  • Tungabhadra Pushkaralu
  • Kishkindha
  • Tungabhadra Pushkaralu

References

Tags:

ତୁଙ୍ଗଭଦ୍ରା ନଦୀ ଗତିପଥ ତୁଙ୍ଗଭଦ୍ରା ନଦୀ ମନ୍ଦିର ସମୂହ ତୁଙ୍ଗଭଦ୍ରା ନଦୀ ନଦୀ ବନ୍ଧତୁଙ୍ଗଭଦ୍ରା ନଦୀ

🔥 Trending searches on Wiki ଓଡ଼ିଆ:

ଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରକୃଷ୍ଣଓଡ଼ିଆ କବି ମାନଙ୍କର ତାଲିକାବିରଜା ମନ୍ଦିରଏଞ୍ଜେଲା ମେର୍କେଲ୍ହେମନ୍ତ କୁମାର ଦାସଶ୍ରବଣା (ନକ୍ଷତ୍ର)ଅର୍ଚ୍ଚିତା ସାହୁଜଗନ୍ନାଥଙ୍କ ଧୂପଭାରତର ଜାତୀୟ ପତାକାବୁଧରଥଗୋଦର ରୋଗvji40ନେପଚୁନଓଡ଼ିଆଛତୁ ତରକାରୀଆପେଣ୍ଡିସାଇଟିସତ୍ରିପୁରା ମିଶ୍ରମହାନଦୀବିରଳା ମନ୍ଦିର, ହାଇଦ୍ରାବାଦଚାଟ୍ ଜିପିଟିୟୁକ୍ରେନଶାସ୍ତି (ଓଡ଼ିଆ କଥାଚିତ୍ର)ଧରିତ୍ରୀ (ଖବରକାଗଜ)ସୂଚନା ପ୍ରଯୁକ୍ତିବିଦ୍ୟାବାଇଶି ପାହାଚଆନନ୍ଦ ଶଙ୍କର ଦାସଗର୍ଭାଶୟ ଅନ୍ତଃସ୍ତର କର୍କଟ୧୯୬୧କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଅଚ୍ୟୁତ ନାୟକଓଡ଼ିଆ ଖାଦ୍ୟକଣ୍ଡୋମଗୋପୀନାଥ ମହାନ୍ତିଓଡ଼ିଶାର କଳାଜଣ୍ଡିସ୍ଗୋପାଳ ଛୋଟରାୟଜହ୍ନଶଙ୍କରାଚାର୍ଯ୍ୟଜୟୀରାମ ସାମଲନବୀନ ପଟ୍ଟନାୟକପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଓଡ଼ିଆ ମସଲାର ଇଂରାଜୀ ପ୍ରତିଶବ୍ଦମାଁ ପୀତାମ୍ବର ମନ୍ଦିରଉତ୍କଳ ଦୀପିକାଉଇକିପିଡ଼ିଆ ସମୂହର ତାଲିକାଲସିଖାଦ୍ୟମଧୁସୂଦନ ରାଓବିଦ୍ୟୁତପ୍ରଭା ଦେବୀଦୀପକ ମିଶ୍ରରାମ ନବମୀନନ୍ଦନକାନନ ଜୀବ ଉଦ୍ୟାନଶ୍ରାଦ୍ଧଆକବରସଚ୍ଚିଦାନନ୍ଦ ରାଉତରାୟପ୍ରଗତିବାଦୀଉଦ୍ଭିଦସାମାଜିକ ଆନ୍ଦୋଳନଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସନୋବେଲ ପୁରସ୍କାରପ୍ରତିଭା ଶତପଥୀଜର୍ମାନୀଦଣ୍ଡ ନାଟରାଉରକେଲାତପନ କୁମାର ପ୍ରଧାନବିଶ୍ୱତାପନଦୀନକୃଷ୍ଣ ଦାସଭୁବନେଶ୍ୱରପ୍ରଦୀପ କୁମାର ପାଣିଗ୍ରାହୀଓଡ଼ିଶାର ମାପ ବ୍ୟବସ୍ଥା🡆 More