ତିଳୋତ୍ତମା ଖୁଣ୍ଟିଆ: ଓଡ଼ିଆ ଅଭିନେତ୍ରୀ

ତିଳୋତ୍ତମା ଖୁଣ୍ଟିଆ (ମୃତ୍ୟୁ: ୧୨ ଅକ୍ଟୋବର ୨୦୨୨) ଜଣେ ଓଡ଼ିଆ ଅଭିନେତ୍ରୀ ଥିଲେ । ସେ ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ଅଭିନୟ କରୁଥିଲେ । ତୁଳସୀ, ସିନ୍ଦୂର ବିନ୍ଦୁ, କେମିତି ଏ ବନ୍ଧନ ଭଳି ଓଡ଼ିଆ ଧାରାବାହିକରେ ସେ ଅଭିନୟ କରିଥିଲେ ।

ତିଳୋତ୍ତମା ଖୁଣ୍ଟିଆ
ମୃତ୍ୟୁ୧୨ ଅକ୍ଟୋବର ୨୦୨୨(୨୦୨୨-୧୦-୧୨) (୫୭ ବର୍ଷ)
ବୃତ୍ତି(ଓଡ଼ିଆ) ଅଭିନେତ୍ରୀ
ବୈବାହିକ-ସାଥୀହିମାଂଶୁ ସାମଲ
ସନ୍ତାନଅନୁଭୂତି ସାମଲ
ଦେବୀକା ଅରୁନ୍ଧତୀ ସାମଲ

ପରିବାର

ତିଳୋତ୍ତମା ଖୁଣ୍ଟିଆ ଓଡ଼ିଆ ନାଟ୍ୟ ନିର୍ଦ୍ଦେଶକ ହିମାଂଶୁ ସାମଲଙ୍କୁ ବିବାହ କରିଥିଲେ । ତାଙ୍କ ସାନ ଝିଅ ଦେବୀକା ଅରୁନ୍ଧତୀ ସାମଲ ଜଣେ ଅଭିନେତ୍ରୀ ଭାବରେ ଓଡ଼ିଆ କଥାଚିତ୍ର ଓ ଧାରାବାହିକରେ ଅଭିନୟ କରୁଛନ୍ତି ।

ଅଭିନୟ ଜୀବନ

ତିଳୋତ୍ତମା ଖୁଣ୍ଟିଆ ଓଡ଼ିଆ ଧାରାବାହିକରେ ମା' ଭୂମିକାରେ ଅଭିନୟ କରୁଥିଲେ । ସେ ଇଟିଭି ଓଡ଼ିଆର ଧାରାବାହିକ ତୁଳସୀ, ତରଙ୍ଗ ଟିଭିର ଧାରାବାହିକ ସିନ୍ଦୂର ବିନ୍ଦୁ, କେମିତି ଏ ବନ୍ଧନ ଆଦି ଧାରାବାହିକରେ ମା' ଭୂମିକାରେ ଅଭିନୟ କରିଥିଲେ ।

ଅଭିନୀତ ଧାରାବାହିକ

ଧାରାବାହିକ ଚେନାଲ ଭୂମିକା
ତୁଳସୀ ଇଟିଭି ଓଡ଼ିଆ
ସିନ୍ଦୂର ବିନ୍ଦୁ ତରଙ୍ଗ ଟିଭି
କେମିତି ଏ ବନ୍ଧନ

ମୃତ୍ୟୁ

ତିଳୋତ୍ତମା ଖୁଣ୍ଟିଆ ୨୦୨୨ ମସିହାର ଅକ୍ଟୋବର ୧୨ ତାରିଖରେ ମୃତ୍ୟୁବରଣ କରିଥିଲେ । ହୃଦୟକିଡନିଜନିତ ରୋଗରେ ସେ ୨ ବର୍ଷ ଧରି ପୀଡ଼ିତ ଥିଲେ ଏବଂ ୫୭ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।

ଆଧାର

Tags:

ତିଳୋତ୍ତମା ଖୁଣ୍ଟିଆ ପରିବାରତିଳୋତ୍ତମା ଖୁଣ୍ଟିଆ ଅଭିନୟ ଜୀବନତିଳୋତ୍ତମା ଖୁଣ୍ଟିଆ ମୃତ୍ୟୁତିଳୋତ୍ତମା ଖୁଣ୍ଟିଆ ଆଧାରତିଳୋତ୍ତମା ଖୁଣ୍ଟିଆ

🔥 Trending searches on Wiki ଓଡ଼ିଆ:

ଓଡ଼ିଶୀଜୟଦେବହେପାଟାଇଟିସଉଇକିପିଡ଼ିଆବାଇଶି ପାହାଚ୧୯୦୫ଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପଜୟ ଜଗନ୍ନାଥୟୁ ଟ୍ୟୁବବୈଷ୍ଣବ ପାଣିଅର୍ଥଶାସ୍ତ୍ରସାମାଜିକ ଆନ୍ଦୋଳନମଧୁସୂଦନ ରାଓସୂର୍ଯ୍ୟବଂଶୀ ସୂରଜଅଚ୍ୟୁତ ଗୋକୁଳ ନାୟକବିଶ୍ୱ ଏଡ୍‌ସ ଦିବସନେଲସନ ମଣ୍ଡେଲାମହାପାତ୍ର ନୀଳମଣି ସାହୁଶାସ୍ତି (ଓଡ଼ିଆ କଥାଚିତ୍ର)ସିଦ୍ଧାନ୍ତ ମହାପାତ୍ରସାଲଭାଡୋର ଡାଲିଫତୁରାନନ୍ଦନଅଙ୍କ ଦୁର୍ଭିକ୍ଷଶ୍ରଦ୍ଧାକର ସୂପକାରଚନ୍ଦ୍ରଶେଖର ରଥଉଇକିପିଡ଼ିଆ ସମୂହର ତାଲିକାଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗୌରହରି ଦାସଚିତ୍ତରଞ୍ଜନ ଦାସକୃଷ୍ଣଚନ୍ଦ୍ର ପାଣିଗ୍ରାହୀଚୁଡ଼ାପ୍ରଥମ ବିଶ୍ୱଯୁଦ୍ଧଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାସଚ୍ଚିଦାନନ୍ଦ ରାଉତରାୟମୁକ୍ତିକାନ୍ତ ମଣ୍ଡଳଆଉରଙ୍ଗଜେବମାର୍ଚ୍ଚ ୨୧ସ୍ଥୌଲ୍ୟତା୩୦ ଅପ୍ରେଲଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରନିର୍ମଳା (ଉପନ୍ୟାସ)ଓଡ଼ିଆ ଭ୍ରମଣ ସାହିତ୍ୟଓଡ଼ିଆ ଉଇକିପିଡ଼ିଆବିଦ୍ୟୁତପ୍ରଭା ଦେବୀଭାରତର ସଂସ୍କୃତିନୀଳକଣ୍ଠ ଦାସ୨୦୧୨୪ (ସଂଖ୍ୟା)ଭଦ୍ରକ ଜିଲ୍ଲାଅଂଶୁଘାତଓମ'ଙ୍କ ନିୟମଲସିଏ. ପି. ଜେ. ଅବଦୁଲ କଲାମହନୁମାନ ବାଟିକାରାବଣସମୀର ରଞ୍ଜନ ଦାଶ୫ ନଭେମ୍ବରରେଶମ ପଥପକ୍ଷଜ୍ୟୋତିର୍ଲିଙ୍ଗମହେନ୍ଦ୍ର ସିଂହ ଧୋନିଆର୍ଯ୍ୟଭଟ୍ଟୟୁକ୍ରେନଫେବୃଆରୀ ୨୯ପଥ ଓ ପୃଥିବୀତପସ୍ୱିନୀମାଁ ପୀତାମ୍ବର ମନ୍ଦିରଏମିସ ଲୋକଟମ୍ ଖା କାଇସ୍ୱର ବର୍ଣ୍ଣ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନତାଳଧ୍ୱଜ🡆 More