ତରଳ ବାୟୁ

ତରଳ ବାୟୁ (ଇଂରାଜୀ: Liquid air) ବାୟୁର ଏକପ୍ରକାର ଅବସ୍ଥା ଯାହାକୁ ନିମ୍ନ ତାପକ୍ରମରେ ଚାପ ପ୍ରଦାନ କରି ଗ୍ୟାସୀୟ ଅବସ୍ଥାରୁ ତରଳ ଅବସ୍ଥାକୁ ଅଣାଯାଏ । ଏଥିପାଇଁ ବିଭିନ୍ନ ପ୍ରକାର ଯନ୍ତ୍ର ଅଛି । ଏହି ଯନ୍ତ୍ର ସାହାଯ୍ୟରେ ସାଧାରଣ ବାୟୁରୁ ତରଳ ବାୟୁ ପ୍ରସ୍ତୁତ କରାଯାଏ । ଏହା ତରଳାବସ୍ଥାରେ ଜଳ ଭଳି ବର୍ଣ୍ଣହୀନ କିମ୍ବା ସାମାନ୍ୟ ନୀଳରଙ୍ଗର ଦିଶେ । ତରଳ ବାୟୁକୁ ଆବଦ୍ଧ ପାତ୍ର ଭିତରେ ରଖାଯାଏ, ଖୋଲା ପାତ୍ରରେ ରଖିଦେଲେ ଏହା ସଙ୍ଗେ ସଙ୍ଗେ ବାଷ୍ପୀଭୂତ ହୋଇ ଉଡ଼ିଯାଏ । ଏହାର ଏକ ନିର୍ଦ୍ଧିଷ୍ଟ ସ୍ପୁଟନାଙ୍କ ନାହିଁ ।

ତରଳ ବାୟୁ
ତରଳ ନାଇଟ୍ରୋଜେନ

ବୈଶିଷ୍ଠ୍ୟ

ତରଳ ବାୟୁର ଘନତ୍ୱ ପ୍ରାୟ ୮୭୦ କିଲୋଗ୍ରାମ ପ୍ରତି ଘନମିଟର । ମାତ୍ର ମୌଳିକ ଉପାଦାନର ପ୍ରକାର ଭିତ୍ତିରେ ଏହାର ଘନତ୍ୱ ନିର୍ଭର କରେ । ତରଳ ବାୟୁ ୫୮କେଲଭିନ ତଥା -୨୧୫° ସେଲସିଅସରେ ବରଫରେ ପରିଣତ ହୋଇପାରେ । ଏହାର ସ୍ପୁଟନାଙ୍କ ୧୯୪.୩୫° ସେଲସିଅସ । ବାୟୁମଣ୍ଡଳୀୟ ଅମ୍ଳଜାନ ସଂସ୍ପର୍ଶରେ ଆସିଲେ ଗ୍ୟାସୀୟ ଅବସ୍ଥାକୁ ପରିବର୍ତ୍ତିତ ହୋଇଯାଏ ।

ବ୍ୟବହାର

  • ଫୁଏଲ ଗ୍ୟାସ ୱେଲଡ଼ିଙ୍ଗ ଆଣ୍ଡ କଟିଙ୍ଗ: ଇନ୍ଧନଗ୍ୟାସ ଏବଂ ଅମ୍ଳଜାନ ସାହାଯ୍ୟରେ ଧାତବୀୟ ପଦାର୍ଥକୁ କାଟିବା ଓ ଯୋଡ଼ିବା
  • କମ ତାପମାତ୍ରାରେ ଶ୍ୱାସନେବାରେ ସାହାଯ୍ୟ କରିବା
  • ଯବକ୍ଷାରଜାନ ସାଧାରଣ ତାପମାତ୍ରାରେ ତଥା ଗ୍ୟାସୀୟ ଅବସ୍ଥାରେ ବିଶେଷ ବ୍ୟବହୃତ ହେଉନଥିବାବେଳେ ତରଳ ଅବସ୍ଥାରେ ଅଧିକ ବ୍ୟବହୃତ ହୋଇଥାଏ
  • ୧୮୯୯-୧୯୦୨ ମସିହା ମଧ୍ୟରେ ଲିକ୍ୟୁଇଡ ଏୟାର ନାମକ ଏକ ଗାଡ଼ି କମ୍ପାନୀ ଏକ କାର ତିଆରି କରିଥିଲା, ଯାହା ତରଳ ବାୟୁ ଇନ୍ଧନରୂପେ ବ୍ୟବହାର କରି ଚାଲିପାରିଥାନ୍ତା । ଏଣୁ ତରଳ ବାୟୁ ଶକ୍ତି ସଂରକ୍ଷଣର ଏକ ମାଧ୍ୟମ

ଚିତ୍ରାବଳୀ

ଆଧାର

ଆହୁରି ଦେଖିପାରିବେ

Tags:

ତରଳ ବାୟୁ ବୈଶିଷ୍ଠ୍ୟତରଳ ବାୟୁ ବ୍ୟବହାରତରଳ ବାୟୁ ଚିତ୍ରାବଳୀତରଳ ବାୟୁ ଆଧାରତରଳ ବାୟୁ ଆହୁରି ଦେଖିପାରିବେତରଳ ବାୟୁଇଂରାଜୀ

🔥 Trending searches on Wiki ଓଡ଼ିଆ:

ମୁମ୍ବାଇସୁନାବେଶୟୁକ୍ରେନନନ୍ଦନକାନନ ଜୀବ ଉଦ୍ୟାନସୌଭାଗ୍ୟ କୁମାର ମିଶ୍ରଜୟ ଜଗନ୍ନାଥଫୋସିନୋପ୍ରିଲପରିବେଶ୩୦ ଅପ୍ରେଲନାରାୟଣ ସାହୁନବକଳେବରବାଘଭାରତୀୟ ସଂଖ୍ୟା ପ୍ରଣାଳିଉତ୍କଳ ଦିବସମହମ୍ମଦ ମୋକିମ୍ଚବିଶ ଗୁରୁଜାହାଙ୍ଗୀରମସ୍କୋମାଗୁଣିର ଶଗଡ଼ (କଥାଚିତ୍ର)୭ (ସଂଖ୍ୟା)ମନୋରଞ୍ଜନ ଦାସଦୀପକ ମିଶ୍ରwiki.phtmlଉଦ୍ଭିଦଅଲାରନାଥ ମନ୍ଦିରସରୋଜିନୀ ସାହୁସତ୍ୟବାଦୀ ବନ ବିଦ୍ୟାଳୟଫସ୍‌ଫରସନାରୀବାଦରୋହିତ ଶର୍ମାଶୈଳବାଳା ଦାସସରୋଜିନୀ ନାଇଡୁହମିଦା ବାନୁ ବେଗମପ୍ରତିଭା ରାୟପୁରୀଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଟୁକୁନି ସାହୁଅପରେଟିଙ୍ଗ ସିଷ୍ଟମ୨୦ ଅଗଷ୍ଟହନୁମାନ ବାଟିକାଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଉପନିଷଦଶ୍ରୀ ଅରବିନ୍ଦକୃଷ୍ଣଚନ୍ଦ୍ର ପାଣିଗ୍ରାହୀଭଦ୍ରକ ଜିଲ୍ଲାଭୃସଙ୍ଗ ଗଛପାରାଦୀପ ବନ୍ଦରଦେବଗଡ଼ ଜିଲ୍ଲାକଟକ ଜିଲ୍ଲାମଟର ସାଇକେଲଅଷ୍ଟ୍ରିଆକୁତାମ ଚଣ୍ଡୀ ମନ୍ଦିରକାଳିଚରଣ ପଟ୍ଟନାୟକଯୁକ୍ତରାଷ୍ଟ୍ର ଆମେରିକାଛାନ୍ଦଭାରତର ଜାତୀୟ ପତାକା୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନରାମଅକ୍ଷୟ ତୃତୀୟାହରେକୃଷ୍ଣ ମହତାବଆଇଡେଲାଲିସିବପୁରୁଷୋତ୍ତମ ଦେବଅଚ୍ୟୁତ ଗୋକୁଳ ନାୟକନଅତୁଣ୍ଡୀଗୌରୀଶଙ୍କର ରାୟପଥ ଓ ପୃଥିବୀସମ୍ବଲପୁର ଜିଲ୍ଲାବ୍ରଜରାଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)🡆 More