ଚାଙ୍ଗସା

]

ଚାଙ୍ଗସା
长沙市
ଅଧ୍ୟକ୍ଷତା-ପର୍ଯ୍ୟାୟ ନଗର
ଉପରୁ ଡାହାଣକୁ: ଚାଙ୍ଗସାର ଦିଗନ୍ତ, ୟୁଏହୁ ପାର୍କ, ହୁଆଙ୍ଗଜିଙ୍ଗ ଦକ୍ଷିଣ ପଦଚାରୀ ପଥ, ଆଇୱାନ ମଣ୍ଡପ
ଉପରୁ ଡାହାଣକୁ: ଚାଙ୍ଗସାର ଦିଗନ୍ତ, ୟୁଏହୁ ପାର୍କ, ହୁଆଙ୍ଗଜିଙ୍ଗ ଦକ୍ଷିଣ ପଦଚାରୀ ପଥ, ଆଇୱାନ ମଣ୍ଡପ
Nickname: 
"星城" (ତାରା ନଗର)
Motto(s): 
"心忧天下,敢为人先"
(ପୃଥିବୀ ବାବଦରେ ଯତ୍ନଶୀଳ ହୁଅ, ଅଗ୍ରଗାମୀ ହେବାର ସାହସ କର)
ହୁନାନରେ ଚାଙ୍ଗସା ନଗରର ଅବସ୍ଥାନ
ହୁନାନରେ ଚାଙ୍ଗସା ନଗରର ଅବସ୍ଥାନ
ଚାଙ୍ଗସା is located in Hunan
ଚାଙ୍ଗସା
ଚାଙ୍ଗସା
ହୁନାନରେ ଚାଙ୍ଗସା ନଗରର ଅବସ୍ଥାନ
Coordinates: 28°13′40″N 112°56′20″E / 28.2277765095°N 112.9388453666°E / 28.2277765095; 112.9388453666
ଦେଶଚୀନ
ରାଜ୍ୟହୁନାନ
Municipal seatଯୁଏଲୁ ଜିଲ୍ଲା
ବିଭାଗ୯ ଦେଶ-ଭିତ୍ତିକ ବିଭାଗ, ୧୭୨ ପ୍ରଶାସନିକ ବିଭାଗ
Government
 • ପାର୍ଟି ସଭାପତିୟି ଲିଆନହଙ୍ଗ
 • ମେୟରହୁ ହେଙ୍ଗୁଆ
Area
 • ଅଧ୍ୟକ୍ଷତା-ପର୍ଯ୍ୟାୟ ନଗର11,819 km2 (4,563 sq mi)
 • Urban
 (2018)
738 km2 (285 sq mi)
Elevation
63 m (207 ft)
Population
 (୨୦୧୫)
 • ଅଧ୍ୟକ୍ଷତା-ପର୍ଯ୍ୟାୟ ନଗର୭୪,୩୧,୮୦୦
 • Density630/km2 (1,600/sq mi)
 • Urban
 (2018)
୪୦,୨୦,୦୦୦
 • Urban density5,400/km2 (14,000/sq mi)
 • Metro
୪୫,୯୭,୧୩୪
 • ଚୀନର
୧୯th
Ethnicity
 • Han99.22%
 • Minorities0.78%
Time zoneUTC+8 (China Standard)
Postal code
410000
Area code0731
ISO 3166 codeCN-HN-01
GDP Total (2016)CNY 931 billion
(US$139 billion)
GDP per capita (2016)CNY 127,346
(US$19,025)
GDP growth rateIncrease 10.7%
License Plate湘A
湘O (police and authorities)
City treeCamphor tree
City flowerAzalea
LanguagesMandarin, Changsha dialect
Websitewww.changsha.gov.cn
ଚାଙ୍ଗସା
ଚାଙ୍ଗସା
"Changsha" in Simplified (top) and Traditional (bottom) Chinese characters
Simplified Chinese 长沙
Traditional Chinese 長沙
Literal meaning "Long Sandbar"

ଚାଙ୍ଗସା (Chinese: 长沙) ହୁନାନ ରାଜ୍ୟର ରାଜଧାନୀ ଓ ସର୍ବଜନାଦୃତ ନଗର ଏବଂ ଚୀନର ଦକ୍ଷିଣ-ମଧ୍ୟ ଅଂଶରେ ଅବସ୍ଥିତ । ଏହା 11,819 km2 (4,563 sq mi) ଅଞ୍ଚଳରେ ବ୍ୟାପ୍ତ, ଏବଂ ଏହାର ଉତ୍ତରରେ ୟୁଏୟାଙ୍ଗ ଏବଂ ଇୟାଙ୍ଗ, ପଶ୍ଚିମରେ ଲୌଡ଼ି, ଦକ୍ଷିଣରେ ଜିଆଙ୍ଗଟାଙ୍ଗ ଓ ଚୁଚୁ, ପୂର୍ବରେ ଇଚୁଆନ ଓ ଜିଆଙ୍ଗସି ରାଜ୍ୟର ପିଙ୍ଗସିଆଙ୍ଗ ରହିଛନ୍ତି । ୨୦୧୦ ଜନଗଣନା ଅନୁସାରେ ଚାଙ୍ଗସାରେ ୭,୦୪୪,୧୧୮ ଜଣ ଲୋକ ରହନ୍ତି ଓ ତାହା ରାଜ୍ୟର ମୋଟ ଜନସଂଖ୍ୟାର ୧୦.୭୨% । ଏହା ଚାଙ୍ଗ-ଚୁ-ଟାନ ନଗରଗୁଚ୍ଛ ବା ମେଗାପଲିସର ଅଂଶ ।

ଚାଙ୍ଗସା ଜିଆଙ୍ଗ ନଦୀର ଉପତ୍ୟକା ସମତଳରେ ପୂର୍ବରେ ଲୁଜିଆଓ ପର୍ବତମାଳାକୁ, ପଶ୍ଚିମରେ ଉଲିଙ୍ଗ ପର୍ବତମାଳା, ଉତ୍ତରରେ ଡଙ୍ଗଟିଙ୍ଗ ହ୍ରଦ ଓ ଦକ୍ଷିଣରେ ହେଙ୍ଗ ପର୍ବତମାଳାକୁ ଲାଗି ଅବସ୍ଥିତ । ଏହାର ପାଣିପାଗ ମୌସୁମୀ ଉପଗ୍ରୀଷ୍ମମଣ୍ଡଳୀୟ ଜଳବାୟୁ ଓ ବାର୍ଷିକ ଉଷ୍ମତା 16.8 to 17.3 °C (62.2 to 63.1 °F) ଏବଂ ବାର୍ଷିକ ବର୍ଷା 1,358.6 to 1,552.5 mm (53.49 to 61.12 in) ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ସାଲଭାଡୋର ଡାଲିଆଶୁତୋଷ ପରିଡ଼ାବିନୋଦ ଚନ୍ଦ୍ର ନାୟକରାଜ୍ୟ ସଭାଶ୍ରୀଜମ୍ମୁ ତୱି ରେଳ ଷ୍ଟେସନକୃଷ୍ଣଜଗନ୍ନାଥ ଦାସଦ୍ଵାରକାଧୀଶ ମନ୍ଦିରଭାରତଜୟ ଜଗନ୍ନାଥରାମଶଙ୍କର ରାୟଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପଭାରତ ସରକାରଢଗ ଢମାଳିଆଲୋକଚବିଶ ଗୁରୁମହାଦେଶୟୁରୋପଓଡ଼ିଆ ନାଟକପର୍ଫେନାଜାଇନତ୍ରିପୁରା ମିଶ୍ରଓଡ଼ିଆ ଭାଷା୨୯ ମାର୍ଚ୍ଚବିରଜା ମନ୍ଦିରଚାଟ୍ ଜିପିଟିମଧୁସୂଦନ ଦାସନିର୍ମଳା (ଉପନ୍ୟାସ)ତ୍ରିଭୁଜହନୁମାନ ଚାଳିଶାଓଡ଼ିଆ ଉଇକିପିଡ଼ିଆଓଡ଼ିଆ ମସଲାର ଇଂରାଜୀ ପ୍ରତିଶବ୍ଦପଖିଆବଡ଼ ଏରାମାଲେସିଆଓଡ଼ିଶାସରସ୍ୱତୀ ସମ୍ମାନସୁଇଜରଲ୍ୟାଣ୍ଡବଣ୍ଡ (ଅର୍ଥ)ଇଣ୍ଡୋନେସିଆକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବବଉଳ୨୫ ଅପ୍ରେଲବାଇଶି ପାହାଚସୋନପୁର ରାଜ୍ୟକାଜାଖସ୍ତାନଗୀତଗୋବିନ୍ଦବିରାଟ କୋହଲୀଶତ୍ରୁଘ୍ନ ପାଣ୍ଡବକୋଣାର୍କଅର୍ଥଶାସ୍ତ୍ରଅଶ୍ରୁମୋଚନ ମହାନ୍ତିମହାତ୍ମା ଗାନ୍ଧୀପୁଷ୍ଟିସାରଓଡ଼ିଶାର ଭୂଗୋଳଡାକ ମୁନସୀସାମାଜିକ ଆନ୍ଦୋଳନକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଓଡ଼ିଆ୨୦୧୨ଉପେନ୍ଦ୍ର ଭଞ୍ଜଭଗବତୀ ଚରଣ ପାଣିଗ୍ରାହୀଉତ୍କଳ ସମ୍ମିଳନୀଓଡ଼ିଶା ସରକାରଓ ଅନ୍ଧଗଳି୪ ଇଡିଅଟସ୍କୁନ୍ତଳା କୁମାରୀ ସାବତଦୁର୍ଗା ପୂଜାସ୍ତନଦୀନକୃଷ୍ଣ ଦାସଓଡ଼ିଆ ରାନ୍ଧଣା🡆 More