ଚନ୍ଦ୍ର ସାରଥୀ ବେହେରା: ଓଡ଼ିଆ ରାଜନୀତିଜ୍ଞ

ଚନ୍ଦ୍ର ସାରଥୀ ବେହେରା (ଜନ୍ମ: ୧୯ ଜୁଲାଇ ୧୯୭୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ଚନ୍ଦ୍ର ସାରଥୀ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ତଥା ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୨୦୦୯, ୨୦୧୪ ଓ ୨୦୧୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସାଲେପୁର ଓ କଟକ ସଦର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୪ଶ, ୧୫ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଚନ୍ଦ୍ର ସାରଥୀ ବେହେରା
ଚନ୍ଦ୍ର ସାରଥୀ ବେହେରା: ଜନ୍ମ, ପରିବାର ଓ ଶିକ୍ଷା, ରାଜନୈତିକ ଜୀବନ, ଆଧାର
ବିଧାୟକ: ୧୫ଶ, ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୪ – ଏବେଯାଏଁ
ପୂର୍ବ ଅଧିକାରୀକାଳୀନ୍ଦି ବେହେରା
ନିର୍ବାଚନ ମଣ୍ଡଳୀକଟକ ସଦର
ବିଧାୟକ: ୧୪ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୪
ପୂର୍ବ ଅଧିକାରୀକାଳନ୍ଦୀ ଚରଣ ବେହେରା
ପର ଅଧିକାରୀପ୍ରକାଶ ଚନ୍ଦ୍ର ବେହେରା
ନିର୍ବାଚନ ମଣ୍ଡଳୀସାଲେପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1975-07-19) ୧୯ ଜୁଲାଇ ୧୯୭୫ (ବୟସ ୪୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ବାପା/ବୋଉକାଳନ୍ଦୀ ବେହେରା (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ଚନ୍ଦ୍ର ସାରଥୀ ବେହେରା ୧୯୭୫ ମସିହାର ଜୁଲାଇ ମାସ ୧୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଥିଲା କାଳନ୍ଦୀ ବେହେରା । ଚନ୍ଦ୍ର ସାରଥୀଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ।

ରାଜନୈତିକ ଜୀବନ

ଚନ୍ଦ୍ର ସାରଥୀ ବେହେରା ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ସେ ଜଣେ ମନ୍ତ୍ରୀ ଭାବରେ ୨୦୧୭ରୁ ୨୦୧୯ ମସିହାଯାଏଁ କାର୍ଯ୍ୟ କରିଛନ୍ତି ।

ବିଧାନ ସଭା ସଭ୍ୟ ବିବରଣୀ

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୨୦୦୯ ୨୦୧୪ ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା ସାଲେପୁର ବିଜୁ ଜନତା ଦଳ
୨୦୧୪ ୨୦୧୯ ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା କଟକ ସଦର ବିଜୁ ଜନତା ଦଳ
୨୦୧୯ - ସଭ୍ୟ, ୧୬ଶ ଓଡ଼ିଶା ବିଧାନ ସଭା କଟକ ସଦର ବିଜୁ ଜନତା ଦଳ

ଆଧାର

Tags:

ଚନ୍ଦ୍ର ସାରଥୀ ବେହେରା ଜନ୍ମ, ପରିବାର ଓ ଶିକ୍ଷାଚନ୍ଦ୍ର ସାରଥୀ ବେହେରା ରାଜନୈତିକ ଜୀବନଚନ୍ଦ୍ର ସାରଥୀ ବେହେରା ଆଧାରଚନ୍ଦ୍ର ସାରଥୀ ବେହେରାଓଡ଼ିଆ ଲୋକ

🔥 Trending searches on Wiki ଓଡ଼ିଆ:

ହଳଦୀନିମୋନିଆଶ୍ରାଦ୍ଧତମାଖୁର ସ୍ଵାସ୍ଥ୍ୟ ଉପରେ ପ୍ରଭାବସର୍ବପଲ୍ଲୀ ରାଧାକୃଷ୍ଣନଉତ୍କଳ ସମ୍ମିଳନୀଚକ୍ଷୁ ପ୍ରତିସରଣ ଦୋଷକାଳୀଚରଣ ପଟ୍ଟନାୟକଦୁର୍ଗାମାଧବ ମିଶ୍ର୨୧ ମାର୍ଚ୍ଚଉତ୍କଳ ଦିବସ୧୯୮୪ସାଧାରଣତନ୍ତ୍ର ଦିବସ (ଭାରତ)ମହାବୀର ଜୈନତ୍ରିଭୁଜ୩୧ ମାର୍ଚ୍ଚ୧୯୧୪ମହାଭାରତପ୍ରେମଶ୍ରୀମନ୍ଦିରରେ ପାଳିତ ଦୈନିକ ନୀତିଗୋଦାବରୀଶ ମହାପାତ୍ରଓଡ଼ିଶାଦେବାଶିଷ ପାଣିଗ୍ରାହୀମାଳିକାଶ୍ରୀନିବାସ ରାମାନୁଜନରଶ୍ମି ରାଉଳ୧ (ସଂଖ୍ୟା)କଳିଙ୍ଗ ଯୁଦ୍ଧହରିହର ବାହିନୀପତିକଳିଙ୍ଗ, ଭାରତଅଟିଜିମ୍‌ପ୍ରତିଭା ରାୟରମାଦେବୀ ଚୌଧୁରୀଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଲକ୍ଷ୍ମଣ ନାୟକ୭ (ସଂଖ୍ୟା)ଓଡ଼ିଆ ଉଇକିପିଡ଼ିଆଭୌଗଳିକ ଦିଗବାରେଣିଭଗବତୀ ଦେଉଳଆରବ ସାଗରଭାଗବତ ଟୁଙ୍ଗିଦୀପକ ମିଶ୍ରକୁଟୁରାକନକ ମଞ୍ଜରୀ ମହାପାତ୍ର୨୧ISBN (identifier)ରୋମାନିଆ୧୯୬୮୮ ଜୁଲାଇମାଦଳା ପାଞ୍ଜିଓଡ଼ିଶାର ମାପ ବ୍ୟବସ୍ଥାଦୂତୀବାହନ ଓଷାଦଶହରାଆଲେକ୍‌ଜାଣ୍ଡର୍ ମହାନଗୋପାଳ ଚନ୍ଦ୍ର ପ୍ରହରାଜତାରିଣୀ ମନ୍ଦିର, ଘଟଗାଁପୃଥିବୀକୋଣାର୍କପ୍ରଥମ ବିଶ୍ୱଯୁଦ୍ଧକୋଣାର୍କ ସୂର୍ଯ୍ୟ ମନ୍ଦିରକାତ୍ୟାୟିନୀଅଶ୍ୱିନୀ କୁମାର ଘୋଷସମ୍ବଲପୁରଓଡ଼ିଶାର ଇତିହାସବୌଦ୍ଧ ଧର୍ମଭାରତୀୟ ସମ୍ବିଧାନକୋଶଳ କ୍ରାନ୍ତି ଦଳ🡆 More