ବିଧାନ ସଭା ନିର୍ବାଚନ ମଣ୍ଡଳୀ ଘସିପୁରା

ଘସିପୁରା (କ୍ରମିକ ସଂଖ୍ୟା: ୨୧) କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଘସିପୁରା ବ୍ଳକ, ଘଟଗାଁ ବ୍ଳକ ଓ ଆନନ୍ଦପୁର ବ୍ଳକର କିଛି ଅଂଶ ।

ଘସିପୁରା ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୯୭,୮୫୮
ଜିଲ୍ଲା: କେନ୍ଦୁଝର
ଲୋକ ସଭା ନିର୍ବାଚନ ମଣ୍ଡଳୀ: କେନ୍ଦୁଝର
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବଦ୍ରିନାରାୟଣ ପାତ୍ର ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ସତ୍ୟବ୍ରତ ପଣ୍ଡାଙ୍କଠାରୁ ୮୮୬୦୨ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବଦ୍ରୀନାରାୟଣ ପାତ୍ର, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକଙ୍କଠାରୁ ୨୫,୫୫୪ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, ଘସିପୁରା
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ବଦ୍ରୀନାରାୟଣ ପାତ୍ର ୭୭,୮୯୦ ୫୨.୮୫ -
କଂଗ୍ରେସ ନିରଞ୍ଜନ ପଟ୍ଟନାୟକ ୫୨,୩୩୬ ୩୫.୫୧ -
ଭାଜପା ସନ୍ତୋଷ କୁମାର ରାଉତ ୯,୬୮୯ ୬.୫୭ -
ସ୍ୱାଧୀନ ରବିନାରାୟଣ ହୋତା ୧,୭୦୬ ୧.୧୬ -
ସ୍ୱାଧୀନ ପ୍ରଦୀପ କୁମାର ପ୍ରଧାନ ୧,୫୩୭ ୧.୦୪ -
ବସପା କେଦାରନାଥ ଆରୁକ ୧,୨୬୦ ୦.୮୫ -
ସମୃଦ୍ଧ ଓଡ଼ିଶା କୁମୁଦିନୀ ପଟ୍ଟନାୟକ ୧,୧୩୭ ୦.୭୭ -
ରାଷ୍ଟ୍ରବାଦୀ ସେନା ମହାଦେବ ମହନ୍ତ ୭୦୨ ୦.୪୮ -
ସ୍ୱାଧୀନ ଅକ୍ଷୟ କୁମାର ଧୀର ୫୮୩ ୦.୪୦ -
ଆରପିଆଇ (ଆ) ବାପି ସିଂହ ୫୩୨ ୦.୩୬ -
ଭୋଟ ବ୍ୟବଧାନ ୨୫,୫୫୪ ୧୭.୩୪* -
ମତଦାନ ହାର ୧,୪୭,୪୧୧ ୭୮.୦୬ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

ନବଗଠିତ ଏହି ନିର୍ବାଚନ ମଣ୍ଡଳୀରେ ୨୦୦୯ରେ କେବଳ ଥରେ ନିର୍ବାଚନ ଅନୁଷ୍ଠିତ ହୋଇଛି ।

  • ୨୦୦୯: (୨୧): ବଦ୍ରୀନାରାୟଣ ପାତ୍ର (ବିଜଦ)

ଆଧାର

Tags:

ଓଡ଼ିଶା ବିଧାନ ସଭାଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାକେନ୍ଦୁଝର ଜିଲ୍ଲାଘସିପୁରା

🔥 Trending searches on Wiki ଓଡ଼ିଆ:

୧୯୮୧କୌରବବଳରାମଫାଇଜାବାଦ ରେଳ ଷ୍ଟେସନନିତ୍ୟାନନ୍ଦ ମହାପାତ୍ରତରୁଣକାନ୍ତି ମିଶ୍ରଔଷଧୀୟ ଗଛଲତାମାନଙ୍କର ତାଲିକାକିଶୋରୀ ଚରଣ ଦାସଚୁମ୍ବନବେଦଆହମ୍ମଦୀୟଭୁବନେଶ୍ୱର ବେହେରାପଠାଣି ପଟ୍ଟନାୟକ୧୯୯୩ରାଜେନ୍ଦ୍ର କିଶୋର ପଣ୍ଡାକରମା ନୃତ୍ୟନୂତନ ବର୍ଷକଦଳୀଏଲୋରା ଗୁମ୍ଫାମହାତ୍ମା ଗାନ୍ଧୀଅନ୍ତରଙ୍ଗ ସମ୍ପର୍କହନୁମାନ ଚାଳିଶାକୃଷ୍ଣ ଜନ୍ମାଷ୍ଟମୀକର୍କଟ ରୋଗବୈଷୟିକ ବିଜ୍ଞାନରଥଯାତ୍ରାରଜ ପର୍ବ୧୯୫୧ୟୁ ଟ୍ୟୁବ୮୮୭ଅଷ୍ଟ୍ରିଆପାରଳା ମହାରାଜା ଯାନ୍ତ୍ରୀକ ମହାବିଦ୍ୟାଳୟଦେବାଶିଷ ପାଣିଗ୍ରାହୀପୂର୍ଣ୍ଣିମାରୁକ୍ମଣୀଗୀତଗୋବିନ୍ଦଲାଟିନ ଭାଷାହୃଷୀକେଶ ମଲ୍ଲିକସମୟ (କାଳ)ଜଗନ୍ନାଥ ଦାସବିଶାଖା ଏବଂ ଅନ୍ୟମାନେ ବନାମ ରାଜସ୍ଥାନ ସରକାରକେନିଆଅଖିଳ ମୋହନ ପଟ୍ଟନାୟକରାମ ନବମୀପ୍ରତିଭା ରାୟଲଳିତା (୧୯୪୯ର ସିନେମା)ରୋହିତ ଶର୍ମା୨୬ ଜାନୁଆରୀଆକବର୧୧ ମାର୍ଚ୍ଚରଜନୀ ରଞ୍ଜନବରୁଣଏକାଦଶୀନବରାତ୍ରୀଦୁର୍ଗାଉପେନ୍ଦ୍ର ଭଞ୍ଜମହାପ୍ରସାଦଉଇକିପିଡ଼ିଆଚକ୍ଷୁ ପ୍ରତିସରଣ ଦୋଷଓମାନମହାନଦୀସାଧାରଣତନ୍ତ୍ର ଦିବସ (ଭାରତ)ଅଶୋକାଷ୍ଟମୀଆଲେକ୍‌ଜାଣ୍ଡର୍ ମହାନଶ୍ରୀରୂପା ମିତ୍ର ଚୌଧୁରୀଚିନ୍ତାମଣି ମହାନ୍ତିଭାରତୀୟ ଦଣ୍ଡ ସଂହିତା, ୧୮୬୦🡆 More