ଗୋପାଳ ଚନ୍ଦ୍ର ପଟ୍ଟନାୟକ

ଗୋପାଳ ଚନ୍ଦ୍ର ପଟ୍ଟନାୟକ ଜଣେ ଓଡ଼ିଆ ଲେଖକ ତଥା ନାଟ୍ୟକାର ଥିଲେ, ଯିଏକି ୧୯୯୦ ମସିହାରେ ତାଙ୍କ ରଚିତ ପୁସ୍ତକ ସମୁଦ୍ର ମନ୍ଥନ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ସେ ବିଜ୍ଞାନ ପ୍ରଭା ପତ୍ରିକାର ସମ୍ପାଦକ ମଣ୍ଡଳୀର ସଦସ୍ୟ ଥିଲେ ।

ଗୋପାଳ ଚନ୍ଦ୍ର ପଟ୍ଟନାୟକ
ଜନ୍ମ୧୯୩୧
ବଳରାମପୁର, ଯାଜପୁର
ମୃତ୍ୟୁ୨୭ ନଭେମ୍ବର ୨୦୧୫(୨୦୧୫-୧୧-୨୭)
ବିଜେବି ନଗର, ଭୁବନେଶ୍ୱର
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ବୃତ୍ତି
  • ଲେଖକ
ଉଲ୍ଲେଖନୀୟ କୃତିସମୁଦ୍ର ମନ୍ଥନ
ବୈବାହିକ-ସାଥୀବାସନ୍ତୀ ପଟ୍ଟନାୟକ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ନାଟକ ଏକାଙ୍କିକା), ୧୯୯୦

ଜୀବନୀ

ସେ ୧୯୩୧ ମସିହାରେ ଯାଜପୁର ଜିଲ୍ଲାର ବଳରାମପୁରଠାରେ ଜନ୍ମଗ୍ରହଣ କରିଥିଲେ । ୨୦୧୫ ମସିହା ନଭେମ୍ବର ୨୭ତାରିଖରେ ଗୋପାଳ ଚନ୍ଦ୍ରଙ୍କର ପରଲୋକ ଘଟିଥିଲା ।

ସାହିତ୍ୟ ସର୍ଜନା

ସେ କଲେଜରେ ପଢ଼ିଲାବେଳେ କଟକ ବେତାର କେନ୍ଦ୍ର ପାଇଁ ନାଟକ ଲେଖୁଥିଲେ, ଯାହାକି ଏକାଧିକ ବାର ପ୍ରସାରିତ ହୋଇ ଆଦୃତ ହୋଇଥିଲା । ୧୯୫୨ ମସିହା ପରଠାରୁ ସେ ଲେଖାଲେଖି ବନ୍ଦ କରିଦେଇଥିଲେ ଏବଂ ପରେ ୨୬ ବର୍ଷ ପରେ ୧୯୭୮ ମସିହାରେ ପୁଣିଥରେ ନାଟକ ଲେଖିଥିଲେ । ତାଙ୍କ ରଚିତ ନାଟକ "ଦିନେ ଖରାବେଳେ" ପ୍ରଥମେ କଟକ ବେତାର କେନ୍ଦ୍ରରୁ ଓ ପରେ ସମ୍ବଲପୁର ଓ ଜୟପୁରରୁ ପ୍ରସାରିତ ହୋଇଥିଲେ । ଏହାପରେ ନିୟମିତ ଭାବରେ ସେ ରେଡିଓ ଓ ମଞ୍ଚ ପାଇଁ ନାଟକ ଲେଖିଥିଲେ ।ନାଟକକୁ ନେଇ ତାଙ୍କର ନ'ଟି ପୁସ୍ତକ ପ୍ରକାଶିତ ହୋଇସାରିଛି । ସେଥିରେ ପଚାଶରୁ ଅଧିକ ନାଟକ ସ୍ଥାନ ପାଇଛି । ସେହିପରି ତାଙ୍କର ପ୍ରକାଶିତ ୫ଟି ଗଳ୍ପଗ୍ରନ୍ଥରେ ସ୍ଥାନପାଇଛି ଷାଠିଏରୁ ଅଧିକ ଗଳ୍ପ । ଓଡ଼ିଶା ବିତ୍ତ ସେବା ବିଭାଗରେ ସେ ଚାକିରି କରୁଥିଲେ ।

ରଚନାବଳୀ

ବର୍ଷ ବହିର ନାମ ପ୍ରକାର ପ୍ରକାଶକ
୧୯୪୧ ସ୍ୱାସ୍ଥ୍ୟ ସାଥୀ ପ୍ରବନ୍ଧ
୧୯୪୩ ମାଲେରିଆ ପ୍ରବନ୍ଧ
୧୯୪୪ ଜାତୀୟ ଖାଦ୍ୟ ପ୍ରବନ୍ଧ
୧୯୪୯ ଉଚ୍ଚ ପ୍ରାଥମିକ ସ୍ୱାସ୍ଥ୍ୟ ସାଥୀ
୧୯୭୪ ଶବ୍ଦତତ୍ତ୍ୱ ପ୍ରବନ୍ଧ
୧୯୮୪ ଏବର ଭାଗବତ କବିତା
୧୯୮୭ ଦିହୁଡ଼ି ଗଳ୍ପ ସଂକଳନ
୧୯୮୭ ମୁଁ ହିରୋ ହେବି ନାଟକ
୧୯୯୦ ପଞ୍ଜୁରି ପକ୍ଷୀ ଗଳ୍ପ ସଂକଳନ
୧୯୯୧ ବିଜ୍ଞାନ କଥା – ଆମ ସମ୍ପଦ ବିଜ୍ଞାନ
୧୯୯୧ ବିଜ୍ଞାନ କଥା – ଅଣୁ ବିଜ୍ଞାନ
୧୯୯୧ ବିଜ୍ଞାନ କଥା – ରୋଷେଇଘରେ ବିପ୍ଳବ ବିଜ୍ଞାନ
୧୯୯୧ ବିଜ୍ଞାନ କଥା - ଆଲୋକ ବିଜ୍ଞାନ
୧୯୯୧ ବ୍ରହ୍ମାଙ୍କ ପେଣ୍ଡୁ ଗଳ୍ପ ବିଜ୍ଞାନ
୧୯୯୧ ସହଜ ବିଜ୍ଞାନ ପାଠ କରି ଶିଖିବା ଚାଟ ବିଜ୍ଞାନ
୧୯୯୩ ବିବି ଓ ବଡ଼ବାବୁ ଏବଂ ଅନ୍ୟାନ୍ୟ ହାସ୍ୟ ନାଟିକା ନାଟକ
୧୯୯୮ ସଫାହାତର ବାସ୍ନା ଗଳ୍ପ ସଂକଳନ
୨୦୦୩ ଅପ୍ରେସନ ଏକାଅଶୀ କେଜି ନାଟକ
୨୦୦୩ କମ୍ପାନୀ ଦାୟୀ ନୁହେଁ ନାଟକ
୨୦୦୩ ନୀତା ନୟନା ସମ୍ବାଦ ନାଟକ
୨୦୦୪ ସ୍ୱପ୍ନ ପୁରୁଷ ନାଟକ
୨୦୦୫ ଏକ ଅଚିହ୍ନା ଫୁଲର ବାସ୍ନା ଗଳ୍ପ ସଂକଳନ
୨୦୦୭ କ୍ଷେତୁ ବଞ୍ଜାରାର ଖେଳ ଉପନ୍ୟାସ
୨୦୦୭ କାନ୍ଥ ଓ କଣ୍ଟାର ପ୍ରସଙ୍ଗ ନାଟକ
ସମୁଦ୍ର ମନ୍ଥନ ନାଟକ
କୁହୁଡି
ପଞ୍ଜୁରି ପକ୍ଷୀ
ଦିହୁଡି
ସଫା ହାତର ବାସ୍ନା
ସ୍ୱପ୍ନ ପୁରୁଷ
ସବୁ ରାସ୍ତା ଏକା ଏକା

ସମ୍ମାନ ଓ ପୁରସ୍କାର

ଆଧାର

Tags:

ଗୋପାଳ ଚନ୍ଦ୍ର ପଟ୍ଟନାୟକ ଜୀବନୀଗୋପାଳ ଚନ୍ଦ୍ର ପଟ୍ଟନାୟକ ସାହିତ୍ୟ ସର୍ଜନାଗୋପାଳ ଚନ୍ଦ୍ର ପଟ୍ଟନାୟକ ରଚନାବଳୀଗୋପାଳ ଚନ୍ଦ୍ର ପଟ୍ଟନାୟକ ସମ୍ମାନ ଓ ପୁରସ୍କାରଗୋପାଳ ଚନ୍ଦ୍ର ପଟ୍ଟନାୟକ ଆଧାରଗୋପାଳ ଚନ୍ଦ୍ର ପଟ୍ଟନାୟକଓଡ଼ିଆ ଭାଷାଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

🔥 Trending searches on Wiki ଓଡ଼ିଆ:

ମ୍ୟାଲେରିଆକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବତୁଳସୀ ଦାସଅମର ପ୍ରସାଦ ଶତପଥୀବିନୋଦ ଚନ୍ଦ୍ର ନାୟକଜୟୀ ରାଜଗୁରୁଦଣ୍ଡ ନାଟ୧୯୬୩ର ଓଡ଼ିଆ କଥାଚିତ୍ରଗିରିଜା କୁମାର ବଳୀୟାରସିଂହଜଳ ପ୍ରଦୂଷଣବୌଦ୍ଧ ଧର୍ମସହଦେବ (ମହାଭାରତ)କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଅକ୍ଷୟ ମହାନ୍ତିପରମାନନ୍ଦ ଆଚାର୍ଯ୍ୟବ୍ରହ୍ମୋତ୍ରୀ ମହାନ୍ତିଓଡ଼ିଶାର ଲୋକନୃତ୍ୟକରଞ୍ଜକେଳୁଚରଣ ମହାପାତ୍ରଆପେଣ୍ଡିସାଇଟିସଡୋରାଜଗନ୍ନାଥ ପ୍ରସାଦ ଦାସକଳାପାହାଡ଼ହୃଷୀକେଶ ମଲ୍ଲିକଚୁଡ଼ାଶୈଳବାଳା ଦାସଭାରତର ନଦୀ ସମୂହର ତାଲିକାସମୀର ରଞ୍ଜନ ଦାଶବ୍ରଜ କିଶୋର ପ୍ରଧାନଭାରତର ଜାତୀୟ ପତାକାକ୍ୟୁ. ଆର. କୋଡ଼ରମାକାନ୍ତ ପଣ୍ଡାଓଡ଼ିଶାର ଭୂଗୋଳତମନ୍ନା ବ୍ୟାସwiki.phtmlରାମାୟଣକୁକୁରବଳରାମ ଦାସଭଗବତୀ ଚରଣ ପାଣିଗ୍ରାହୀଅହଲ୍ୟାନୀଳକଣ୍ଠ ଦାସବିଭୂତି ଭୂଷଣ ପ୍ରଧାନଦୁର୍ଗା ପୂଜାନନ୍ଦ କିଶୋର ବଳହେନା ଫୁଲବେଣୁଧର ରାଉତଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାପ୍ରତିଭା ଶତପଥୀଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାଧାତୁରାଜ୍ୟ ସଭାଯକୃତରମେଶ ପ୍ରସାଦ ପାଣିଗ୍ରାହୀଅମନାତ୍ୟ ଜନଜାତିସୌର ଜଗତକୃଷ୍ଣଚନ୍ଦ୍ର ପାଣିଗ୍ରାହୀଅଶୋକାଷ୍ଟମୀଓଡ଼ିଶାଅର୍ଥଶାସ୍ତ୍ରଧାମରା ବନ୍ଦରସ୍ୱାମୀ ବିବେକାନନ୍ଦରାଧାମୋହନ ଗଡ଼ନାୟକଓଡ଼ିଶାର ସଂସ୍କୃତିରାଜେନ୍ଦ୍ର ନାରାୟଣ ସିଂହଦେଓପ୍ରଣବ ପ୍ରକାଶ ଦାସବ୍ୟଞ୍ଜନ ବର୍ଣ୍ଣମଥୁରା ମଙ୍ଗଳରମାଦେବୀ ଚୌଧୁରୀଗାଈ🡆 More