ଖେଚେଡ଼ି: ଭାରତୀୟ ଖାଦ୍ୟ

ଖେଚେଡ଼ି(ବା ଖେଚୁଡ଼ି) ଏକ ପାରମ୍ପାରିକ ଓଡ଼ିଆ ଖାଦ୍ୟ, ତେବେ ଭାରତର ବାକି ଜାଗାରେ ମଧ୍ୟ ଏହା ଖିଆଯାଇଥାଏ । ତିଆରି କରିବାର ପ୍ରଣାଳୀ ଅଲଗା ଅଲଗା ଜାଗାରେ ଅଲଗା ପ୍ରକାର ହୋଇଥାଏ ଓ ନାମ ମଧ୍ୟ ଅଲଗା ହୋଇଥାଏ । ଓଡ଼ିଶାରେ ତିଆରି ଖେଚେଡ଼ି ଶୁଖିଲା ହୋଇଥାଏ ଓ ଏଥିରେ ଚିନିର ବ୍ୟବହାର ହୋଇଥାଏ ।

ଖେଚେଡ଼ି
[[File:
ଖେଚେଡ଼ି: ଉପାଦାନ, ପ୍ରଣାଳୀ, ପ୍ରକାର
ଖେଚେଡ଼ି
|frameless|alt=]]
ମୁଗ ଓ ନଡ଼ିଆରେ ପ୍ରସ୍ତୁତ ମିଠା ଖେଚୁଡ଼ି
ଆରମ୍ଭ
ମୂଳ ଜାଗାଭାରତୀୟ ଉପମହାଦେଶ
ଅଞ୍ଚଳଓଡ଼ିଶା, ବିହାର, ଝାଡ଼ଖଣ୍ଡ, ପଶ୍ଚିମ ବଙ୍ଗଳା, ପଞ୍ଜାବ
ଖାଇବାର ସବିଶେଷ
ମୂଳ ଉପାଦାନଚାଉଳ, ଡାଲି, ମସଲା

ଉପାଦାନ

ପ୍ରଣାଳୀ

ପରିବା (ବିନ, ଗାଜର, ବିଟ ଆଦି)କୁ ଧୋଇ ତେଲ/ଘିଅରେ ଭାଜି ଦିଆଯାଏ । ଚାଉଳକୁ ଧୋଇ ଘିଅ/ତେଲରେ ଭାଜି ପରିବା, ଘିଅରେ ମସଲା ଭାଜି ଡାଲି ସହ ମିଶାଇ ପାଣି ଦେଇ ସିଝାଇ ଦିଆଯାଏ । ପରଷିବା ପୂର୍ବରୁ କିଛି ଚିନି ପକାନ୍ତୁ ।

ପ୍ରକାର

ଖେଚେଡ଼ି: ଉପାଦାନ, ପ୍ରଣାଳୀ, ପ୍ରକାର 
ସିମେଇ ଖେଚେଡ଼ି

ଜଗନ୍ନାଥ ମନ୍ଦିରରେ ଭୋଗରେ ଲାଗୁଥିବା ଖେଚେଡ଼ି

ଶ୍ରୀମନ୍ଦିରରେ ସକାଳ ଧୂପରେ, ଷୋଡ଼ଶୋପଚାର ବିଧିରେ ରତ୍ନବେଦିରେ ଅର୍ପଣ କରାଯାଉଥିବା ବିଭିନ୍ନ ପ୍ରକାର ଖେଚେଡ଼ି ହେଲା:

  • ନୁଖୁରା ଖେଚୁଡ଼ି
  • ସାନ ଖେଚୁଡ଼ି
  • ଶ୍ରୀ ବଳଭଦ୍ର ଖେଚୁଡ଼ି
  • ତୈଳ ଖେଚୁଡ଼ି

ଅନ୍ୟାନ୍ୟ

  • ପଞ୍ଚୁବର୍ଣ୍ଣ ଖେଚେଡ଼ି
    ନାନା ପ୍ରକାରର ପରିବାକୁ ଡାଲି ଓ ଚାଉଳ ସହ ମିଶାଇ ଏହା ତିଆରି କରାଯାଏ । ଏହା ଶୁଖିଲା ହୋଇଥାଏ । ପଞ୍ଚୁବର୍ଣ୍ଣ ଖେଚେଡ଼ି ପର୍ବ ପର୍ବାଣିରେ ତିଆରି କରାଯାଇଥାଏ ।
  • କାଦୁଆ ଖେଚେଡ଼ି
    ଏହା ସାଧାରଣତଃ ବହଳିଆ ହୋଇଥାଏ ।
  • ସିମେଇ ଖେଚେଡ଼ି/ପଲଉ: ଏହା ସିମେଇ, ଗାଜର, କ୍ୟାପ୍ସିକମ, ପିଆଜ ଆଦି ପକାଇ ଓଡ଼ିଆ ରାନ୍ଧଣା ପ୍ରଣାଳୀରେ ତିଆରି କରାଯାଇଥାଏ ।
  • ଦଳା ଖେଚୁଡ଼ି ତିଆରି ପାଇଁ ଅରୁଆ ଚାଉଳ ଓ ମୁଗ ଡାଲି ମିଶାଇ ଧୋଇ ଶୁଖାଇ, ତା ସହିତ ହଳଦି ଗୁଣ୍ଡ, ଧନିଆ ଗୁଣ୍ଡ, ନଡିଆ କୋରା ଓ ଘିଅ ଦେଇ ଦଳାଯାଏ । ତା ପରେ ପାଣିରେ ତେଜପତ୍ର ପକାଇ ଫୁଟାଇ ସେଥିରା ଦଳା ଚାଉଳ ଓ ଡାଲି ପକାଯାଏ । ଡାଲି ଓ ଚାଉଳ ଫୁଟି ନରମ ହୋଇଗଲେ ଓହ୍ଲାଇ ଘିଅର ଛୁଙ୍କ ଦିଆଗଲେ ଦଳା ଖେଚୁଡି ତିଆରି ସମ୍ପୂର୍ଣ୍ଣ ହୁଏ ।

ପରଷା

ପଞ୍ଚୁବର୍ଣ ଖେଚେଡ଼ିକୁ ଘୁଗୁନି, ଆଳୁଦମ ଓ ବାକି ଅନେକ ତରକାରି ସହ ପରଷାଯାଇପାରେ ।

ଆଧାର

Tags:

ଖେଚେଡ଼ି ଉପାଦାନଖେଚେଡ଼ି ପ୍ରଣାଳୀଖେଚେଡ଼ି ପ୍ରକାରଖେଚେଡ଼ି ପରଷାଖେଚେଡ଼ି ଆଧାରଖେଚେଡ଼ିଓଡ଼ିଆ ଖାଦ୍ୟଓଡ଼ିଶାଚିନି

🔥 Trending searches on Wiki ଓଡ଼ିଆ:

ଛାୟାପଥଢଗ ଢମାଳିଚିକୁନ‌ଗୁନିଆପ୍ରହ୍ଲାଦ ନାଟକରାଜ୍ୟ ସଭାଇଣ୍ଡୋନେସିଆଆମ୍ବଫସ୍‌ଫରସପୁରୁଷୋତ୍ତମ ଦେବକଟକ ଜିଲ୍ଲାବଉଳମୋନିକା ସେଲ୍ସରାସନ କାର୍ଡ଼ (ଭାରତ)ପୁନମ ମିଶ୍ରଓଡ଼ିଶା ସରକାରସାରଥୀ ବାବାଆଜାଦ ହିନ୍ଦ୍ ଫୌଜଖିଲିପାନଜଗନ୍ନାଥବ୍ରଜରାଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଆ ଭ୍ରମଣ ସାହିତ୍ୟମାଗୁଣିର ଶଗଡ଼ଓଡ଼ିଆ କବି ମାନଙ୍କର ତାଲିକା୨୪ ଅପ୍ରେଲଜୀବସାର ଗଶ୍ରୀ ଅରବିନ୍ଦଲଘିଷ୍ଠ ସାଧାରଣ ଗୁଣିତକ୨୦୧୨ଚିଲିକା ହ୍ରଦଦଗ୍ଧହେପାଟାଇଟିସପଲଉଜିମି ୱେଲ୍ସସ୍ତନ୍ୟପାୟୀମାର୍ଚ୍ଚ ୨୧କଖାରୁ ଫୁଲ ଭଜାଭାରତର ଜାତୀୟ ପତାକାଭୂମିକମ୍ପନାରାୟଣ ସାହୁବିଶ୍ୱତାପନମାଁ ପୀତାମ୍ବର ମନ୍ଦିରକଟକଭାରତୀୟ ଜନତା ପାର୍ଟିଫେବୃଆରୀ ୨୮ଉଇକିପିଡ଼ିଆଗୌରୀଶଙ୍କର ରାୟଦେବୁ ବୋଷଗୌରହରି ଦାସଫୋସିନୋପ୍ରିଲମେହମୁଦ ହୁସେନମହମ୍ମଦ ମୋକିମ୍ରାମ ନବମୀପାର୍ବତୀଉଦ୍ଭିଦ ବିଜ୍ଞାନନଇ ଆରପାରିଧାତୁନେତୃତ୍ୱବ୍ରଜନାଥ ରଥରାମଚନ୍ଦ୍ର ମିଶ୍ରସୁଭାଷ ଚନ୍ଦ୍ର ବୋଷନୋବେଲ ପୁରସ୍କାରମଙ୍ଗଳୁ ଚରଣ ବିଶ୍ୱାଳଧନୁ (ରାଶି)ମୁମ୍ବାଇ୧୭ ଫେବୃଆରୀଗୋପାଳକୃଷ୍ଣ ପଟ୍ଟନାୟକଚିଲିକା (କବିତା)୨୭ ଜୁନସତୀ (ହିନ୍ଦୁ ଦେବୀ)ନଅତୁଣ୍ଡୀ🡆 More