କୋଇଲି ଚଉତିଶା

ଚଉତିଶା ଏବଂ କୋଇଲି ପୁରାତନ ଓଡ଼ିଆ ସାହିତ୍ୟରେ ବ୍ୟବହାର ହେଉଥିବା ପଦାବଳି ଦେଖିବାକୁ ମିଳେ । ଚଉତିଶାରେ ‘କ'ରୁ ‘କ୍ଷ' ପର୍ଯନ୍ତ ୩୪ଟି ପଦରେ ରଚନା ଥିଲାବେଳେ କୋଇଲିଗୁଡ଼ିକ ଏକ କୋଇଲିକୁ ସମ୍ବୋଧନ କରି ରଚନା କରାଯାଇଥାଏ । ପ୍ରାଚୀନତମ କେତୋଟି କବିତା ଉଭୟ କୋଇଲି ଏବଂ ଚଉତିଶାକୁ ନେଇ ରଚିତ । କବି ମାର୍କଣ୍ଡ ଦାସଙ୍କ କେଶବ କୋଇଲି ଏଶ୍ରେଣୀର ସର୍ବ ପ୍ରଥମ ରଚନା । କଂସର ନିମନ୍ତ୍ରଣରେ କୃଷ୍ଣ ଅକୃରଙ୍କ ସହ ମଥୁରା ଗଲାପରେ ଯଶୋଦାଙ୍କ ବିଳାପକୁ ନେଇ ଏହା ରଚିତ । ଏହି ପଦ୍ୟାବଳିରେ ଓଡ଼ିଆ ସମାଜରେ ଲୋକକଥନରେ ବ୍ୟବହାର ହେଉଥିଲା । ଆଦିମ କାଳରୁ ଇଂରାଜୀ ଶିକ୍ଷାର ପ୍ରଚଳନ ପର୍ଯ୍ୟନ୍ତ ପ୍ରତ୍ୟେକ ଚାଟଶାଳୀରେ ବର୍ଣ୍ଣମାଳା ଶିଖିବା ପରେ ପରେ ଏହାକୁ ପଢ଼ାଯାଉଥିଲା । କେଶବ କୋଇଲି ରଚିତ ହେବା ପରେ ପରେ ଅନେକ ଗୁଡିଏ କୋଇଲି-ଚଉତିଶା ଓଡ଼ିଆରେ ରଚିତ ହୋଇଛି । ସେଗୁଡିକ ମଧ୍ୟରେ ବଳରାମ ଦାସଙ୍କ କାନ୍ତ କୋଇଲି, ନାଥିଆ ଲୋକନାଥଙ୍କ ଜ୍ଞାନୋଦୟ କୋଇଲି ଆଦି ପ୍ରମୁଖ ।

Tags:

ଓଡ଼ିଆ ସାହିତ୍ୟକେଶବ କୋଇଲିବଳରାମ ଦାସମାର୍କଣ୍ଡ ଦାସ

🔥 Trending searches on Wiki ଓଡ଼ିଆ:

ଭୂମିକା ଦାଶବାଲେଶ୍ୱର ଜିଲ୍ଲା୩ (ସଂଖ୍ୟା)ତୋରାଣିହିମାଳୟପ୍ରତିଭା ଶତପଥୀନନ୍ଦ କିଶୋର ବଳମଥୁରା ମଙ୍ଗଳପ୍ରଣବ ପ୍ରକାଶ ଦାସରାଖାଲ ମହାନ୍ତିଝୁମରଯୁକ୍ତରାଷ୍ଟ୍ର ଆମେରିକାଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାକାଳୀଚରଣ ପଟ୍ଟନାୟକଆଣ୍ଟିସାଇକୋଟିକଲିନକ୍ସଦୁଃଶୀଳା୧୭ ଅପ୍ରେଲପୃଥିବୀ ଦିବସ୨୬ ଅପ୍ରେଲସରସ୍ୱତୀ ସମ୍ମାନରାଜନୀତି ବିଜ୍ଞାନଯୌନ ସମ୍ଭୋଗଜାତୀୟ ସଙ୍ଗୀତଫକୀର ମୋହନ ସେନାପତିକୁଞ୍ଜବିହାରୀ ଦାଶରାଧାମୋହନ ଗଡ଼ନାୟକଲୋକ ସଭାରାମଚନ୍ଦ୍ର ବେହେରାବନ୍ଦେ ଉତ୍କଳ ଜନନୀମୟୂରସଚ୍ଚିଦାନନ୍ଦ ରାଉତରାୟନଦୀଶେର ଶାହ ସୁରୀକିଶୋରଚନ୍ଦ୍ରାନନ୍ଦ ଚମ୍ପୂ୩୦ ଅପ୍ରେଲଲକ୍ଷ୍ମଣ ମିଶ୍ର୧୯୯୯ ଓଡ଼ିଶା ମହାବାତ୍ୟାମାତଙ୍ଗୀଶଶି ଭୂଷଣ ରଥଶ୍ରୀନିବାସ ରାମାନୁଜନ୨୭ ଅପ୍ରେଲପରଶୁରାମପ୍ରତୀକ୍ଷାନଟବର ଶତପଥୀଓଡ଼ିଆ କାବ୍ୟ କବିତାଗୁରୁ ପ୍ରସାଦ ମହାନ୍ତିରାସନ କାର୍ଡ଼ (ଭାରତ)ସ୍ୱାସ୍ଥ୍ୟକିଶୋରୀ ଚରଣ ଦାସସୁରେନ୍ଦ୍ର ମହାନ୍ତିଶ୍ରୀ ଅରବିନ୍ଦମନୋରଞ୍ଜନ ଦାସପ୍ରଶାନ୍ତ ନନ୍ଦମହାବୀର ଜୈନବିଭୂତି ଭୂଷଣ ପ୍ରଧାନଜଳରୋମୀୟ ସାମ୍ରାଜ୍ୟରଣଜିତ ପଟ୍ଟନାୟକମନମୋହନ ସାମଲଇଂରାଜୀ ଭାଷାତରଳ ଝାଡ଼ା🡆 More