ରାମାୟଣ କୁଶ: ରାମାୟଣର ଚରିତ୍ର

କୁଶ  ଓ ତାଙ୍କର ଯାଆଁଳା ଭାଇ ଲବ ମହାପୁରାଣର ରାମ ଓ ସୀତାଙ୍କ ପୁତ୍ର ଥିଲେ । ପ୍ରାଚୀନ ସମୟରେ କସୁର ନାମକ ରାଜ୍ୟ ଗଠନ କରି ତାହାର ରାଜା ହେଇଥିଲେ । ତାଙ୍କ ଯାଁଳା ଭାଇ ଲବ ଲାହୋର ରାଜ୍ୟ ସ୍ଥାପନ କରିଥିଲେ । 

Kusha
ରାମାୟଣ କୁଶ:  ଜନ୍ମ ଓ ବାଲ୍ୟକାଳ , ଅଶ୍ୱମେଧ ଯଜ୍ଞ, ଜନ୍ମ ଓ ବାଲ୍ୟକାଳ 
Kusha, one of Rama and Sita's twin sons

ଖ୍ରୀଷ୍ଟ ପୂର୍ବ ୩୨୦ ମସିହାରୁ ୧୮୫ ମସିହା ଯାଏ ବାରାନଶୀ ଓ ଭାରତୀୟ ଉପମହାଦେଶର ଅଧିକାଂଶ ଅଞ୍ଚଳକୁ ଶାସନ କରିଥିବା ମୌର୍ଯ୍ୟ ରାଜବଂଶ କୁଶଙ୍କ ବଂଶୋଦ୍ଭବ ହେଇଥିବାରା କୁହାଯାଇଥାଏ । 

 ଜନ୍ମ ଓ ବାଲ୍ୟକାଳ 

ରାମାୟଣ କୁଶ:  ଜନ୍ମ ଓ ବାଲ୍ୟକାଳ , ଅଶ୍ୱମେଧ ଯଜ୍ଞ, ଜନ୍ମ ଓ ବାଲ୍ୟକାଳ  
ଲବ ଓ କୁଶକୁ ଯୁଦ୍ଧ ବିଦ୍ୟା ଶିଖାଉଥିବା ରାମ 

ରାମାୟଣ ଅନୁସାରେ ସିତା ଗର୍ଭବତୀ ଥିବା ସମୟରେ ଲୋକ ବାଦ ଯୋଗୁଁ ତାଙ୍କୁ ବନବାସରେ ଯିବାକୁ ହେଇଥିଲା । ସେ ଅରଣ୍ୟରେ ବାଲ୍ମୀକି ଋଷିଙ୍କ ଆଶ୍ରମରେ ରହିଲେ । ତମଶା ନଦୀ କୂଳରେ ଥିବା ସେହି ଆଶ୍ରମରେ ଲବ ଓ କୁଶଙ୍କ ଜନ୍ମ ହେଇଥିଲା । ମହର୍ଷି ବାଲ୍ମୀକି ସେମାନଙ୍କ ଲାଳନ ପାଳନ ଦେଖିବା ସହ ସେମାନେ ବଡ଼ ହେଲା ପରେ ତାଙ୍କୁ ଶିକ୍ଷା ପ୍ରଦାନ କରିଥିଲେ । 

ଅଶ୍ୱମେଧ ଯଜ୍ଞ

ଜନ୍ମ ଓ ବାଲ୍ୟକାଳ 

ରାମ ଯେତେବେଳେ ଅଶ୍ୱମେଧ ଯଜ୍ଞ କାଲେ ମହର୍ଷି ବାଲ୍ମୀକି ଲବ ଓ କୁଶଙ୍କୁ ଧରି ସେଟାକୁ ଯାଇଥିଲେ । ସେହି ସ୍ଥଳରେ ଲବ ଓ କୁଶ "ରାମାୟଣ" ମୂଳରୁ ପଠନ କରିଥିଲେ । ସୀତାଙ୍କ ବିଷୟ ଆସିବା ପରେ ରାମ ଦୁଖରେ ଜର୍ଜରିତା ହେଇଗଲେ ଓ ଅନୁତାପ କଲେ । ସେହି ସମୟରେ ବାଲ୍ମୀକି ସୀତାଙ୍କୁ ଆଣି ରାମଙ୍କୁ ପ୍ରଦାନ କାଲେ । କିନ୍ତୁ ତଥାପି ରାମ ଲୋକ ବାଦର ଭ୍ରମ ଏଡେଇବାକୁ ସୀତାଙ୍କୁ ଅଗ୍ନି ପରିକ୍ଷା ଦେବାକୁ କହି ତାହା ପରେ ଗ୍ରହଣ କଲେ । 

ପରବର୍ତ୍ତୀ ଇତିହାସ 

ରାମଙ୍କ ଅନ୍ତେ ଲବ ଓ କୁଶ "ଲବପୁରୀ" ଓ "କସୁର" ନାମକ ରାଜ୍ୟ ସ୍ଥାପନ କରି ରାଜୁତି କରିଥିଲେ । କେତେକଙ୍କ ମତରେ କସୁର ଆଧୁନିକ କୁଶୀନଗରଠାରେ ଥିଲା ଓ ତାହାର ନାମ କୁଶବତୀ ଥିଲା । ଏକ ସମୟରେ ଏହା କଳିଙ୍ଗ ସମ୍ଭ୍ରାଜୀରେ ଥିଲା । 


ଆଧାର 

Tags:

ରାମାୟଣ କୁଶ  ଜନ୍ମ ଓ ବାଲ୍ୟକାଳ ରାମାୟଣ କୁଶ ଅଶ୍ୱମେଧ ଯଜ୍ଞରାମାୟଣ କୁଶ ଜନ୍ମ ଓ ବାଲ୍ୟକାଳ ରାମାୟଣ କୁଶ ପରବର୍ତ୍ତୀ ଇତିହାସ ରାମାୟଣ କୁଶ ଆଧାର ରାମାୟଣ କୁଶ

🔥 Trending searches on Wiki ଓଡ଼ିଆ:

ନବୀନ ପଟ୍ଟନାୟକବେଣୁଧର ରାଉତଭୃସଙ୍ଗ ଗଛଚିଲିକା (ବହୁବିକଳ୍ପ)ବାଘଫତୁରାନନ୍ଦ୨୦୦୬ଅଶ୍ରୁମୋଚନ ମହାନ୍ତିଓଡ଼ିଶାର ଇତିହାସଆଜାଦ ହିନ୍ଦ୍ ଫୌଜନାରୀବାଦରେବତୀ (କ୍ଷୁଦ୍ରଗଳ୍ପ)ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓଇନ୍ଦିରା ଗାନ୍ଧୀମାଁ ପୀତାମ୍ବର ମନ୍ଦିରପ୍ରଣବ ପ୍ରକାଶ ଦାସଚବିଶ ଗୁରୁଗୋପାଳକୃଷ୍ଣ ପଟ୍ଟନାୟକପଞ୍ଚୁ ପାଣ୍ଡବ (ଓଡ଼ିଆ କଥାଚିତ୍ର)ଭାରତର ନଦୀ ସମୂହର ତାଲିକାଭୂମିକମ୍ପମସ୍କୋଜାଭା (ପ୍ରୋଗ୍ରାମିଂ ଭାଷା)ରାୟଗଡ଼ା ଜିଲ୍ଲାଥାଲକୁଡ଼ିଓଡ଼ିଆ ମସଲାର ଇଂରାଜୀ ପ୍ରତିଶବ୍ଦଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଆକବରରୋହିତ ଶର୍ମାପ୍ରସନ୍ନ କୁମାର ପଣ୍ଡାଅଣସରଭୁବନେଶ୍ୱରଇଣ୍ଡିଆନ ପ୍ରିମିଅର ଲିଗଭାରତୀୟ ଜନତା ପାର୍ଟିଘରବିଭୂତି ପଟ୍ଟନାୟକଦାଶରଥି ଦାସସାରଳା ଦାସହାଡ଼ଫୁଟିଉଦ୍ଭିଦକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଓଡ଼ିଶା ପ୍ରିମିଅର ଲିଗହରେକୃଷ୍ଣ ମହତାବହମିଦା ବାନୁ ବେଗମଆନ୍ତର୍ଜାତିକ ମହିଳା ଦିବସଇରା ମହାନ୍ତିଢଗ ଢମାଳି୨୯ ମାର୍ଚ୍ଚଲକ୍ଷ୍ମୀ ପୁରାଣଅଗ୍ନ୍ୟାଶୟ ଅକ୍ଷମତାସ୍ତୁତି ଚିନ୍ତାମଣିଅର୍ଥଶାସ୍ତ୍ରସରୋଜିନୀ ସାହୁଜର୍ମାନୀପାରାଦୀପ ବନ୍ଦରଓଡ଼ିଶାୟୁରୋପଟୋକିଓଏମିସ ଲୋକଫେବୃଆରୀ ୨୯ଜାପାନ ସାଗରସାରଥୀ ବାବାଯୌନ ସମ୍ଭୋଗମଧୁସୂଦନ ଦାସଡାଲମାଦ୍ଵାରକାଧୀଶ ମନ୍ଦିର🡆 More