କୁଇନାପ୍ରିଲ: ଯୌଗିକ ରାସାୟନିକ ପଦାର୍ଥ

କୁଇନାପ୍ରିଲ (ଇଂରାଜୀ ଭାଷାରେ Quinapril, ଏକ ବିକ୍ରୟ ନାମ ଆକୁପ୍ରିଲ/ Accupril) ଏକ ଔଷଧ ଯାହା ଉଚ୍ଚ ରକ୍ତଚାପ, ହୃଦ୍‌ପାତ ଓ ମଧୁମେହ ବୃକ୍‌କ ରୋଗ (diabetic kidney disease) ଇତ୍ୟାଦି ରୋଗମାନଙ୍କର ଚିକିତ୍ସାରେ ଦିଆଯାଏ । ଉଚ୍ଚ ରକ୍ତଚାପ ରୋଗରେ ଏହା ଏକ ଉଚିତ ପ୍ରାରମ୍ଭିକ ଚିକିତ୍ସା । ଏହା ପାଟିରେ ଦିଆଯାଏ ।

କୁଇନାପ୍ରିଲ
କୁଇନାପ୍ରିଲ: ଯୌଗିକ ରାସାୟନିକ ପଦାର୍ଥ
Clinical data
Trade namesAccupril, others
AHFS/Drugs.commonograph
MedlinePlusa692026
Pregnancy
category
  • D
Routes of
administration
By mouth
ATC code
Legal status
Legal status
  • ℞ (Prescription only)
Pharmacokinetic data
Protein binding97%
Elimination half-life2 hours
Identifiers
IUPAC name
  • (3S)-2-[(2S)-2-[[(2S)-1-ethoxy-1-oxo-4-phenylbutan-2-yl]amino]propanoyl]-3,4-dihydro-1H-isoquinoline-3-carboxylic acid
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
Chemical and physical data
FormulaC25H30N2O5
Molar mass438.516 g/mol
3D model (JSmol)
Melting point120 to 130 °C (248 to 266 °F)
SMILES
  • O=C(OCC)[C@@H](N[C@H](C(=O)N2[C@H](C(=O)O)Cc1c(cccc1)C2)C)CCc3ccccc3
InChI
  • InChI=1S/C25H30N2O5/c1-3-32-25(31)21(14-13-18-9-5-4-6-10-18)26-17(2)23(28)27-16-20-12-8-7-11-19(20)15-22(27)24(29)30/h4-12,17,21-22,26H,3,13-16H2,1-2H3,(H,29,30)/t17-,21-,22-/m0/s1 checkY
  • Key:JSDRRTOADPPCHY-HSQYWUDLSA-N checkY
  (verify)

କୁଇନାପ୍ରିଲର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବିନ୍ଧା, ମୁଣ୍ଡ ଓଜନିଆ, ଥକ୍କାଣ ଅନୁଭବ ଓ କାଶ ହୋଇପାରେ । ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ବୃକ୍‌କ ସମସ୍ୟା, ଯକୃତ ସମସ୍ୟ, ଅଳ୍ପ ରକ୍ତଚାପ (low blood pressure), ଅଧିକ ରକ୍ତ ପୋଟାସିଅମ (high blood potassium) ଓ ଆଞ୍ଜିଓଇଡିମା ହୋଇପାରେ । ଗର୍ଭାବସ୍ଥାସ୍ତନ୍ୟପାନ ସମୟରେ ଏହା ଦିଆଯାଏ ନାହିଁ । ଏହା ଏକ ଏସିଇ ଇନହିବିଟର (ACE inhibitor) ଓ ରେନିନ-ଆଞ୍ଜିଓଟେନସିନ ସିସ୍ଟମର (renin-angiotensin-aldosterone system) କାର୍ଯ୍ୟକୁ କମେଇଦେଇ କାର୍ଯ୍ୟକ୍ଷମ ହୁଏ ।

କୁଇନାପ୍ରିଲ ସନ ୧୯୮୦ରେ ପେଟେଣ୍ଟ ହେବା ପରେ ସନ ୧୯୮୯ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା । ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ । ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଡୋଜ ପିଛା ପ୍ରାୟ ୪ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା । ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବାବଦ ଏକ ମାସରେ ପ୍ରାୟ ୩.୫୦ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ । ସନ ୨୦୧୬ରେ ଏହାର ୨ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୨୦୮ତମ ସ୍ଥାନରେ ଥଲା ।

ଆଧାର

ବାହ୍ୟ ଲିଙ୍କ

Tags:

en:diabetic kidney diseaseଇଂରାଜୀ ଭାଷାଉଚ୍ଚ ରକ୍ତଚାପହୃଦ୍‌ପାତ

🔥 Trending searches on Wiki ଓଡ଼ିଆ:

ଗୋପୀନାଥ ମହାନ୍ତିମୟୂରଭଞ୍ଜ ଜିଲ୍ଲାସାଧାରଣ ଆପେକ୍ଷିକ ତତ୍ତ୍ୱଚିଲିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଖଣ୍ଡପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କୁଏତମୁକ୍ତେଶ୍ୱର ଦେଉଳଅଚ୍ୟୁତାନନ୍ଦ ଦାସମହମ୍ମଦଗର୍ଭାବସ୍ଥାସଚିନ ତେନ୍ଦୁଲକରସାଇପ୍ରସପାଇଥନ୍ (ପ୍ରୋଗ୍ରାମିଂ ଭାଷା)ହ୍ୱାଟ୍ସଆପସୁନ୍ଦରଗଡ଼ ଜିଲ୍ଲାଚକ୍ରବର୍ତ୍ତୀ ରାଜଗୋପାଳାଚାରୀବାଜି ରାଉତକର୍କଟ ରୋଗଲଳିତ ମାନସିଂହସିଦ୍ଧାନ୍ତ ମହାପାତ୍ର୨୫ ମାର୍ଚ୍ଚହୋଲିପଣା ସଂକ୍ରାନ୍ତିଅଶୋକ (ସମ୍ରାଟ)ଅନୁଭବ ମହାନ୍ତି୧୬ଶ ଲୋକ ସଭାବିଜାଣ୍ଟିନୀୟ ସାମ୍ରାଜ୍ଯସେରେବ୍ରାଲ ଆନିଉରିଜ୍ମଶୁଆଏ. ପି. ଜେ. ଅବଦୁଲ କଲାମବୈକୁଣ୍ଠନାଥ ପଟ୍ଟନାୟକମାଛଆର୍ମେନିଆ୨୭ ମାର୍ଚ୍ଚବନମାଳୀ ଦାସ୩୪ଓଡ଼ିଶା ସରକାରହଂକଂକେଶବ କୋଇଲିପଦାର୍ଥଚଣାଲୌହ ଅତିଭାରଓଡ଼ିଶାର ଇତିହାସପରଝିଅ ଘର ଭାଙ୍ଗେନାକୋଷ୍ଠକାଠିନ୍ୟଉତ୍କଳ ଦିବସଫତୁରାନନ୍ଦମସ୍ତିଷ୍କବିଷ୍ଣୁ ଚରଣ ସେଠୀମନୋଜ ଦାସଅନ୍ନପୂର୍ଣ୍ଣା ରଙ୍ଗମଞ୍ଚଉର୍ବଶୀଓଡ଼ିଆକୁନ୍ତଳା କୁମାରୀ ସାବତଆନ୍ତର୍ଜାତିକ ମହିଳା ଦିବସକୃଷ୍ଣଚନ୍ଦ୍ର ପାଣିଗ୍ରାହୀଓଡ଼ିଆ ଲୋକଆନ୍ତ୍ରିକ ଅବରୋଧଜୟୀ ରାଜଗୁରୁଇମେଲଆଣ୍ଡୋରାନାରାୟଣ ସାହୁନଳିନୀକାନ୍ତ ମହାନ୍ତିଜୟଦ୍ରଥଶବ୍ଦ (ପଦ)🡆 More