ଆକ୍ଲିଡିନିଅମ ବ୍ରୋମାଇଡ

ଆକ୍ଲିଡିନିଅମ ବ୍ରୋମାଇଡ ଏକ ଔଷଧ ଯାହା କ୍ରନିକ୍ ଅବଷ୍ଟ୍ରକ୍ଟିଭ୍ ଫୁସଫୁସ ରୋଗ (COPD)ର ରକ୍ଷଣାବେକ୍ଷଣ ଚିକିତ୍ସା ପାଇଁ ଦିଆଯାଏ । ଏହା ଜୀବନ ଯାପନ ପ୍ରଳୀରେ ଉନ୍ନତି ଆଣିବା ଯୋଗୁ ଡାକ୍ତରଖାନାରେ ଭର୍ତ୍ତି ହେବ ଆବଶ୍ୟକ ହୁଏ; କିନ୍ତୁ ମୃତ୍ୟୁ ବିପଦ କିମ୍ବା ଷ୍ଟେରଏଡ୍ର ଆବଶ୍ୟକତା ଉପରେ ପ୍ରଭାବ ପକାଇବ ନାହିଁ । ଏହା ଟାୟୋଟ୍ରୋପିୟମ୍ କିମ୍ବା ଏଲଏଏମଏ (LAMA) ଶ୍ରେଣୀର ଅନ୍ୟ ଔଷଧଠାରୁ ଭିନ୍ନ କି ନୁହେଁ ତାହା ଅସ୍ପଷ୍ଟ । ଏହା ଏକ ଶୁଖିଲା ପାଉଡର ଆକାରରେ ମିଳେ ଓ ଆଘ୍ରାଣଦ୍ୱାରା ବ୍ୟବହୃତ ହୁଏ ।

ଆକ୍ଲିଡିନିଅମ ବ୍ରୋମାଇଡ
ଆକ୍ଲିଡିନିଅମ ବ୍ରୋମାଇଡ
Clinical data
Trade namesBretaris Genuair, Eklira Genuair, Tudorza Pressair
SynonymsAclidinium bromide
AHFS/Drugs.commonograph
data
Routes of
administration
Inhalation
Legal status
Legal status
  • US: ℞-only
  • EU: Rx-only
Pharmacokinetic data
Bioavailability<5% (in system)
30% (in lung)
MetabolismEster hydrolysis
Elimination half-life2–3 hrs
Duration of action>24 hrs
Excretion65% urine, 33% faeces
Identifiers
IUPAC name
  • [(8R)-1-(3-Phenoxypropyl)-1-azoniabicyclo[2.2.2]octan-8-yl] 2-hydroxy-2,2-dithiophen-2-ylacetate bromide
ECHA InfoCard100.260.213 Edit this at Wikidata
Chemical and physical data
FormulaC26H30BrNO4S2
Molar mass୫୬୪.୫୫ g·mol−1
3D model (JSmol)
SMILES
  • [Br-].O=C(O[C@@H]3C2CC[N+](CCCOc1ccccc1)(CC2)C3)C(O)(c4sccc4)c5sccc5
InChI
  • InChI=1S/C26H30NO4S2.BrH/c28-25(26(29,23-9-4-17-32-23)24-10-5-18-33-24)31-22-19-27(14-11-20(22)12-15-27)13-6-16-30-21-7-2-1-3-8-21;/h1-5,7-10,17-18,20,22,29H,6,11-16,19H2;1H/q+1;/p-1/t20?,22-,27?;/m0./s1 ☒N
  • Key:XLAKJQPTOJHYDR-QTQXQZBYSA-M ☒N
  (verify)
Mr. Ibrahem/Aclidinium
Clinical data
Trade names Bretaris Genuair, Eklira Genuair, Tudorza Pressair
Other names Aclidinium bromide
AHFS/Drugs.com Monograph
License data
Routes of

administration
Inhalation
Drug class Long-acting muscarinic antagonist (LAMA)
Legal status
Legal status
  • US: ℞-only
  • EU: Rx-only
Pharmacokinetic data
Bioavailability <5% (in system)

30% (in lung)
Metabolism Ester hydrolysis
Elimination half-life 2–3 hrs
Duration of action >24 hrs
Excretion 65% urine, 33% faeces
Identifiers
IUPAC name
  • [(8R)-1-(3-Phenoxypropyl)-1-azoniabicyclo[2.2.2]octan-8-yl] 2-hydroxy-2,2-dithiophen-2-ylacetate bromide
Chemical and physical data
Formula C26H30BrNO4S2
Molar mass 564.55 g·mol−1
3D model (JSmol)
SMILES
  • [Br-].O=C(O[C@@H]3C2CC[N+](CCCOc1ccccc1)(CC2)C3)C(O)(c4sccc4)c5sccc5
InChI
  • InChI=1S/C26H30NO4S2.BrH/c28-25(26(29,23-9-4-17-32-23)24-10-5-18-33-24)31-22-19-27(14-11-20(22)12-15-27)13-6-16-30-21-7-2-1-3-8-21;/h1-5,7-10,17-18,20,22,29H,6,11-16,19H2;1H/q+1;/p-1/t20?,22-,27?;/m0./s1 ☒N
  • Key:XLAKJQPTOJHYDR-QTQXQZBYSA-M ☒N
 ☒NcheckY (what is this?)  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, କାଶ, ନାକ ଏବଂ ଗଳାର ପ୍ରଦାହ ଅନ୍ତର୍ଭୁକ୍ତ ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ବ୍ରୋଙ୍କୋସ୍ପାଜ୍ମ ଏବଂ ୟୁରିନାରି ରିଟେନସନ ହୋଇପାରେ । ଏହା ଏକ ଦୀର୍ଘକାଳୀନ କାର୍ଯ୍ୟ କରୁଥିବା ମସ୍କାରିନିକ୍ ଆଣ୍ଟାଗୋନିଷ୍ଟ୍ (LAMA) |

ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଆକ୍ଲିଡିନିଅମ ବ୍ରୋମାଇଡ ଅନୁମୋଦିତ ୨୦୧୨ ମସିହାରେ ହୋଇଥିଲା। ଯୁକ୍ତରାଜ୍ୟରେ ଏହାର ଏକ ମାସର ମୂଲ୍ୟ ୩୩ ପଉଣ୍ଡ । ଯୁକ୍ତରାଷ୍ଟ୍ରରେ ଏହି ରାଶି ୨୦୨୧ ସୁଦ୍ଧା ପ୍ରାୟ ୫୬୦ ଡଲାର ଅଟେ। ଏହା ଫର୍ମୋଟେରୋଲ ସହିତ ମଧ୍ୟ ଏକତ୍ର ଉପଲବ୍ଧ ।

ଆଧାର

Tags:

କ୍ରନିକ ଅବ୍‌ସ୍ଟ୍ରକ୍ଟିଭ୍ ପଲ୍‌ମୋନାରି ଡିଜିଜଟାୟୋଟ୍ରୋପିଅମ ବ୍ରୋମାଇଡ

🔥 Trending searches on Wiki ଓଡ଼ିଆ:

ପଞ୍ଚୁ ପାଣ୍ଡବ (ଓଡ଼ିଆ କଥାଚିତ୍ର)ଓଡ଼ିଶାର ସଂସ୍କୃତିଆପେଣ୍ଡିସାଇଟିସକାହ୍ନୁଚରଣ ମହାନ୍ତିଚୈତନ୍ୟଭଦ୍ରକବେଲଜଗନ୍ନାଥ ପ୍ରସାଦ ଦାସବୈଜୟନ୍ତ ପଣ୍ଡାଓଡ଼ିଆ କଥାଚିତ୍ର ଜଗତରାଧାମୋହନ ଗଡ଼ନାୟକଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କୋଷ୍ଠକାଠିନ୍ୟବଣ୍ଡ (ଅର୍ଥ)ପ୍ରାଣୀରାଜେନ୍ଦ୍ର କିଶୋର ପଣ୍ଡା୩୦ ଅପ୍ରେଲସାରଥୀ ବାବାଭାରତୀୟ ସମ୍ବିଧାନ୨୫ ଅପ୍ରେଲମାଛଭାରତର ସଂସ୍କୃତିହେପାଟାଇଟିସ ବିନଇ ଆରପାରିଭାଷାଗଣ୍ଡାଚିଲିକା ହ୍ରଦଗୋପବନ୍ଧୁ ଚୌଧୁରୀପ୍ରଗତିବାଦୀଓଡ଼ିଶାର ଲୋକନୃତ୍ୟମାୟାଧର ମାନସିଂହସୂର୍ଯ୍ୟବଂଶୀ ସୂରଜମନୋରଞ୍ଜନ ଦାସକାଟୁଲୁ ରବି କୁମାରବିରାଟ କୋହଲୀଆଲେକ୍‌ଜାଣ୍ଡର ଫ୍ଲେମିଙ୍ଗଚିଲିକା (ବହୁବିକଳ୍ପ)ଭାରତର ନଦୀ ସମୂହର ତାଲିକାପ୍ରଦୀପ କୁମାର ପାଣିଗ୍ରାହୀଖିଲିପାନଭୃସଙ୍ଗ ଗଛଯକୃତତାଳଧ୍ୱଜରାବଣଓଡ଼ିଶା ବିଧାନ ସଭାସ୍ତୁତି ଚିନ୍ତାମଣିମାସଉଇକିପିଡ଼ିଆ ସମୂହର ତାଲିକାହୃଷୀକେଶ ମଲ୍ଲିକଭୀମ ଭୋଇପ୍ରେମଚାରି ଧାମଓଡ଼ିଆ କାବ୍ୟ କବିତାବଳରାମ ଦାସଅଚ୍ୟୁତ ନାୟକଆଖି୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନଏ. ପି. ଜେ. ଅବଦୁଲ କଲାମଅଚ୍ୟୁତ ଗୋକୁଳ ନାୟକ୭୦୧ଓଡ଼ିଶା ସରକାରଭଗବତୀ ଚରଣ ପାଣିଗ୍ରାହୀଫକୀର ମୋହନ ସେନାପତିମାଗୁଣିର ଶଗଡ଼ବଳଦେବଜୀଉ ମନ୍ଦିରବରଗଛପଲଉଭୂମିକମ୍ପକୃଷ୍ଣଚନ୍ଦ୍ର ପାଣିଗ୍ରାହୀଟ୍ରାପିଜିଅମପ୍ରତୀକ୍ଷାକଳସା ଚଉତିଶା🡆 More