ଅଟୋଇମ୍ୟୁନ ଯକୃତ ପ୍ରଦାହ

ଅଟୋଇମ୍ୟୁନ ଯକୃତ ପ୍ରଦାହ ଏକ ଅଟୋମ୍ୟୁମ୍ୟୁନ ରୋଗ ଯେଉଁଥିରେ ନିଜର ପ୍ରତିରକ୍ଷା ପ୍ରଣାଳୀ ନିଜର ଯକୃତକୁ ଆକ୍ରମଣ କରି ପ୍ରଦାହ ଘଟାଏ ଏବଂ ଯକୃତର କ୍ଷତି ଘଟାଏ | ଲକ୍ଷଣ: କିଛି ନଥିବାରୁ ଆରମ୍ଭ କରି ଅସ୍ୱାଭାବିକ ଯକୃତ ଏଞ୍ଜାଇମ, ଥକ୍କାଣ, ହଳଦିଆ ଚର୍ମ ଏବଂ ଉପର ଉଦର ଯନ୍ତ୍ରଣା ହୋଇପାରେ | ରୋଗ ଜଟିଳ ହେଲେ ସିରୋସିସ୍, ବିଫଳ ଯକୃତ ଏବଂ ଯକୃତ କର୍କଟ ହୋଇପାରେ।

Autoimmune hepatitis
Lupoid hepatitis
ଅଟୋଇମ୍ୟୁନ ଯକୃତ ପ୍ରଦାହ
Micrograph showing a lymphoplasmacytic interface hepatitis—the characteristic finding of autoimmune hepatitis. Liver biopsy. H&E stain.
ବିଭାଗGastroenterology
ଲକ୍ଷଣNone, tiredness, yellowish skin, abdominal pain
ଅବଧିLong-term
କାରଣUnknown
ବିପଦ କାରକOther autoimmune disease, genetics
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms, lab tests, and liver biopsy after ruling out other possible causes
ସଠିକ ରୋଗ ନିର୍ଣ୍ଣୟPrimary biliary cholangitis, primary sclerosing cholangitis, viral hepatitis
ଚିକିତ୍ସାPrednisone, azathioprine
ପୁନଃପୌନିକ11-25 per 100,000 (Europe)

ଏହାର କାରଣ ଜଣା ପଡିନାହିଁ। ଅନ୍ୟ ଅଟୋମ୍ୟୁମ୍ୟୁନ ରୋଗ ଏବଂ ଜେନେଟିକ କାରଣ ଯୋଗୁ ଏହି ରୋଗ ଆସିପାରେ। ବିଶ୍ୱାସ କରାଯାଏ ଯେ ଏକ ପରିବେଶ ଘଟଣା ଯେପରିକି ଭୂତାଣୁ କିମ୍ବା ଔଷଧ ଯୋଗୁ ଏହି ରୋଗର ଆକ୍ରମଣ ହୋଇପାରେ। ଲକ୍ଷଣ, ପରୀକ୍ଷାଗାରର ଫଳାଫଳ ଏବଂ ଯକୃତ ବାୟୋପ୍ସି ଉପରେ ରୋଗ ନିର୍ଭର କରେ କିନ୍ତୁ ତାହା ପୂର୍ବରୁ ଅନ୍ୟ ସମ୍ଭାବ୍ୟ କାରଣଗୁଡିକ ବାହାର କରିବାକୁ ହୁଏ ।

ଅତି କମରେ ୩ ବର୍ଷ ପାଇଁ ପ୍ରେଡନିସୋନ ଏବଂ ଆଜାଥାଇଓପ୍ରିନ ଔଷଧର ମିଶ୍ରଣ ଦେଇ ଚିକିତ୍ସା କରାଯାଏ | ଯକୃତ ବିଫଳତା ଥିଲେ ଯକୃତ ପ୍ରତିରୋପଣ ଏକ ବିକଳ୍ପ ହୋଇପାରେ | ଯକୃତ ପ୍ରତିରୋପଣ ପରେ ମଧ୍ୟ ପ୍ରାୟ ୩୩% ରୋଗର ପୁନରାବୃତ୍ତି ହୁଏ | ବିନା ଚିକିତ୍ସାରେ ୧୦ ବର୍ଷ ବଞ୍ଚିବା ହାର ପ୍ରାୟ ୧୦% ଅଟେ।

ପ୍ରତିବର୍ଷ ୟୁରୋପରେ ପ୍ରତି ୧୦୦,୦୦୦ ଜଣ ଲୋକରେ ପ୍ରାୟ ୧୧ରୁ ୨୫ ଜଣ ଆକ୍ରାନ୍ତ ହୁଅନ୍ତି ଓ ପ୍ରତି ୧୦୦,୦୦୦ଜଣରେ ୧ରୁ ୨ ଜଣ ନୂତନ ଲୋକ ରୋଗାକ୍ରାନ୍ତ ହୁଅନ୍ତି। ପୁରୁଷଙ୍କ ତୁଳନାରେ ମହିଳାମାନେ ୩.୬ ଗୁଣ ଅଧିକ ପ୍ରଭାବିତ ହୁଅନ୍ତି। ପ୍ରତ୍ୟେକ ବୟସରେ ଏହି ରୋଗ ହୋଇପାରେ | ଏହାକୁ ପ୍ରଥମେ ୧୯୫୦ ଦଶକରେ ୱାଲଡେନଷ୍ଟ୍ରମ୍ ଏହି ରୋଗ ବିଷୟ ବର୍ଣ୍ଣନା କରିଥିଲେ |  

ଆଧାର

Tags:

ଅଟୋଇମ୍ମ୍ୟୁନ ଡିଜିଜଉଦର ଯନ୍ତ୍ରଣାଜଣ୍ଡିସ୍ଯକୃତ କର୍କଟସିରୋସିସ୍

🔥 Trending searches on Wiki ଓଡ଼ିଆ:

ବାରବାଟି ଦୁର୍ଗପଦାର୍ଥବିଭୂତି ପଟ୍ଟନାୟକଲାଲ ବାହାଦୁର ଶାସ୍ତ୍ରୀଜୟ ଜଗନ୍ନାଥ୨୦୨୪ ଭାରତୀୟ ସାଧାରଣ ନିର୍ବାଚନରାଶି ଓ ନକ୍ଷତ୍ରଗଙ୍ଗବଂଶଚଉତିଶାବୃହସ୍ପତିବିନୋଦ କାନୁନଗୋଦଗ୍ଧଓଡ଼ିଶାର ପଞ୍ଚାୟତ ସମିତି ତାଲିକାଓଡ଼ିଆ ଭ୍ରମଣ ସାହିତ୍ୟଭାନୁଜୀ ରାଓମନମୋହନ ସାମଲ୯ ମଇବୀଣାପାଣି ମହାନ୍ତିମହିମା ଧର୍ମମାଳିକାକୋଣାର୍କ ସୂର୍ଯ୍ୟ ମନ୍ଦିରEtacrynic acidଜହ୍ନିଓଷାଆର୍ଟିଫିସିଆଲ ଇଣ୍ଟେଲିଜେନ୍ସବେଙ୍ଗାଳୁରୁକାଶ୍ମୀରଅଶୋକ (ସମ୍ରାଟ)ଜ୍ଞାନମଣ୍ଡଳରାମ ନବମୀକଳାକଳେବର ଚଉତିଶାଢୁମ୍ପାବିଜୁ ଜନତା ଦଳଧଉଳି୨୮ ଅପ୍ରେଲପ୍ରଧାନ ପୃଷ୍ଠାଇଂରାଜୀ ଭାଷାଘରଉଦୟନାଥ ଷଡ଼ଙ୍ଗୀମଧ୍ୟାହ୍ନ ଭୋଜନ ଯୋଜନାଖୁସି ଯୋଜନାଯୌଥ ପରିବାରଏମିତି ଭାଇ ଜଗତେ ନାହିଁଭାରତର ଜାତୀୟ ପତାକାଦଣ୍ଡ ନାଟଚନ୍ଦନ ଯାତ୍ରାଲଣ୍ଠନମ୍ୟାଲେରିଆପ୍ରହ୍ଲାଦ ନାଟକରେ ଆତ୍ମନ୍ ନିଦ୍ରା ପରିହରିଧରଣୀଧର ଭୂୟାଁଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାଇଣ୍ଡୋନେସିଆଦିବ୍ୟସିଂହ ଦେବପୁରୀପ୍ରଶାନ୍ତ କୁମାର ମୁଦୁଲିଶୁକଦେବଆଇଓଏସଉଇକିପିଡ଼ିଆ ସମୂହର ତାଲିକାଅଶୋକ (ଗଛ)ରାଜନୀତି ବିଜ୍ଞାନବିଶ୍ୱନାଥ କରମହାପାତ୍ର ନୀଳମଣି ସାହୁ୭ ମାର୍ଚ୍ଚଋତୁସ୍ରାବମନୋରଞ୍ଜନ ସେଠୀକୋଷ୍ଠକାଠିନ୍ୟଉପେନ୍ଦ୍ର ଭଞ୍ଜ🡆 More