ଶାରଦା ପ୍ରସାଦ ନାୟକ: ଓଡ଼ିଆ ରାଜନୀତିଜ୍ଞ

ଶାରଦା ପ୍ରସାଦ ନାୟକ (ଉଚ୍ଚାରଣ (help·info); ଜନ୍ମ: ୫ ଜାନୁଆରୀ ୧୯୫୯) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୦୪, ୨୦୦୯ ଓ ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ରାଉରକେଲା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୩ଶ, ୧୪ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଶାରଦା ପ୍ରସାଦ ନାୟକ
ଶାରଦା ପ୍ରସାଦ ନାୟକ: ଜନ୍ମ, ପରିବାର ଓ ଶିକ୍ଷା, ରାଜନୈତିକ ଜୀବନ, ଆଧାର
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୯ – ଏବେଯାଏଁ
ପୂର୍ବ ଅଧିକାରୀଦିଲିପ କୁମାର ରାୟ
ନିର୍ବାଚନ ମଣ୍ଡଳୀରାଉରକେଲା
ବିଧାୟକ: ୧୩ଶ, ୧୪ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୪ – ୨୦୧୪
ପୂର୍ବ ଅଧିକାରୀଅଜିତ ଦାସ
ପର ଅଧିକାରୀଦିଲିପ କୁମାର ରାୟ
ନିର୍ବାଚନ ମଣ୍ଡଳୀରାଉରକେଲା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1959-01-05) ୫ ଜାନୁଆରୀ ୧୯୫୯ (ବୟସ ୬୫)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀଆରତି ପ୍ରଭା ଲେଙ୍କା
ବାପା/ବୋଉନଟବର ନାୟକ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ଶାରଦା ପ୍ରସାଦ ନାୟକ ୧୯୫୯ ମସିହାର ଜାନୁଆରୀ ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ନଟବର ନାୟକ ଏବଂ ମାଆଙ୍କ ନାମ ଆରତି ପ୍ରଭା ଲେଙ୍କା ।

ରାଜନୈତିକ ଜୀବନ

ଶାରଦା ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ବର୍ତ୍ତମାନ କାର୍ଯ୍ୟ କରୁଛନ୍ତି । ସେ ୨୦୦୯ ମସିହାରୁ ୨୦୧୨ ମସିହା ପର୍ଯ୍ୟନ୍ତ ଓଡ଼ିଶା ବିଧାନ ସଭାରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।

ବିଧାନ ସଭା ସଭ୍ୟ ବିବରଣୀ

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୨୦୦୪ ୨୦୦୯ ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା ରାଉରକେଲା ବିଜୁ ଜନତା ଦଳ
୨୦୦୯ ୨୦୧୪ ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା ରାଉରକେଲା ବିଜୁ ଜନତା ଦଳ
୨୦୧୯ -- ସଭ୍ୟ, ୧୬ଶ ଓଡ଼ିଶା ବିଧାନ ସଭା ରାଉରକେଲା ବିଜୁ ଜନତା ଦଳ

ଆଧାର

ବାହାର ଆଧାର

  • ଶାରଦା ପ୍ରସାଦ ନାୟକ: ଜନ୍ମ, ପରିବାର ଓ ଶିକ୍ଷା, ରାଜନୈତିକ ଜୀବନ, ଆଧାର  ଉଇକିମିଡ଼ିଆ କମନ୍ସରେ Sarada Prasad Nayak-ସମ୍ପର୍କିତ ମିଡ଼ିଆ

Tags:

ଶାରଦା ପ୍ରସାଦ ନାୟକ ଜନ୍ମ, ପରିବାର ଓ ଶିକ୍ଷାଶାରଦା ପ୍ରସାଦ ନାୟକ ରାଜନୈତିକ ଜୀବନଶାରଦା ପ୍ରସାଦ ନାୟକ ଆଧାରଶାରଦା ପ୍ରସାଦ ନାୟକ ବାହାର ଆଧାରଶାରଦା ପ୍ରସାଦ ନାୟକAbout this soundLL-Q33810 (ori)-Sangram Keshari Senapati (Ssgapu22)-ଶାରଦା ପ୍ରସାଦ ନାୟକ.wavଉଇକିପିଡ଼ିଆ:Media helpଓଡ଼ିଆ ଲୋକଓଡ଼ିଶା ବିଧାନ ସଭାଫାଇଲ:LL-Q33810 (ori)-Sangram Keshari Senapati (Ssgapu22)-ଶାରଦା ପ୍ରସାଦ ନାୟକ.wavରାଉରକେଲା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୧୬ଶ ଓଡ଼ିଶା ବିଧାନ ସଭା

🔥 Trending searches on Wiki ଓଡ଼ିଆ:

ଓଡ଼ିଶାର କଳାଟାଟା ମୋଟରସଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟଭଗବତ ଗୀତାଇଷ୍ଟ ଇଣ୍ଡିଆ କମ୍ପାନୀଅମୃତ ଫଳ୧ ମାର୍ଚ୍ଚପଞ୍ଚସଖାଶାନ୍ତନୁ କୁମାର ଆଚାର୍ଯ୍ୟଆଖିଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟଭାନୁଜୀ ରାଓଶରତ କୁମାର ମହାନ୍ତି୧୯୪୯କପିଳାସ ଶିବ ମନ୍ଦିରସୁବର୍ଣ୍ଣପୁର ଜିଲ୍ଲାଗଞ୍ଜା ଲଢ଼େଇ୧୭୦୧ଆତପଦାହଦୀନକୃଷ୍ଣ ଦାସମହାଭାରତଜ୍ଞାନପୀଠ ପୁରସ୍କାରରବର୍ଟ ମୂଗଓଡ଼ିଆ ପତ୍ରିକା ଗୁଡ଼ିକର ତାଲିକାହୃଷୀକେଶ ମଲ୍ଲିକସୁଭାଷ ଚନ୍ଦ୍ର ବୋଷଖୋର୍ଦ୍ଧା ଜିଲ୍ଲାସୁନାଜଗନ୍ନାଥ ଦାସରାକ୍ଷୀ ପୂର୍ଣ୍ଣିମାଜୟୀ ରାଜଗୁରୁଆଲୋକ-ବୈଦୁତିକ ପ୍ରଭାବମାଗୁଣିର ଶଗଡ଼ମିଳିତ ଜାତିସଂଘତପସ୍ୱିନୀରତ୍ନାକର ଚଇନିପୁଷ୍ଟିସାରକ୍ଷୀରଭାରତୀୟ ଡାକ ସେବାଶ୍ୱେତସାରଯାଯାବର (୧୯୭୫ର କଥାଚିତ୍ର)ଜଗନ୍ନାଥଙ୍କ ବେଶଆମ୍ବେଦକର ଜୟନ୍ତୀ୧୩୮୪ଚୈତନ୍ୟସଚ୍ଚିଦାନନ୍ଦ ରାଉତରାୟରାଧାନାଥ ରାୟଅମ୍ଳଜାନଝିନ୍ନ ହିକ୍‌କାକମ୍ପ୍ୟୁଟର ବିଜ୍ଞାନଖଲିପତ୍ରପଦାର୍ଥ ବିଜ୍ଞାନଡାରିଫେନାସିନଅଭିମନ୍ୟୁ ସାମନ୍ତସିଂହାରପ୍ରାଚୀନ ମିଶରଭାରତୀୟ ଷ୍ଟେଟ୍ ବ୍ୟାଙ୍କଭିଏତନାମଜାନକୀ ବଲ୍ଲଭ ପଟ୍ଟନାୟକତୁମ ପରି ଛୋଟ ପିଲାଟିଏଗଇଁଠାଜିନା ସାମଲଉଇକିବିଦ୍ୟାଳୟବେଙ୍ଗଚନ୍ଦ୍ରଶେଖର ନନ୍ଦ (ନାଟ୍ୟକାର)ଶାରଳା ପୁରସ୍କାରକଟକ୧୪୦୧ମିଳିମିଳାଭାଷା🡆 More