ବିଶ୍ୱାମିତ୍ର ଆଶ୍ରମ

କାକଟପୁର ପ୍ରାଚୀ ନଦୀ ତଟରେ ବିଶ୍ୱାମିତ୍ର ଆଶ୍ରମ ଅବସ୍ଥିତ । ପୁରୀ ବଳଗଣ୍ଡି ଛକସ୍ଥିତ ହାତୀ ଆଖଡ଼ା ମଠର ଏକ ଶାଖା । ବିଶ୍ୱାମିତ୍ର ଆଶ୍ରମ ଏବଂ ହାତୀ ଆଖଡା ମଠର ମହନ୍ତ ସୁଖରାମ ଦାସ ଅଟନ୍ତି ।

ଜଗନ୍ନାଥଙ୍କ ଅଣସର ସମୟରେ ଯୋଗାଉଥିବା ସେବା

ବିଶ୍ୱାମିତ୍ର ଆଶ୍ରମରୁ ଜଗନ୍ନାଥଙ୍କ ଲାଗି ଅଣସର ଫଳଭାର ଆସି ଶ୍ରୀମନ୍ଦିରରେ ପହଞ୍ଚିଥାଏ । ଅଣସରରେ ରହିଥବା ଅସୁସ୍ଥ ମହାପ୍ରଭୁଙ୍କ ଉପଚାର ପାଇଁ ଫଳଭାର ଅଣାଯାଇଥାଏ । ୩୦ରୁ ୩୫ ବର୍ଷ ତଳେ ହାତୀ ଆଖଡ଼ା ମଠ ପକ୍ଷରୁ ଅଣସରରେ ଫଳଭାର ପ୍ରଦାନ କରାଯାଉଥଲା । କାଳକ୍ରମେ ଏହି ପରମ୍ପରା ବନ୍ଦ ହୋଇଯାଇଥଲା । ୨୦୧୫ ନବକଳେବରରେ କାକଟପୁରର କିଛି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଏହି ପରମ୍ପରାର ପୁନଃ ପ୍ରଚଳନ କରାଯାଇଥିଲା । ବିଶ୍ୱାମିତ୍ର ଆଶ୍ରମରୁ ମହାପ୍ରଭୁଙ୍କ ଅଣସର ଫଳଭାର ଆସି ହାତୀ ଆଖଡ଼ା ମଠରେ ପହଞ୍ଚିଥିଲା । ଫଳଭାରକୁ ନିଆଯାଇ ଶ୍ରୀମନ୍ଦିର ନୃସିଂହ ମନ୍ଦିର ନିକଟରେ ମହାପ୍ରଭୁଙ୍କୁ ଲାଗି କରିବା ପାଇଁ ସେବକଙ୍କୁ ପ୍ରଦାନ କରାଯାଇଥିଲା ।

ଆହୁରି ଦେଖନ୍ତୁ

ଆଧାର

Tags:

କାକଟପୁରପୁରୀ

🔥 Trending searches on Wiki ଓଡ଼ିଆ:

ନୂତନ ବର୍ଷଆଖଣ୍ଡଳମଣି ମନ୍ଦିରସାମବେଦଇଂରାଜୀ ଭାଷାତରୁଣକାନ୍ତି ମିଶ୍ରଜଟାୟୁଜଗନ୍ନାଥସର୍ବିଆପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାରଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟରାମ ନବମୀୟୁ ଟ୍ୟୁବଓଡ଼ିଶୀଯନ୍ତ୍ରଣାଏସିଆଜୟପୁର, ରାଜସ୍ଥାନଅଷ୍ଟ୍ରିଆଦୀନନାଥ ପାଠୀଅନ୍ନପୂର୍ଣ୍ଣା ରଙ୍ଗମଞ୍ଚହରେକୃଷ୍ଣ ମହତାବଯବକ୍ଷାରଜାନଗୀତଗୋବିନ୍ଦକାଳୀଆରବ ସାଗରଡୁପିଟ୍ରେନ୍ସ କଣ୍ଟ୍ରାକଚରବାମାଚରଣ ମିତ୍ରକୁପୋଷଣହିଙ୍ଗୁଳା ମନ୍ଦିରଶିବଦୀନକୃଷ୍ଣ ଦାସଏକାଦଶୀବୀଣାପାଣି ମହାନ୍ତିମହାପ୍ରସାଦସୁସ୍ମିତା ରଥନାଗଫେଣୀ ଗଛଭୁବନେଶ୍ୱର ବେହେରାବଲାଙ୍ଗୀର ଜିଲ୍ଲାରଜନୀ ରଞ୍ଜନଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର୧୯ ଅପ୍ରେଲଭୀମା ଭୂଇଁଆବନମାଳୀ ଦାସବ୍ୟାସଦେବମାଳିକାପୋତାଗଡ଼ସରୋଜିନୀ ସାହୁଡାଇନୋସରଲକ୍ଷ୍ମୀନାରାୟଣ ସାହୁଭାରତର ସଂସ୍କୃତିକାଳିନ୍ଦୀ ଚରଣ ପାଣିଗ୍ରାହୀସୁଭାଷ ଚନ୍ଦ୍ର ବୋଷଦୀପକ ମିଶ୍ରଲକ୍ଷ୍ମୀକାନ୍ତ ମହାପାତ୍ରଅଣଚାଶ ପବନଛ ମାଣ ଆଠ ଗୁଣ୍ଠଅନ୍ତରଙ୍ଗ ସମ୍ପର୍କ୩୦ ଜୁନଦୁର୍ଗାମାଧବ ମିଶ୍ରଗୋଦାବରୀଶ ମିଶ୍ରମାଟିର ମଣିଷ (ଉପନ୍ୟାସ)ଅରଣ୍ୟ ରୋଦନଆପଲ କମ୍ପାନୀ୧୯୮୧ଅଚିହ୍ନା ବାସଭୂମି🡆 More