ପ୍ରମୁଖ ସଂଖ୍ୟାଲଘୁ

ପ୍ରମୁଖ ସଂଖ୍ୟାଲଘୁ ବା ଅଭିଜାତ ପ୍ରାଧାନ୍ୟ ସାମଗ୍ରିକଭାବେ ଜନସଂଖ୍ୟାର ଏକ କ୍ଷୁଦ୍ର ଭଗ୍ନାଂଶ (ସଂଖ୍ୟାଲଘୁ ଜନସଂଖ୍ୟା) ହୋଇଥିବା ସତ୍ତ୍ୱେ ରାଜନୈତିକ, ଅର୍ଥନୈତିକ, ବା ସାଂସ୍କୃତିକ କର୍ତ୍ତୃତ୍ତ୍ୱ ଥିବା ଏକ ସଂଖ୍ୟାଲଘୁ ଗୋଷ୍ଠୀ । ନିକଟରେ ପ୍ରବାସୀ ଭାବେ ଆସିଥିବା ପ୍ରମୁଖ ସଂଖ୍ୟାଲଘୁମାନେ ଏଲିଏନ ଏଲିଟ ନାମରେ ମଧ୍ୟ ପରିଚିତ।

ଏହି ନାମଟି ସାଧାରଣତଃ ଜାତିଗତ, ଜାତୀୟ, ଧର୍ମୀୟ, ସାଂସ୍କୃତିକ ବା ଉପଜାତୀୟ ବିଷୟ ସହିତ ସଂଜ୍ଞାବଦ୍ଧ ଜାତିଗତ ଗୋଷ୍ଠୀମାନଙ୍କୁ ବୁଝାଇଥାଏ ଏବଂ ପ୍ରଚୁର ପରିମାଣରେ କ୍ଷମତା ଥିବା କ୍ଷେତ୍ରରେ ବ୍ୟବହୃତ ହୁଏ । ଆପାର୍ଟହେଡ଼ (ବର୍ଣ୍ଣବୈଷମ୍ୟବାଦୀ) ଶାସନ ସମୟରେ ଦକ୍ଷିଣ ଆଫ୍ରିକା ଏକ ଉଲ୍ଲେଖନୀୟ ଉଦାହରଣ । ସେହି ସମୟରେ ଦକ୍ଷିଣ ଆଫ୍ରିକୀୟ ଗୋରା ବା ଆଫ୍ରିକାନେରମାନେ ବିଶେଷ ଭାବେ ଦେଶର ମୋଟ ଜନସଂଖ୍ୟାର ପ୍ରାୟ ୨୨ ଶତାଂଶ ଭାଗ ହୋଇଥାଇ ମଧ୍ୟ ଦେଶର ପ୍ରଧାନ ନିୟନ୍ତ୍ରଣକାରୀ ହୋଇଥିଲେ । ଲାଇବେରିଆର ଆଫ୍ରିକୀୟ ଆମେରିକାନ ବଂଶୋଦ୍ଭୂତ ନାଗରିକଗଣ, ବାଥିଷ୍ଟ ଇରାକର ସୁନ୍ନି ଆରବ, ସିରିଆର ଆଲାୱାଇଟ ସଂଖ୍ୟାଲଘୁ (୧୯୭୦ ମସିହା ପରଠାରୁ ଆଲାୱାଇଟ ଆସାଡ଼ ପରିବାରର ଶାସନ ଅଧୀନରେ), ଏବଂ ୧୯୯୦ ମସିହା ପରଠାରୁ ରୁଆଣ୍ଡାର ଟୁଟସି ବର୍ତ୍ତମାନ ବା ସାମ୍ପ୍ରତିକ ଉଦାହରଣ ଭାବେ ଉଲ୍ଲେଖନୀୟ ।

ପାଦଟୀକା

ଆଧାର

  • Barzilai, Gad. Communities and Law: Politics and Cultures of Legal Identities (Ann Arbor: University of Michigan Press, 2003). ISBN 978-0-472-03079-8
  • Gibson, Richard. African Liberation Movements: Contemporary Struggles against White Minority Rule (Institute of Race Relations: Oxford University Press, London, 1972). ISBN 0-19-218402-4
  • Russell, Margo and Martin. Afrikaners of the Kalahari: White Minority in a Black State ( Cambridge University Press, Cambridge, 1979). ISBN 0-521-21897-7
  • Johnson, Howard and Watson, Karl (eds.). The white minority in the Caribbean (Wiener Publishing, Princeton, NJ, 1998). ISBN 976-8123-10-9, ISBN 1-55876-161-6
  • Chua, Amy. World on Fire: How Exporting Free Market Democracy Breeds Ethnic Hatred and Global Instability (Doubleday, New York, 2003). ISBN 0-385-50302-4
  • Haviland, William. Cultural Anthropology. (Vermont: Harcourt Brace Jovanovich College Publishers, 1993). p. 250-252. ISBN 0-15-508550-6.

Tags:

🔥 Trending searches on Wiki ଓଡ଼ିଆ:

ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରବେଲ ପଣାମହାଭାରତକବି ପ୍ରସାଦ ମିଶ୍ର୭ ଅପ୍ରେଲଭାଷାପକ୍ଷୀଜ୍ଞାନପୀଠ ପୁରସ୍କାରଅର୍ଥଶାସ୍ତ୍ରଉପେନ୍ଦ୍ର ଭଞ୍ଜସୁଭାଷ ଚନ୍ଦ୍ର ବୋଷଦିବାକର ପରିଡ଼ାଗିରିଧର ଗମାଙ୍ଗସାରଳା ଦାସମାୟାଧର ମାନସିଂହସ୍ତନ୍ୟପାୟୀଚନ୍ଦନ ଯାତ୍ରାପଖାଳକୃଷ୍ଣ ଜନ୍ମାଷ୍ଟମୀଅକ୍ଷର କଳାରାଶି ଓ ନକ୍ଷତ୍ରଗୁଗଲତୋରାଣିବନମାଳୀ ଦାସକଟକନାରାୟଣ ସାହୁ (୧୯୨୮ ଜନ୍ମ)ଭାରତର ନଦୀ ସମୂହର ତାଲିକାଗୋପାଳ ଛୋଟରାୟଉଇକିପିଡ଼ିଆ ସମୂହର ତାଲିକାଭାରତର ଜାତୀୟ ପତାକାହିନ୍ଦୁଶିବାଜୀହନୁମାନ ଚାଳିଶାତରଳ ଝାଡ଼ାଅସହଯୋଗ ଆନ୍ଦୋଳନସପ୍ତମାତୃକା ମନ୍ଦିର, ଯାଜପୁର୧୯୩୪ବିଶ୍ୱତାପନଗୁଣ୍ଡିଚା ମନ୍ଦିରପଣା ସଂକ୍ରାନ୍ତିରମାକାନ୍ତ ପଣ୍ଡାଗୀତଗୋବିନ୍ଦନବକୃଷ୍ଣ ଚୌଧୁରୀଭାରତୀୟ ସ୍ୱାଧୀନତା ଆନ୍ଦୋଳନଶ୍ରୀ ଅରବିନ୍ଦଅରୁଣା ମହାନ୍ତିଶତ୍ରୁଘ୍ନ ପାଣ୍ଡବକାଞ୍ଚନ ଅବସ୍ତିକରଞ୍ଜବାଞ୍ଛାନିଧି ମହାନ୍ତିବୈଷ୍ଣବ ଚରଣ ପଟ୍ଟନାୟକଭାରତର ପ୍ରଧାନମନ୍ତ୍ରୀଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାକାଳୀଚରଣ ପଟ୍ଟନାୟକରାଧାନାଥ ରାୟପୁରୀ ଜିଲ୍ଲାକଲମଶରତ କୁମାର ମହାନ୍ତିଦୀନକୃଷ୍ଣ ଦାସଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକଳାପାହାଡ଼ମନୋଜ ଦାସ🡆 More